ବ୍ରିକ୍ସରେ ସାଉଦି ଆରବ ସମେତ ୬ ଦେଶକୁ ମିଳିଲା ଏଣ୍ଟ୍ରି, ମୋଦି-ଜିନପିଙ୍ଗ୍ଙ୍କ ଉପସ୍ଥିତିରେ ହେଲା ଘୋଷଣା
ଜୋହାନ୍ସବର୍ଗ,୨୪।୮: ବ୍ରିକ୍ସରେ ୬ଟି ନୂତନ ଦେଶ ଯୋଗଦେବେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ନୂତନ ସଦସ୍ୟଙ୍କ ଯୋଗଦାନ ବିଷୟରେ ଘୋଷଣା କରିଛନ୍ତି। ଯେଉଁ ସଦସ୍ୟମାନେ ଯୋଗଦେବେ ସେମାନଙ୍କ ମଧ୍ୟରେ ମିଶର, ସାଉଦି ଆରବ, ୟୁଏଇ, ଇଥିଓପିଆ, ଆର୍ଜେଣ୍ଟିନା ଏବଂ ଇରାନ।…
ଓଟିଟିରେ ରିଲିଜ ହେବ ‘ସତ୍ୟପ୍ରେମ କି କଥା’
ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନିଙ୍କ ଅଭିନୀତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଜୁନ ୨୯ରେ ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୮୩.୮୫ କୋଟି ଟଙ୍କା ବ୍ୟବସାୟ କରିଛି।…
ଚନ୍ଦ୍ରୟାନ-୩ର ସଫଳତାରେ ଖୁସି ନୁହନ୍ତି ଚାଇନା ଆଉ ପାକିସ୍ତାନ
ନୂଆଦିଲ୍ଲୀ,୨୪ା୮: ବୁଧବାର ସନ୍ଧ୍ୟାରେ ଯେତେବେଳେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କଲା, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବର ସହିତ ପ୍ରଶସ୍ତ ହୋଇଗଲା। ଏ କ୍ଷେତ୍ରରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି। ବ୍ରିକ୍ସ ସଦସ୍ୟ ଦେଶମାନେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ…
ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ
ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁସ୍ତି ସଂଘର ସଦସ୍ୟତା ରଦ୍ଦ ହେତୁ ଆଗାମୀ…
ଏସିଆ କପ ପୂର୍ବରୁ ୟୋ-ୟୋ ଟେଷ୍ଟ ପାସ କଲେ ବିରାଟ, କଲେ ୧୭.୨ ସ୍କୋର …
କୋଲକାତା,୨୪।୮ : ବିରାଟ କୋହଲି ଅନେକ ଥର ପ୍ରମାଣ କରିଛନ୍ତି ତାଙ୍କୁ ବିଶ୍ୱର ସବୁଠାରୁ ଭଲ କ୍ରିକେଟ ଖେଳାଳିଙ୍କ ମଧ୍ୟରେ କାହିଁକି ଗଣାଯାଏ? ଭାରତୀୟ ଦଳର ଅଧିନାୟକ ଥିବାବେଳେ କୋହଲି ଫିଟନେସ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ଏବଂ ଦଳରେ ମନୋନୀତ…
ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବଦଳରେ ଶାନ୍ତି ଆଲୋଚନା କଲେ କ୍ଷତି କ’ଣ: ଆୟାର…
ନୂଆଦିଲ୍ଲୀ,୨୪।୮ : ଯଦି ଆମେ ପାକିସ୍ତାନ ଉପରେ ଆକ୍ରମଣ କରିପାରିବା ତେବେ ଶାନ୍ତି ପାଇଁ କଥାବାର୍ତ୍ତା କାହିଁକି ହୋଇପାରିବ ନାହିଁ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ପ୍ରଶ୍ନ କରିଛନ୍ତି। ମଣି ଶଙ୍କର ଆୟାରଙ୍କ…
ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ…
ମୁମ୍ବାଇ,୨୪।୮ : ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଛି। ଭେଟେରାନ ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତ୍ରୀ ଆନନ୍ଦ, କୋଶିସ ଏବଂ କୋରା କାଗାଜ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସୀମା ଦେଓ ୮୩ ବର୍ଷ…
ତେଲ କଡ଼େଇରେ ସିଡି ପକାଇ ଛାଣିଲେ ମହିଳା, ତା’ ପରେ ଯାହା କଲେ ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ବୁଧବାର ଭାରତ ଚନ୍ଦ୍ରୟାନ ମାଧ୍ୟମରେ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତରେ ଅପାର ପ୍ରତିଭା ରହିଛି। ଏପରି ପ୍ରତିଭା ଦେଖିବା ପରେ ହିଁ ବିଶ୍ୱାସ କରାଯାଏ। ସେହିପରି ସୋସିଆଲ ମିଡିଆରେ ଜଣେ ମହିଳା ନିଜର…
ଅଭିନେତା ରାକେଶ ରୋଶନଙ୍କୁ ଦେଶର ପ୍ରଥମ ମହାକାଶଚାରୀ କହିଦେଲେ ମମତା ବାନାର୍ଜୀ
କୋଲକତା,୨୪।୮: ଭାରତର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍ ପୋଲ୍ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ଖୁସିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…
ଚନ୍ଦ୍ରାୟାନର ଲ୍ୟାଣ୍ଡିଂ ପରେ ଇସ୍ରୋରେ ଖୁସିର ମାହୋଲ, ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୪।୮: ଚନ୍ଦ୍ରରେ ପାଦ ଥାପିଛି ଚନ୍ଦ୍ରାୟାନ ୩। ଗୁରୁବାର ଲ୍ୟାଣ୍ଡର ବିକ୍ରମରୁ ବାହାରି ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଓହ୍ଲାଇଛି। ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍ କରାଯାଇଛି। ଭାରତର ୧୪୦କୋଟି ନାଗରିକ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ବିଦେଶରୁ ମଧ୍ୟ ପ୍ରଶଂସାର…
ରାମ ମନ୍ଦିର ତାଲା ଖୋଲିବା ରାଜୀବ ଗାନ୍ଧୀଙ୍କ ବଡ଼ ଭୁଲ ଥିଲା: ମଣି ଶଙ୍କର ଆୟାର…
ନୂଆଦିଲ୍ଲୀ,୨୪।୮ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଆତ୍ମଜୀବନୀ ’ମେମୋରିସ ଅଫ ଏ ମାଭେରିକ – ଦ ଫାଷ୍ଟ ଫିଫ୍ଟି ଇୟରର୍ସ (୧୯୪୧-୧୯୯୧)ରେ ଏପରି ଅନେକ କଥା ଲେଖିଛନ୍ତି, ଯାହା ବିବାଦୀୟ ହୋଇପାରେ…
ମାନବତା ପାଇଁ ଚନ୍ଦ୍ରାୟନ-୩ ଏକ ବଡ଼ ସଫଳତା: ଜାତିସଂଘ
କାଲଫର୍ନିଆ,୨୪।୮: ମିଳିତ ଜାତିସଂଘର ଶୀର୍ଷ ନେତୃତ୍ୱ ଚନ୍ଦ୍ରାୟନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ ଜଣାଇ ଏହାକୁ ମାନବତା ପାଇଁ ଏକ ପ୍ରମୁଖ ସଫଳତା ବୋଲି କହିଛନ୍ତି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ପ୍ରଥମ ମହାକାଶ ମିଶନ…
Archives


