ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶାର ଏକଲବ୍ୟ ସ୍କୁଲ୍ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୨୧ା୮:ଓଡ଼ିଶା ସମେତ ୬ ରାଜ୍ୟର ଏକଲବ୍ୟ ମଡେଲ ଆବାସିକ ସ୍କୁଲ୍ (ଇଏମ୍ଆର୍ଏସ୍) ଛାତ୍ରୀଛାତ୍ର ମଙ୍ଗଳବାର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏନ୍ଇଏସ୍ଟିଏସ୍ ପକ୍ଷରୁ ଏହି ଶିକ୍ଷା ଟୁର୍ କାର୍ଯ୍ୟକ୍ରମର…
ଡାକ୍ତରୀ ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଚଏସ୍ ଫିଲିଙ୍ଗ ଆରମ୍ଭ
ଭୁବନେଶ୍ୱର,୨୨।୮(ଅସମାପିକା ସାହୁ):ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଏମ୍ବିବିଏସ୍/ବିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାର ଚଏସ୍ ଫିଲିଙ୍ଗ ଆରମ୍ଭ ହୋଇଛି। ୨୬ ତାରିଖରେ ପ୍ରୋଭିଜନାଲ ଆଲଟ୍ମେଣ୍ଟ ଏବଂ ୨୮ରେ ଚୂଡ଼ାନ୍ତ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ସେପ୍ଟେମ୍ବର…
୩୦ ମିନିଟ ବ୍ୟାୟାମ, ୧୫ ମିନିଟ ଧ୍ୟାନ କର
ଭୁବନେଶ୍ୱର,୨୨ା୮(ଅନିଲ ଦାସ):ସୁସ୍ଥ ଶରୀର, ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ଆଧାର। ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ୱାସ ବଢ଼ିବ। ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ ଓ ୧୫ ମିନିଟ୍ ଧ୍ୟାନରେ ବସିଲେ ସ୍ମୃତିଶକ୍ତି ବଢ଼ିବ। ଏଭଳି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ…
ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ ଟ୍ରମ୍ଫ, କହିଲେ ଗିରଫ ହେବାକୁ ଯାଉଛି
ଓ୍ବାଶିଂଟନ,୨୨।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ। ସୋମବାର ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କୁ ବାମପନ୍ଥୀ ଜିଲା ଆଟର୍ନି ଫନି…
ରାଜ୍ୟରେ ପ୍ରତିଷ୍ଠା ହେବ ୯ ଶିଳ୍ପ
ଭୁବନେଶ୍ୱର,୨୨ା୮(ଅନିଲ ଦାସ):ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୋମବାର ୮୭୩.୫୭ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ ହଜାର…
ଲୁନା-୨୫ର ବିଫଳତାରେ ଚାଇନାକୁ ବି ଲାଗିଲା ଝଟ୍କା
ବେଜିଂ/ମସ୍କୋ,୨୨।୮:ରୁଷିଆର ଚନ୍ଦ୍ର ମିଶନ ଲୁନା-୨୫ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲୁନା -୨୫ର ଦୁର୍ଘଟଣା ରୁଷିଆ ଏବଂ ଚାଇନା ପାଇଁ ଏକ ଝଟକା। ରୁଷିଆ ମିଶନ ପାଇଁ ଚାଇନା ମଧ୍ୟ ଉତ୍ସାହିତ ଥିଲା। ସୋଭିଏତ୍ ୟୁନିଅନ ଶେଷ ହେବା ପରେ ଲୁନା-୨୫ ରୁଷିଆର ପ୍ରଥମ…
ହୁନ ମାନେଟ କାମ୍ବୋଡିଆର ନୂଆ ପ୍ରଧାନମନ୍ତ୍ରୀ, ୧୨୩ ସାଂସଦଙ୍କର ମିଳିଲା ସମର୍ଥନ
ନୋମ ପେନ୍ହ,୨୨।୮: କାମ୍ବୋଡିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ହୁନ ମାନେଟ ନିର୍ବାଚିତ ହୋଇଛନ୍ତି। କାମ୍ବୋଡିଆର ନେଶନାଲ ଆସେମ୍ଲି ମଙ୍ଗଳବାର ହୁନ ମାନେଟଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପାଇଁ ବିଜୟ ନିଶ୍ଚିତ କରିଛି। ଜୁଲାଇ ୨୩ ସାଧାରଣ ନିର୍ବାଚନରେ ହୁନ ମାନେଟଙ୍କ…
ଲଣ୍ଡନରେ ୭୦ ବର୍ଷ ପୁରୁଣା ଇଣ୍ଡିଆ କ୍ଲବ ହେବ ବନ୍ଦ
ଲଣ୍ଡନ,୨୨।୮: ଭାରତର ସ୍ବାଧୀନତା ପରେ ଇଂଲଣ୍ଡରେ ଭାରତୀୟ ବିଦେଶୀମାନଙ୍କ କେନ୍ଦ୍ର ଥିବା ଇଣ୍ଡିଆ କ୍ଲବ ବନ୍ଦ ହେବାକୁ ଯାଉଛି। ଇଣ୍ଡିଆ କ୍ଲବ ଇଂଲଣ୍ଡର ଲଣ୍ଡନରେ ଅବସ୍ଥିତ। ଇଣ୍ଡିଆ କ୍ଲବ ବନ୍ଦ ବିରୋଧରେ ଏକ ଦୀର୍ଘ ଲଢେଇ ହୋଇଥିଲା, ଯେଉଁଥିରେ ସମର୍ଥକଙ୍କୁ ପରାଜୟର…
ବିଶ୍ୱର ପ୍ରଥମ ଦେଶ ଭାବେ ଗର୍ଭବତୀ ମହିଳାମାନଙ୍କ ପାଇଁ ଆରଏସ୍ଭି ଟିକାକୁ ମଞ୍ଜୁରୀ ଦେଲା ଆମେରିକା
ଓ୍ବାଶିଂଟନ,୨୨।୮: ଆମେରିକା ଗର୍ଭବତୀ ମହିଳାମାନଙ୍କ ପାଇଁ ଏକ ଟିକାକୁ ଅନୁମୋଦନ କରିଛି। ଏହି ଟିକା ରେସ୍ପିରେଟୋରି ସିନ୍ସିଟିଆଲ ଭାଇରସ୍ (ଆରଏସଭି) ଦ୍ୱାରା ସୃଷ୍ଟି ହୋଇଥିବା ଶିଶୁମାନଙ୍କୁ ଗୁରୁତର ରୋଗରୁ ରକ୍ଷା କରିବ। ଏଭଳି ଟିକା ଅନୁମୋଦନ କରିବାରେ ଆମେରିକା ବିଶ୍ୱର ପ୍ରଥମ…
ଶାଲୁଙ୍କୁ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ
ଭୁବନେଶ୍ୱର,୨୨।୮(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍ପି)ର ସାମାଜିକ ପ୍ରତିଷ୍ଠାନ ଜେଏସ୍ପି ଫାଉଣ୍ଡେଶନର ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କୁ ନିକଟରେ ସମ୍ମାନଜନକ ସିଏସ୍ଆର୍ ଟାଇମ୍ସ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ସାମାଜିକ ବିକାଶମୂଳକ କାର୍ଯ୍ୟକ୍ରମ…
ଏଚ୍ଏମ୍ଏସ୍ଆଇର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୨୨।୮: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ସ୍ବତନ୍ତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଗ୍ୱିଙ୍ଗ୍ ଗ୍ରାହକମାନଙ୍କ ପାଇଁ ‘ବର୍ଦ୍ଧିତ ୱାରେଣ୍ଟି ଓ ବର୍ଦ୍ଧିତ ୱାରେଣ୍ଟିି ପ୍ଲସ୍’ କାର୍ଯ୍ୟକ୍ରମର ସର୍ବଭାରତୀୟ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏପରି କି ଏହାର…
ସଙ୍କଟରେ ବୈଶ୍ୱିକ ଖାଦ୍ୟ ସୁରକ୍ଷା
ଓ୍ବାଶିଂଟନ,୨୨ା୮: ୟୁକ୍ରେନ୍କୁ ଗହମ ରପ୍ତାନି ଲାଗି ଅନୁମତି ଦେବା ନିମନ୍ତେ ଚୁକ୍ତିନାମାକୁ ରୁଷିଆ ବନ୍ଦ କରିବା ଏବଂ ଏଲ୍ ନିନୋ ପ୍ରଭାବରୁ ଚାଉଳ ଉତ୍ପାଦନ ହ୍ରାସ ପାଇବା କାରଣରୁ ବୈଶ୍ୱିକ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏବେ ଚାଉଳ…
Archives


