ପୁଣି ଛଟେଇ କଲା ଇଣ୍ଟେଲ୍
ନୂଆଦିଲ୍ଲୀ,୨୨।୮: ପୁଣି ଛଟେଇ କରିଛି ଇଣ୍ଟେଲ କର୍ପୋରେଶନ। ଖର୍ଚ୍ଚ ହ୍ରାସ ଦର୍ଶାଇ ଆମେରିକାର ୧୪୦ଜଣ କର୍ମଚାରୀଙ୍କୁ କମ୍ପାନୀ ବାହାର କରିଛି। ଛଟେଇ ହୋଇଥିବା କର୍ମଚାରୀ କାଲିଫର୍ଣ୍ଣିଆରେ କାମ କରୁଥିଲେ। କମ୍ପାନୀ ଏନେଇ ମେ’ ମାସରେ ଘୋଷଣା କରିଥିଲା। ତେବେ ଚଳିତ ବର୍ଷ…
ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ
ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି। ପ୍ରକାଶ ରାଜ ଏକ୍ସରେ ଶର୍ଟ ଏବଂ ଲୁଙ୍ଗି ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ କାର୍ଟୁନ ଶେୟାର କରିଥିଲେ। ଏଥିରେ ସେ…
ଏବେ ବି ମୁଁ ମା’ ହୋଇପାରିବି: ରାକ୍ଷୀ
ବମ୍ବେ: ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀଙ୍କ ମଧ୍ୟରୁ ରାକ୍ଷୀ ସାଓ୍ବନ୍ତ ଜଣେ। ସର୍ବଦା ନିଜର ରୋକଠୋକ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ରହିଥାନ୍ତି। ଏହି କ୍ରମରେ ଏବେ ଦ୍ୱିତୀୟ ସ୍ବାମୀ ଆଦିଲ…
ସ୍ପଷ୍ଟ କଲା ବିସିସିଆଇ: ବଦଳିବ ନାହିଁ ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ,୨୨।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିସିସିଆଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ(ଏଚ୍ସିଏ)ର ଅନୁରୋଧକୁ ଆଧିକାରିକ ଭାବେ ଖାରଜ କରିବା ପରେ ଏନେଇ ସ୍ପଷ୍ଟ କରିଛି। ତେବେ ଏଚ୍ସିଏ ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା…
ପୁଅର ଝଲକ ଦେଖାଇଲେ ଇଲିଆନା
ବମ୍ବେ: ପୁଅର ଝଲକ ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ନିଜର ସୋସିଆଲ ମିଡିଆ ପୃଷ୍ଠାରେ ସେ ପୁଅଙ୍କ ପାଦର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି। ଅଗଷ୍ଟରେ ପୁତ୍ର ସନ୍ତାନର…
‘ଗଦର ୨’ ନିର୍ଦ୍ଦେଶକଙ୍କୁ ଉପହାର ପଠାଇଲେ ପ୍ରିୟଙ୍କା-ନିକ୍
ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ୩୦୦ କୋଟିରୁ ଅଧିକ ଆୟ କଲାଣି। ସମସ୍ତେ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରୁଛନ୍ତି।…
‘କଳ୍ପନା କରି ନ ଥିଲି ଏମିତି ସୁଯୋଗ ପାଇବି’
ନୂଆଦିଲ୍ଲୀ,୨୨।୮:ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିଥିବା ତିଳକ ବର୍ମା ୧୭ ଜଣିଆ ଦଳର ଏକମାତ୍ର ନୂଆ ଚେହେରା। ନିକଟରେ ତିଲକ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ…
ଚନ୍ଦ୍ରର ନୂଆ ଫଟୋ ଆସିଲା ସାମ୍ନାକୁ, ଚନ୍ଦ୍ରାୟନ ୩କୁ ନେଇ ଇସ୍ରୋ କହିଲା, ଅଲ ଇଜ ଓ୍ବେଲ
ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରରେ ଅବତରଣ କରିବାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଇସ୍ରୋ ମିଶନ ଚନ୍ଦ୍ରୟାନ ୩ସମ୍ବନ୍ଧରେ ଏକ ଅପଡେଟ ଦେଇଛି । ଏହା ସହିତ ଇସ୍ରୋ ମଧ୍ୟ ଲ୍ୟାଣ୍ଡର ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ନୂତନ ଫଟୋ ଜାରି…
ଲୁନା -୨୫ ଅସଫଳତାର ମୁଖ୍ୟ କାରଣ କହିଲେ ରୁଷିଆ ମହାକାଶ ଏଜେନ୍ସି ମୁଖ୍ୟ
ମସ୍କୋ,୨୨।୮: ରୁଷିଆର ମୁନ ମିଶନକୁ ବଡ ଝଟ୍କା ଲାଗିଛି। ଚନ୍ଦ୍ରରେ ପହଞ୍ଚିବାର ଆଶା ରୁଷିଆର ଶେଷ ହୋଇଯାଇଛି। କାରଣ ଏହାର ମହାକାଶ ଯାନ ଲୁନା-୨୫ କ୍ରାସ ହୋଇଯାଇଛି। ତେବେ ରୁଷିଆର ସ୍ପେସ ଏଜେନ୍ସି ରସ୍କୋସମୋସର ମୁଖ୍ୟ ୟୁରୀ ବୋରିସୋଭ ଚନ୍ଦ୍ରରେ ପହଞ୍ଚିବା…
ଜାପାନର ଫୁକୁସିମା ଆଣବିକ କାରଖାନାରୁ ଛଡାଯିବ ଜଳ, ବିରୋଧ ସତ୍ତ୍ୱେ ବଡ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ
ଟୋକିଓ,୨୨।୮: ଆସନ୍ତାକାଲି ଫୁକୁସିମା ଆଣବିକ କାରଖାନାରୁ ବିଶୋଧିତ ରେଡିଓଆକ୍ଟିଭ ବର୍ଜ୍ୟଜଳ ସମୁଦ୍ରକୁ ଛାଡିବା ଆରମ୍ଭ କରିବ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। କହିବାକୁ ଗଲେ ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ ସ୍ଥାନୀୟ…
ଲୁନା-୨୫ କ୍ରାସ ହେବା ପରେ ଅସୁସ୍ଥ ହୋଇପଡିଲେ ବୈଜ୍ଞାନିକ
ମସ୍କୋ,୨୨।୮: ରୁଷର ଲୁନା-୨୫ ଚନ୍ଦ୍ର ଉପରେ ସପ୍ଟ ଲ୍ୟାଣ୍ଡିଂ କରିପାରି ନ ପରି କ୍ରାସ ହୋଇଗଲା ଫଳରେ ଚନ୍ଦ୍ରକୁ ରୁଷିଆର ମିଶନ ଫେଲ ମାରିଛି। ଏହା ପରେ ମିଶନରେ କାର୍ଯ୍ୟ କରୁଥିବା ଜଣେ ପ୍ରମୁଖ ପଦାର୍ଥ ବିଜ୍ଞାନୀ ଏବଂ ଜ୍ୟୋର୍ତିବିଜ୍ଞାନୀଙ୍କୁ ମସ୍କୋର…
‘ମାସେ ଦୁଇମାସ ପିଆଜ ନ ଖାଇଲେ କିଛି ଅସୁବିଧା ହେବ ନାହିଁ’, ପୂର୍ବତନ କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ
ମୁମ୍ବାଇ,୨୨।୮: ମହାରାଷ୍ଟ୍ରରେ ଲଗାତାର ଭାବେ ପିଆଜର ଦାମ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯଦି ଲୋକେ ମାସେ ଦୁଇମାସ ପିଆଜ ନ ଖାଇବେ ତେବେ କିଛି…
Archives


