Home

ବିବାହ ଯୋଜନା ଭଣ୍ଡୁର ହେଲା

ନୂଆଦିଲ୍ଲୀ,୧୯ା୧୦ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଫଳରେ ଓଡ଼ିଶାର ଖ୍ୟାତନାମା ଧାବିକା ଦୂତୀ ଚାନ୍ଦଙ୍କ ବିବାହ ଯୋଜନା ଭଣ୍ଡୁର ହୋଇଥିବା ସେ କହିଛନ୍ତି। ପାର୍ଟନର ମୋନାଲିସାଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ।…

ଡାକ୍ତରଖାନା କାନ୍ଥରେ ରକ୍ତର ଛିଟା, ବହୁ ଲୋକଙ୍କ ହାତଗୋଡ ନାହିଁ, ପଡି ରହିଛି ମୁଣ୍ଡ ନ ଥିବା ମୃତଦେହ…

ଜେରୁଜେଲମ, ୧୯।୧୦: ଗାଜାର ଅଲ-ଅହଲି ଡାକ୍ତରଖାନା ଉପରେ ଆକ୍ରମଣ ପରେ ଏହା ପରିସରରେ ମୃତଦେହ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଛି। ଆହତ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। କାହାର ହାତ ନାହିଁ, କାହାର ଗୋଠ ନାହିଁ। ଦେହ ସାରା ଖଣ୍ଡିଆ ଖାବରା।…

ଆଜିଠାରୁ ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁଯାୟୀ, ନବରାତ୍ରୀର ପଞ୍ଚମ ଦିନ ଅକ୍ଟୋବର ୧୯ ଅର୍ଥାତ୍‌ ଆଜିଠାରୁ ବୁଧ ତୁଳା ରାଶିରେ ପ୍ରବେଶ କରିବ। ଏହି ରାଶିରେ ବୁଧ ଦେବ ୧୮…

ବୁର୍ଜ ଖଲିଫା ସାମ୍ନାରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଏହି ଅଭିନେତା

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଟିଭି ଅଭିନେତା ଅଲି ମର୍ଚାଣ୍ଟ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଅଭିନେତା ତାଙ୍କ ନୂଆ ପ୍ରେମ ବିଷୟରେ ପ୍ରକାଶ କରିଛନ୍ତି। ଅଲି ଏବେ ତାଙ୍କ…

ବିଶ୍ୱକପ୍‌ରେ ବିଜୟ ଚୌକା ମାରିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୮।୧୦: ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ବିଶ୍ୱକପ ୨୦୨୩ର ୧୬ତମ ମ୍ୟାଚରେ ଆଫଗାନିସ୍ତାନକୁ ୧୪୯ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପ୍ରଥମେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଦୃଢ ପ୍ରଦର୍ଶନ କରିଥିଲେ ଏବଂ ପରେ ଚମତ୍କାର ବୋଲିଂ କରି…

ବିଦାୟ ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ,୧୮ା୧୦(ସନାତନ ରାଉତ): ଭଦ୍ରକ ପୁରୁଣାବଜାରଠାରେ ଏକମାସ ଧରି ପୂଜା ପାଉଥିବା ଚାନ୍ଦିମେଢ଼ରେ ତିଆରି ହୋଇଥିବା ବାବା ଟୋକାଗଣେଶଙ୍କୁ ବୁଧବାର ଧୂମ୍‌ଧାମରେ ବିଦାୟ ଦିଆଯାଇଛି। ଦୁଲ୍‌ଦୁଲି ବାଜା, ସିଂହବାଜା, ଆଦିବାସୀ ନୃତ୍ୟ, ବ୍ୟାଣ୍ଡପାର୍ଟି, ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପାରମ୍ପରିକ…

୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୧୦: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ପୁଅ ଅରୁନ୍‌ ଭୋରାଙ୍କୁ ଦୁର୍ଗ ସିଟି ଆସନରୁ ପ୍ରାର୍ଥୀ କରାଯାଇଛି। ଦ୍ୱିତୀୟ ପ୍ରାର୍ଥୀ ତାଲିକା ସହ…

ରଘୁବର ଦାସ ଓଡ଼ିଶା ରାଜ୍ୟପାଳ: ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ

ଭୁବନେଶ୍ୱର,୧୮।୧୦: ଝାଡଖଣ୍ଡର ପୂବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ। ରାଷ୍ଟ୍ରପତି ଭବନ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ରଘୁବର ୨୮ ଡିସେମ୍ବର ୨୦୧୪ରେ ଝାଡଖଣ୍ଡର ଷଷ୍ଠ…

ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ,୧୮।୧୦: ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି। ଆଶା କରାଯାଉଛି ଯେ ଯଦି ଫେଡ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ବାଇଡେନ୍‌

ତେଲ ଅଭିବ,୧୮।୧୦: ଗାଜାର ଏକ ପ୍ରମୁଖ ଡାକ୍ତରଖାନାରେ ବିସ୍ଫୋରଣ ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ରତର ହୋଇଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିବରେ ପହଞ୍ଚିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବାଇଡେନଙ୍କୁ…

କଂଗ୍ରେସର ଡିଏନ୍‌ଏରେ ଅଛି ଦୁର୍ନୀତି: ଭାଜପା

ନୂଆଦିଲ୍ଲୀ,୧୮।୧୦: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ଗ୍ରୁପ ଏବଂ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ‘ଆଦାନୀ ଏବଂ କୋଇଲା ମୂଲ୍ୟରେ ରହସ୍ୟମୟ ବୃଦ୍ଧି’ ଉପରେ ଏକ ଗଣମାଧ୍ୟମ ରିପୋର୍ଟକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ…

ମୋର ଉଦ୍ଦେଶ୍ୟ ଆମେରିକା କାହା ସହ ଛିଡ଼ା ହୋଇଛି ସେନେଇ ବିଶ୍ୱକୁ ବାର୍ତ୍ତା ଦେବା: ବାଇଡେନ୍‌

ଜେରୁଜେଲମ,୧୮।୧୦: ଯୁଦ୍ଧର ସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଗସ୍ତ କରିଛନ୍ତି। ଏହାଦ୍ୱାରା ଆମେରିକା କେଉଁଠି ଛିଡ଼ା ହୋଇଛି ସେ ନେଇ ବିଶ୍ୱକୁ ଜଣାଇବାକୁ ଚାହୁଁଥିବା ଏକ ଖବରଦାତା ସମ୍ମିଳନୀରେ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି। ବାଇଡେନ କହିଛନ୍ତି, ମୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?