Home

୨୦୨୪ ନିର୍ବାଚନ ପାଇଁ ଏଜେଣ୍ଡା ସ୍ଥିର କରିବେ ବିରୋଧୀ

ବେଙ୍ଗାଲୁରୁ,୧୭।୭: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ପାଟନା ପରେ ସୋମବାର ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ସା…

ମିଶନ ୨୦୨୪: ଏନଡିଏ ବନାମ ବିରୋଧୀ…

ନୂଆଦିଲ୍ଲୀ,୧୭।୭ : ସୋମବାରଠାରୁ ବିରୋଧୀ ଦଳଗୁଡ଼ିକ ଦୁଇ ଦିନିଆ ବୈଠକ କରିବାକୁ ଯାଉଛନ୍ତି। କର୍ନାଟକର ରାଜଧାନୀରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଭାଜପା ବିରୋଧୀ ସମସ୍ତ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ…

କମ୍‌ ବୃଷ୍ଟିପାତ: ପଛେଇଛି ଚାଷକାମ

ଖୋର୍ଦ୍ଧା,୧୭ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ସ୍ବାଭାବିକ ବୃଷ୍ଟିପାତଠାରୁ କମ୍‌ ପରିମାଣର ବର୍ଷା ହୋଇ ଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ପ୍ରାୟ ଜୁନ ୧୪ ବେଳକୁ ଓଡ଼ିଶାରେ ମୌସୁମୀ ଆସିଥାଏ। ଚାଷୀ ମୌସୁମୀ ଆଗମନ ପୂର୍ବରୁ…

ଶୁବମନ ଗିଲ୍‌ଙ୍କ ପାଇଁ ସତର୍କ ଘଣ୍ଟି

ଡୋମିନିକା,୧୭।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଇନିଂସ ଏବଂ ୧୪୧ ରନ୍‌ରେ ବିଜୟୀ ହୋଇ ସିରିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ଯଶାସ୍ବ…

କୂଅ ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

ପୁରୁଷୋତ୍ତମପୁର,୧୭ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମରେ ରବିବାର ସନ୍ଧ୍ୟାରେ କୂଅ ସଫାକରିବା ବେଳେ ଏଥିରେ ନିୟୋଜିତ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମର…

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର,୧୭।୭ (ବନ୍ଦନା ସେଠୀ): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ। ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦ ତୁଟୁ ନ ଥିବାବେଳେ ଏନେଇ ବିଏମ୍‌ସି କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ। ଫଳରେ ମାର୍କେଟ…

ବଳାତ୍କାରକାରୀଙ୍କୁ ତୁମ ଉପରେ ଛାଡି ଦିଆଯିବ,ମହିଳାମାନଙ୍କୁ ହିଜାବ-ବୁର୍କା ପିନ୍ଧିବାକୁ ଧମକ ଦେଉଛନ୍ତି ଇରାନ ସରକାର…

ତେହେରାନ,୧୭।୭ : ଇରାନରେ ହିଜାବ ବିରୋଧୀ ବିରୋଧର ଅନେକ ମାସ ପରେ ନୈତିକତା ପୋଲିସ ସେଠାରେ ପୁଣି ପାଟ୍ରୋଲିଂ ଆରମ୍ଭ କରିଛି। ଇରାନର ଆଇନ ଶୃଙ୍ଖଳା ବାହିନୀର ମୁଖପାତ୍ର ସଇଦ ମୋଣ୍ଟେଜେରାଲମାହି କହିଛନ୍ତି ନୈତିକ ପୋଲିସ ବର୍ତ୍ତମାନ କାର୍ଯ୍ୟକୁ ଫେରିଛି। ଏହି…

ପୁଣିଥରେ ୟୁକ୍ରେନ ରାଡାରରେ କ୍ରିମିୟା ବ୍ରିଜ, ଆକ୍ରମଣରେ ମାତା-ପିତା ମୃତ, ଝିଅ ଗୁରୁତର

କ୍ୱିଭ,୧୭।୭: ରୁଷିଆ କବଜାରେ ଥିବା କ୍ରିମିୟା ବ୍ରିଜ ଉପରେ ପୁଣିଥରେ ୟୁକ୍ରେନ ଆକ୍ରମଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ଏହି ବ୍ରିଜ ଉପରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଆହତ…

ବିଶ୍ୱର ସବୁଠୁ ମହଙ୍ଗା ଦେଶ

ବିଶ୍ୱ ପରିସଂଖ୍ୟାନର ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବିଶ୍ୱର ସବୁଠୁ ଦାମୀ ଦେଶ ବିଷୟରେ କୁହାଯାଇଛି। ଅନେକ ଲୋକ ଭାବିଥିବେ ଯେ, ଦୁନିଆର ସବୁଠୁ ଦାମୀ ଦେଶ ଆମେରିକା କିମ୍ବା ବ୍ରିଟେନ ଥିବ। କିନ୍ତୁ ଏହା ନୁହେଁ। ବରମୁଡା…

ମାଛଗାଁ କେନାଲ ଭାଙ୍ଗି ତରିକୁନ୍ଦ, ଦଳେଇଘାଇ ନିକଟରେ ଘାଇ

ଜଗତ୍‌ସିଂହପୁର,୧୭ା୭(ପ୍ରମୋଦ ନାୟକ): ବିରିବାଟୀଠାରୁ ଜଗତ୍‌ସିଂହପୁର ଦେଇ ଲମ୍ବିଥିବା ମାଛଗାଁ କେନାଲର ତରିକୁନ୍ଦ ଓ ଦଳେଇଘାଇ ନିକଟରେ ଯଥାକ୍ରମେ ୨୦ ଓ ୧୫ ଫୁଟର ଘାଇ ହୋଇଛି। ଫଳରେ ଜଗତ୍‌ସିଂହପୁର-କନ୍ଦରପୁର ୫୫ ନଂ. ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ଜଳ ପ୍ରବାହିତ…

ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ

ଗତ କିଛି ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ପରିଚିତ ନାମ ହେଉଛି ଅଭିନେତା ଦ୍ୱୀପନ୍ବିତ ଦାଶମହାପାତ୍ର। ୨୦୧୪ରୁ ଆରମ୍ଭ ହୁଏ ତାଙ୍କର ନାଟକରେ ଯାତ୍ରା। ରାଜ୍ୟ ଓ ବାହାରେ ଅନେକ ମଞ୍ଚ ନାଟକ ପ୍ରଦର୍ଶନ କରି ଦର୍ଶକଙ୍କ ମନ…

କୁଲୁରେ ବାଦଲ ଫାଟିବାରୁ ଜଣେ ମୃତ ୩ ଆହତ

କୁଲୁ,୧୭।୭: ହିମାଚଳ ପ୍ରଦେଶର କୁଲୁରେ ବାଦଲ ଫାଟିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା କୁଲୁ ଜିଲାର କୟାସ ଗ୍ରାମରେ ସୋମବାର ଭୋର ୪ଟାରେ ହୋଇଥିବା ପ୍ରଶାସନ କହିଛି। କୁଲୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri