ଜୟଶଙ୍କରଙ୍କ ସମେତ ୯ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ
ନୂଆଦିଲ୍ଲୀ,୨୨ା୮: ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ ୯ ନବନିର୍ବାଚିତ ରାଜ୍ୟ ସଭା ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ ଭବନ ରାଜ୍ୟ ସଭା ଚାମ୍ବରରେ ଅଧ୍ୟକ୍ଷ ଜଗଦୀପ୍ ଧନ୍କର ସେମାନଙ୍କୁ ଶପଥ ପାଠ କରାଇଥିଲେ। ଜୟଶଙ୍କର ଦ୍ୱିତୀୟ ଥର ପାଇଁ…
ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ବ୍ରିକ୍ସ ସମ୍ମିଳନୀ ଯୋଗଦେବେ
ନୂଆଦିଲ୍ଲୀ,୨୨।୮: ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଅଭିମୁଖେ ବାହାରିଛନ୍ତି। ୨୨ ରୁ ୨୪ ଅଗଷ୍ଟ ମଧ୍ୟରେ ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ…
ସରକାରୀ ବାବୁଙ୍କୁ କୋର୍ଟ ସମନ ଲାଗି ଗାଇଡ୍ଲାଇନ ଆସିବ
ନୂଆଦିଲ୍ଲୀ,୨୨ା୮: ସରକାରୀ ବାବୁମାନଙ୍କୁ କୋର୍ଟ ସମନ ଜାରି ଲାଗି ସୁପ୍ରିମକୋର୍ଟ ଗାଇଡ୍ଲାଇନ ଜାରି କରିବେ। ଅଦାଲତଗୁଡ଼ିକ ସମନ କଲାବେଳେ ଉକ୍ତ ଗାଇଡ୍ଲାଇନକୁ ଅନୁସରଣ କରିବାକୁ ହେବ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି,…
୬୦ ପ୍ରତିଶତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ଟିକା
ନୂଆଦିଲ୍ଲୀ,୨୨।୮: ପ୍ରାୟ ୬.୫ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୃତ୍ୟୁବରଣ କରିଛନ୍ତି। କରୋନା ସଂକ୍ରମଣ ହେବା ପରେ ଯେଉଁମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେମାନଙ୍କଠାରେ ସଂକ୍ରମଣର ପ୍ରଭାବ ଦୀର୍ଘ ସମୟ ଧରି ଦେଖାଯାଇଥିଲା। ଡାକ୍ତରଖାନାରୁ…
ଅନ୍ତିମ ସଂସ୍କାର ସରିଥିବା ଝିଅଙ୍କ ଆସିଲା ଫୋନ୍ କଲ୍
ପାଟନା,୨୨।୮: ଝିଅର ମୃତଦେହ ଅନ୍ତିମ ସଂସ୍କାର କରି ଦୁଃଖରେ ମ୍ରିୟମାଣ ହୋଇଥିବା ଏକ ପରିବାର ଲାଗି ଫୋନ୍ କଲ୍ ଖୁସି ଆଣିଦେଇଛି। ଫୋନରେ ଯେତେବେଳେ ଝିଅ କହିଛି ବାପା ମୁଁ ଜୀବିତ, ସେତେବେଳେ ପୂରା ପରିବାର ଖୁସିରେ ଆତ୍ମହରା ହୋଇଛନ୍ତି। ଏଭଳି ଏକ…
୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ
ଲଣ୍ଡନ,୨୨ା୮: ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ସହ ଅନ୍ୟ ୬ ଜଣଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିବା ନର୍ସ ଲୁସି ଲେଟ୍ବିଙ୍କୁ ବ୍ରିଟେନ୍ର ଏକ ଅଦାଲତ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩୩ ବର୍ଷୀୟା…
ଇସ୍ରୋ ନିଯୁକ୍ତି ପରୀକ୍ଷାରେ କପି କରି ୨ ଗିରଫ
ଥିରୁଭାନନ୍ତପୁରମ୍,୨୨।୮: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ରେ ନିଯୁକ୍ତି ଲାଗି ଅନୁଷ୍ଠିତ ପରୀକ୍ଷାରେ କପି କରି ୨ଜଣ ଧରାପଡ଼ିଛନ୍ତି। ସେମାନେ ହେଲେ ହରିୟାଣାର ସୁନୀଲ କୁମାର ଓ ମନୋଜ କୁମାର। ରବିବାର ଥିରୁଭାନନ୍ତପୁରମଠାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଭିନ୍ନ…
ସୁପ୍ରିମକୋର୍ଟରେ ଜଷ୍ଟିସ ମିତ୍ତଲ କମିଟିର କ୍ଷତିପୂରଣ ଯୋଜନା ରିପୋର୍ଟ ଦାଖଲ
ନୂଆଦିଲ୍ଲୀ,୨୨ା୮: ମଣିପୁର ଜାତିଆଣ ହିଂସା କ୍ଷତିଗ୍ରସ୍ତଙ୍କୁ ସହାୟତା ଏବଂ ଥଇଥାନ ସମ୍ପର୍କରେ ରିପୋର୍ଟ ଦେବା ଲାଗି ସୁପ୍ରିମକୋର୍ଟ ଜଷ୍ଟିସ ଗୀତା ମିତ୍ତଲ କମିଟି ଗଠନ କରିଥିଲେ। ସୋମବାର ଏହି କମିଟି ୩ଟି ରିପୋର୍ଟ ଦାଖଲ କରିଛି। କ୍ଷତିଗ୍ରସ୍ତଙ୍କ ପରିଚୟ ଦସ୍ତାବିଜ ପୁନର୍ବାର ପ୍ରସ୍ତୁତ…
ଭାରତର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦର ମୃତ୍ୟୁ
ଗୌହାଟୀ,୨୨।୮: ଆସାମର ଚା ବଗିଚାରେ ସୋମବାର ଭାରତର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦର ମୃତ୍ୟୁ ଘଟିଛି। ତାକୁ ୮୯ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ପ୍ରସାଦର ନାମକରଣ ତା’ର ମାଲିକ ତଥା ଇଂଲଣ୍ଡର ଓଲିଭର…
ଆଉ ନିର୍ବାଚନ ଲଢିବେ ନାହିଁ ସନ୍ନି ଦେଓଲ
ଫିଲ୍ମ ‘ଗଦର-୨’ର ସଫଳତା ପରେ ଅଭିନେତା ସନ୍ନି ଦେଓଲ ଏକ ବଡ଼ ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ସନ୍ନି ଦେଓଲ କହିଛନ୍ତି ଯେ, ଆଉ ରାଜନୀତିରେ ମନ…
ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମଙ୍ଗଳବାର ଦକ୍ଷିଣ ଆଫ୍ୟିକା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଯିବାର କାର୍ଯ୍ୟକ୍ରମ ରହିଛି। ୨୨ ରୁ ୨୪ଅଗଷ୍ଟ ମଧ୍ୟରେ ଜୋହାନ୍ସବର୍ଗରେ ବ୍ରିକ୍ସ…
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଆରଏସ୍, ଜାଣନ୍ତୁ ଏହା ପଛର କାରଣ
ହାଇଦ୍ରାବାଦ୍,୨୨।୮: ତେଲେଙ୍ଗାନାରେ ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଶାସକ ଦଳର ମୁଖ୍ୟ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ନିର୍ବାଚନ ପାଇଁ ବିଗୁଲକ ବଜାଇଛନ୍ତି। ନିର୍ବାଚନ ପାଇଁ…
Archives


