Home

ସିକିମ୍‌ର ତିସ୍ତାନଦୀରେ ବନ୍ୟା ଆସିବା ପୂର୍ବରୁ ସିଗନାଲ ଦେବା ବନ୍ଦ କରିଥିଲା ପାଣିପାଗ ଷ୍ଟେଶନ: ଏନଡିଏମଏ

ଗ୍ୟାଙ୍ଗଟକ,୧୩।୧୦: ସିକିମ୍‌ରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତାନଦୀରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ଲୋକ ନିଖୋଜ ଅଛନ୍ତି। ତେବେ ଏହି ଭୟଙ୍କର ବନ୍ୟାକୁ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)…

ଟଙ୍କା ଲୋଭରେ ପାକିସ୍ତାନ କାମ କରିବାକୁ ଚାଲିଯାଇଥିଲେ ଏସବୁ କଳାକାର, ଫ୍ଲପ୍‌ ହେବା ପରେ ଫେରିଥିଲେ ଦେଶ

ବମ୍ବେ: ବଲିଉଡ ଛାଡ଼ି ଟଙ୍କା ଲୋଭରେ ପାକିସ୍ତାନ କାମ କରିବାକୁ ଚାଲିଯାଇଥିଲେ ଅନେକ କଳାକାର। ହେଲେ ସେଠାରେ ଫ୍ଲପ୍‌ ହେବା ପରେ ଦେଶକୁ ଫେରି ଆସିଥିଲେ। ଏହି ତାଲିକାରେ ଅଛନ୍ତି କିରଣ ଖେର, ଅରବାଜ ଖାନ୍‌, ଶ୍ୱେତା ତିଓ୍ବାରୀ, ନାସିରୁଦ୍ଦିନ ଶାହ,ନେହା…

ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ସଲମାନ

ମୁମ୍ବାଇ: ବଲିଉଡର ବେଶ ପରିଚିତ ଚେହେରା ସଲମାନ ଖାଁ। ସେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ପର୍ଯ୍ୟନ୍ତ ସେ ବଲିଉଡକୁ ଅନେକ ବ୍ଲକବଷ୍ଟର ହିଟ ମୁଭି ଭେଟି ଦେଇଛନ୍ତି। ଏବେ…

ଇସ୍ରାଏଲକୁ ସ୍ପାଏ ପ୍ଲେନ, ଜାହାଜ ଯୋଗାଇଲା ବ୍ରିଟେନ

ଇଂଲଣ୍ଡ,୧୩।୧୦: ଗାଜାରେ ସପ୍ତମ ଦିନ ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ଭୂମଧ୍ୟସାଗରରେ ଅସ୍ତ୍ରଶସ୍ତ୍ର ଏବଂ ଫାଇଟର ଜେଟ ସମେତ ଯୁଦ୍ଧ ଜାହାଜ ପଠାଇବା ପରେ ବର୍ତ୍ତମାନ ବ୍ରିଟେନ ମଧ୍ୟ ବନ୍ଧୁ ରାଷ୍ଟ୍ର ଇସ୍ରାଏଲକୁ…

ମଝି ଆକାଶରେ ଉଡ଼ି ଯାଇଥିଲା ଏହି ବିମାନର ଛାତ, ପାଇଲଟ ଏଭଳି ବଞ୍ଚାଇଥିଲେ ୯୪ ଯାତ୍ରୀଙ୍କ ଜୀବନ

ଥରେ ଭାବନ୍ତୁ ତ। ଯଦି କେବେ ବିମାନ ଯାତ୍ରା କରିବା ସମୟରେ ପ୍ଲେନ୍‌ର ଉପର ଛାତ ଉଡିଯାଏ ତେବେ କ’ଣ ହେବ। ଆପଣ ଭାବୁଥିବେ ଏପରି ହେବା ଅସମ୍ଭବ। ୩୫ ବର୍ଷ ପୂର୍ବେ ଏଭଳି ଏକ ବିମାନ ଦୁର୍ଘଟଣା ହୋଇଥିଲା, ଯେତେବେଳେ…

୧୯୮୪ ଦଙ୍ଗାକୁ କେହି ଭୁଲି ପାରିବେ ନାହିଁ, ମୋଦି ସରକାର ଆସିବା ପରେ ପୀଡ଼ିତଙ୍କୁ ମିଳିଲା ନ୍ୟାୟ: ଶାହା

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ୧୯୮୪ ଦଙ୍ଗାକୁ କେହି କେବେ ଭୁଲି ପାରିବେ ନାହିଁ। ଶିଖ ବିରୋଧୀ ଦଙ୍ଗାର ପୀଡିତମାନେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ହିଁ ନ୍ୟାୟ ପାଇବା ଆରମ୍ଭ କରିଥିଲେ। ଦଙ୍ଗା ସହ…

ଗାଜାରେ ୬ହଜାରରୁ ଅଧିକ ରକେଟ ମାଡ କଲା ଇସ୍ରାଏଲ, ୧୫୦୦ ହମାସ ଆତଙ୍କବାଦୀ ନିହତ

ଗାଜା,୧୩।୧୦: ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ ମଧ୍ୟରେ ଆଜିକୁ ୭ଦିନ ଧରି ଯୁଦ୍ଧ ଜାରି ରହିଛି। ନର ପିଶାଚ ସାଜିଥିବା ହମାସ୍‌ ଗୋଟିକ ପରେ ଗୋଟିଏ ବନ୍ଧକ ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ହମାସ ସହ ଚାଲିଥିବା ଯୁଦ୍ଧରେ ସାମରିକ କର୍ମଚାରୀ…

ଡେଙ୍ଗୁ ବ୍ୟାପୁ କି ମ୍ୟାଲେରିଆ; ଏଠାରେ କିନ୍ତୁ ମଶା ମାରିବା ପାପ

ବର୍ତ୍ତମାନ ସମୟରେ ସମଗ୍ର ଭାରତରେ ଡେଙ୍ଗୁ ନିଜ କାୟା ବିସ୍ତାର କରିଛି। ତାପମାତ୍ରା ସାଙ୍ଗକୁ ବର୍ଷା ଯୋଗୁ ମଶାଙ୍କ ପ୍ରାର୍ଦୁଭାବ ବଢ଼ିଥିବାରୁ ଲୋକେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ତେବେ ଆଜି ଆମେ ଦୁନିଆର ଏକ ଏଭଳି ଦେଶ ବିଷୟରେ କହିବୁ…

ଲଣ୍ଡନରେ ଇହୁଦି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଲଣ୍ଡନ,୧୩।୧୦: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପରସ୍ପରକୁ ଧ୍ୱଂସ କରିବାର ଉଦ୍ଦେଶ୍ୟ ଏହି ଯୁଦ୍ଧକୁ ତୀବ୍ର କରିଦେଇଛି। ଅକ୍ଟୋବର ୭ରେ, ହମାସ ଏକ ପବିତ୍ର ପର୍ବରେ ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ଫିଙ୍ଗିଥିଲା। ଏହା ପରେ…

ରକେଟ ମାଡ ସମ୍ବନ୍ଧରେ ସୂଚନା ଦେଉଥିଲା ମୋବାଇଲ ଆପ୍‌, ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବାଣ୍ଟିଲେ ଭାରତୀୟ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲରେ…

ନବରାତ୍ରୀରେ ଆସିପାରେ ଭାଜପାର ପଞ୍ଚମ ପ୍ରାର୍ଥୀ ତାଲିକା, ସିନ୍ଧିଆଙ୍କୁ ମିଳିପାରେ ସୁଯୋଗ

ଭୋପାଳ,୧୩।୧୦: ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ଭାରତୀୟ ଜନତା ପାର୍ଟି ଏହାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିପାରେ। ଏହି ତାଲିକା ସମ୍ବନ୍ଧରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ଏହାକୁ ଏକ ବିସ୍ଫୋରକ ତାଲିକା କୁହାଯାଉଛି। ଯେତେବେଳେ…

ଅପରେଶନ ଅଜୟ: ଆମ ନାଗରିକଙ୍କ ପାଇଁ ଆମେ ସାହାଯ୍ୟ ମାଗୁନାହୁଁ ବରଂ ଦେଉଛୁ, କହିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ହମାସ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ସବୁଦିନ ପାଇଁ ଶେଷ କରିବାକୁ ଚାହୁଁଛି। ଏଥିପାଇଁ ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?