Home

ବିଓବି ପକ୍ଷରୁ ଭିଡିଓ ରି-କେୱାଇସିର ଶୁଭାରମ୍ଭ

ଭୁବନେଶ୍ୱର,୨୬।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ…

ମୁଦ୍ରାସ୍ଫୀତି ହ୍ରାସ ଅର୍ଥନୀତି ଅଭିବୃଦ୍ଧି ଆଣିବ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଗତ ୧୫ ମାସରେ ମୁଦ୍ରାସ୍ଫୀତ ହାର ସବୋର୍ଚ୍ଚ ସ୍ତରରେ ରହିଛି। ସେହିଭଳି ମୁଦ୍ରାସ୍ଫୀତ ଓ ଖାଦ୍ୟଶସ୍ୟ ଦରଦାମ ଦେଶର ଅର୍ଥନୀତିରେ ଅଭିବୃଦ୍ଧି…

ଜେଡ୍‌ ବ୍ଲାକ୍‌ର ନୂତନ ଟିଭିସି କ୍ୟାମ୍ପେନିଂ

ଭୁବନେଶ୍ୱର,୨୬।୮: ଦେଶର ପ୍ରମୁଖ ଧୂପକାଠି ବ୍ରାଣ୍ଡ୍‌ ‘ଜେଡ୍‌ ବ୍ଲାକ୍‌’ ପକ୍ଷରୁ ଏକ ନୂତନ ତଥା ଅଭିନବ ଟିଭିସି କ୍ୟାମ୍ପେନିଂ ‘ମନ କି ଶାନ୍ତି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜେଡ୍‌ ବ୍ଲାକ୍‌ର…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୨୬।୮: କ୍ରମାଗତ ୨ୟ ଦିନ ଲାଗି ଭାରତୀୟ ଶେୟାର ବଜାରର କାରବାରରେ ହ୍ରାସ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର…

ମୁକୁଳିଲେ ଅମରମଣି, ମଧୁମଣି

ଗୋରଖପୁର/ଲକ୍ଷ୍ନୌ,୨୬ା୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମଧୁମଣି ତ୍ରିପାଠୀ ଜେଲ ଅବଧି ପୂରିବା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ମୁକୁଳିଛନ୍ତି।…

ଲଦାଖବାସୀଙ୍କ ସ୍ବରକୁ ଚପାଇଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ,୨୬।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି, ଲଦାଖବାସୀଙ୍କ ରାଜନୈତିକ ସ୍ବରକୁ ଚପାଇ ଦିଆଯାଉଛି। ତେଣୁ ଲଦାଖବାସୀଙ୍କ ସମସ୍ତ ଦାବିକୁ ସେ ପାର୍ଲାମେଣ୍ଟର ଆଗାମୀ ଅଧିବେଶନରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରକାର ଲଦାଖବାସୀଙ୍କୁ ଦେଇଥିବା ରୋଜଗାର ପ୍ରତିଶ୍ରୁତି…

୩୦ ବର୍ଷରେ କମିଲେଣି ୬୦% ପକ୍ଷୀ ପ୍ରଜାତି

ନୂଆଦିଲ୍ଲୀ,୨୬।୮: ଗତ ୩୦ ବର୍ଷ ମଧ୍ୟରେ ୩୩୮ ପ୍ରକାର ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ପରିବର୍ତ୍ତନ ଏବଂ ୬୦% ପକ୍ଷୀ ପ୍ରଜାତି ହ୍ରାସ ଘଟିଛି। ଏହା ୩୦ ହଜାର ପକ୍ଷୀ ପ୍ରଜାତିର ତଥ୍ୟ ଆଧାରରେ ଜଣାପଡ଼ିଛି। ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ବାର୍ଡସ୍‌ର ରିପୋର୍ଟ ଅନୁସାରେ…

ମେହବୁବା ମୁଫ୍‌ତିଙ୍କ ଝିଅଙ୍କୁ ନିୟମିତ ପାସ୍‌ପୋର୍ଟ

ଶ୍ରୀଗନର,୨୬।୮: ଜମ୍ମୁ-କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଝିଅ ଇଲ୍‌ତିଜା ମୁଫ୍‌ତିଙ୍କୁ ନିୟମିତ ପାସ୍‌ପୋର୍ଟ ମିଳିଛି। ତେବେ ଏହାର ସମୟସୀମା ୧୦ବର୍ଷ ରହିଛି। ଇଲ୍‌ତିଜା ତାଙ୍କ ପାସ୍‌ପୋର୍ଟ ସମୟସୀମା ବୃଦ୍ଧି ଏବଂ ତାଙ୍କ…

ଚନ୍ଦ୍ରୟାନ-୩ ତଥ୍ୟରୁ ଲାଭାନ୍ବିତ ହେବ ବିଶ୍ୱ: ରାଷ୍ଟ୍ରପତି

ଚନ୍ଦ୍ରୟାନ-୩ ଜରିଆରେ ଚନ୍ଦ୍ରରୁ ମିଳିଥିବା ନୂଆ ତଥ୍ୟରୁ ସାରା ବିଶ୍ୱ ଲାଭାନ୍ବିତ ହେବ ବୋଲି ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶାବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁର୍ମୁ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କ ଅଭୂତପୂର୍ବ ସଫଳତା ଯୋଗୁ…

ଚନ୍ଦ୍ରରେ ୮ ମିଟର ଚାଲିଲା ରୋଭର

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମରୁ ବାହାରିବା ପରଠୁ ରୋଭର ପ୍ରଜ୍ଞାନ ୮ ମିଟର ଚାଲିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ପ୍ରଜ୍ଞାନର ଗତିବିଧି ଉପରେ ନଜର ରଖାଯାଇଛି। ରୋଭର କରିବାକୁ ଥିବା ସବୁ ପ୍ରୟୋଗକୁ ନିରୀକ୍ଷଣ କରାଯାଉଛି। ପ୍ରପଲସନ୍‌ ମୋଡୁଲ୍‌ରେ…

ଆଜି ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସର ଏଥେନ୍ସରୁ ବାହାରି ଶନିବାର ଭାରତରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରେ ତାଙ୍କର ଦୁଇ ଦେଶ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ସିଧା କର୍ନାଟକର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏହି ସମୟରେ…

ଏସିଆ କପ ପାଇଁ ଭାରତର ଐତିହାସିକ ପଦକ୍ଷେପ, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ରାଜୀବ ଶୁକ୍ଲା ଯିବେ ପାକିସ୍ତାନ

ନୂଆଦିଲ୍ଲୀ,୨୬।୮: ପାକିସ୍ତାନ ଏବଂ ଶ୍ରୀଲଙ୍କା ମାଟିରେ ଅନୁଷ୍ଠିତ ହେବ ଏସିଆ କପ। ଏହି ସମୟରେ ଖବର ରହିଛି ଯେ, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତ କରିବେ। ସେପ୍ଟେମ୍ବର ୪ରେ ଲାହୋରରେ ଅନୁଷ୍ଠିତ ହେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri