ଦିଲ୍ଲୀରେ ହିନ୍ଦୁ ସନ୍ଥଙ୍କ ବିକ୍ଷୋଭ
ନୂଆଦିଲ୍ଲୀ,୨୬ା୯: ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥ ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାମିଲନାଡୁ ଭବନଠାରେ ସୋମବାର ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଅନୁରୂପ ମନ୍ତବ୍ୟ ଦେଉଥିବା…
୩ ବର୍ଷ ପରେ ବିଦେଶୀଙ୍କ ପାଇଁ ସୀମା ଖୋଲିଲା ଉତ୍ତର କୋରିଆ
ବେଜିଂ, ୨୬।୯ : କୋଭିଡ୍-୧୯ ମହାମାରୀ ଯୋଗୁ ଦୀର୍ଘ ୩ ବର୍ଷ ଧରି ନିଜ ସୀମାକୁ ବିଦେଶୀମାନଙ୍କ ପାଇଁ ବନ୍ଦ ରଖିଥିବା ଉତ୍ତର କୋରିଆ ସୋମବାର ତାହାକୁ ଖୋଲିଛି। ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୋଭିଡ୍ ବିଶ୍ୱବ୍ୟାପୀ…
କେରଳରେ ସେନା ଯବାନଙ୍କୁ ଆକ୍ରମଣ
କୋଲାମ୍,୨୬ା୯:କେରଳରେ କେତେଜଣ ଦୁର୍ବୃତ୍ତ ଭାରତୀୟ ସୈନ୍ୟ ବାହିନୀର ଜଣେ ଯବାନଙ୍କୁ ରବିବାର ରାତିରେ ଆକ୍ରମଣ କରିବା ସହ ତାଙ୍କ ପିଠିରେ ‘ପିଏଫ୍ଆଇ’ ଲେଖିଛନ୍ତି। କୋଲାମ ଜିଲା କଡକ୍କଲ ସହର ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।…
ଭାରତ ଉପରେ ଟ୍ରୁଡୋଙ୍କ ଅଭିଯୋଗ ମାମଲା: କାନାଡାକୁ ଦୋଷ ଦେଲା ଶ୍ରୀଲଙ୍କା
କଲମ୍ବୋ,୨୬।୯: ଖଲିସ୍ତର ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ସମ୍ପୃକ୍ତି ନେଇ କରିଥିବା ଅଭିଯୋଗକୁ ଶ୍ରୀଲଙ୍କା ଖଣ୍ଡନ କରିଛି। ଶ୍ରୀଲଙ୍କା କାନାଡାକୁ ସିଧାସଳଖ ସମାଲୋଚନା କରିଛି ଏବଂ ଏହାକୁ ଆତଙ୍କବାଦୀଙ୍କ ପାଇଁ ଏକ…
ଏସ୍ଡିଜେ ଆଡ଼କୁ ଭାରତର ଯାତ୍ରା ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ: କାମ୍ବୋଜ
ନ୍ୟୁୟର୍କ, ୨୬।୯:ଭାରତ ଅଧ୍ୟକ୍ଷତାରେ ଜି୨୦ ସମ୍ମିଳନୀ ଆୟୋଜନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜେ) ହାସଲ ଦିଗରେ ବେଶ୍ ସହାୟକ ହୋଇ ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି। ଜାତିସଂଘ ସାଧାରଣ…
ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ୪୮ ସ୍ଥାନରେ ଚଢ଼ାଉ
ଫିରୋଜପୁର,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂ ଲଣ୍ଡା ଓ ତାଙ୍କ ସହଯୋଗୀମାନଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ପଞ୍ଜାବ ପୋଲିସ ସୋମବାର ଚଢ଼ାଉ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୪୮ଟି ସ୍ଥାନରେ ଏକସଙ୍ଗେ ତଲାସି କରାଯାଇଥିଲା। ଫିରୋଜପୁରର…
ନାଜି ନେତାଙ୍କୁ ସମ୍ମାନିତ କରି ଅଡୁଆରେ ଟ୍ରୁଡୋ
ଓ୍ବାଶିଂଟନ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ସହ ଭାରୀୟ ଏଜେଣ୍ଟର ସମ୍ପୃକ୍ତି ଥିବା ଅଭିଯୋଗ ଆଣି କୂଟନୈତିକ ତିକ୍ତତା ସୃଷ୍ଟି କରିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଶୁକ୍ରବାର ୟୁକ୍ରେନ୍ର ନାଜି ନେତାଙ୍କୁ ସମ୍ମାନିତ କରି ଅଡୁଆରେ ପଡ଼ିଛନ୍ତି। ଏହି ନେତା ଜଣକ…
କାନାଡାରେ ରହିବାକୁ ଭୟ କରୁଛନ୍ତି ହିନ୍ଦୁ
ଖଲିସ୍ତାନୀ ଆତଙ୍କବାଦୀ ହରମିତ୍ ସିଂ ନିଜ୍ଜର ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଅଭିଯୋଗ ଆଣିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଟ୍ରୁଡୋଙ୍କ ଦଳର ଏମ୍ପି ଚନ୍ଦ୍ର ଆର୍ଯ୍ୟ…
ଭାରତର ବିଭାଜନ ଚାହୁଁଥିଲେ ଖଲିସ୍ତାନୀ ଆତଙ୍କବାଦୀ
ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍ଓ୍ବନ୍ତ ସିଂ ପନ୍ନୁନ୍ଙ୍କର ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ସେ ଭାରତକୁ ଅନେକ ଦେଶରେ ବିଭାଜନ କରିବାକୁ ଚାହୁଁଥିଲେ । ବେଆଇନ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍ସ ଫର୍ ଜଷ୍ଟିସ୍’ର ମୁଖ୍ୟ ପନ୍ନୁନ୍ଙ୍କ…
କାବେରୀ ଜଳ ବିବାଦକୁ ନେଇ ବେଙ୍ଗାଲୁରୁ ବନ୍ଦ
ବେଙ୍ଗାଲୁରୁ,୨୬।୯: କାବେରୀ ଜଳ ବିବାଦକୁ ନେଇ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ତେବେ ବେଙ୍ଗାଲୁରୁରେ ବିରୋଧ କରୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ମଙ୍ଗଳବାର (୨୬ ସେପ୍ଟେମ୍ବର) ଏବଂ ଶୁକ୍ରବାର (୨୯ ସେପ୍ଟେମ୍ବର) ରେ ଏକ ବନ୍ଦ ଡାକରା…
ମଧ୍ୟପ୍ରଦେଶରେ ୟୁପି ଫର୍ମୁଲା ପକାଇଲେ ଶାହା
ନୂଆଦିଲ୍ଲୀ,୨୬।୯: ମଧ୍ୟପ୍ରଦେଶରେ ୩୯ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଭାଜପା ପ୍ରକାଶ କରିଛି। ଦ୍ୱିତୀୟ ତାଲିକାରେ ତିନିଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୭ ଜଣ ଏମ୍ପିଙ୍କୁ ଭାଜପା ସ୍ଥାନିତ କରିଛି। ମଧ୍ୟପ୍ରଦେଶରେ ଭାଜପା ଯେଉଁ ୭ ଜଣ ଏମ୍ପିଙ୍କୁ ଟିକେଟ ଦେଇଛନ୍ତି,…
ଏବେ ନୂଆ ଲୁକରେ ନଜର ଆସିବେ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ
ନୂଆଦିଲ୍ଲୀ,୨୬।୯:ଏବେ ଏୟାର ଇଣ୍ଡିଆର କ୍ରିୟୁ ମେମ୍ବର ନୂଆ ଲୁକରେ ନଜର ଆସିବେ। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନ୍ୟୁ ୟୁନିଫର୍ମ ମିଳିବ। ଅଗଷ୍ଟରେ ଏୟାର ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଥିଲା । ବର୍ତ୍ତମାନ ବିମାନ କର୍ମଚାରୀମାନେ…
Archives


