Home

ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ନେଇ ଢେଙ୍କାନାଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସୁକତା

ଢେଙ୍କାନାଳ,୨୩ା୮(ରତନ ନାୟାର): ଚନ୍ଦ୍ରୟାନ-୩ ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ବୈଜ୍ଞାନିକମାନେ ଉତ୍ସାହିତ ହୋଇରହିଛନ୍ତି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ। ସେହିପରି ଢେଙ୍କାନାଳ ଜିଲା ବିଜ୍ଞାନ କେନ୍ଦ୍ର ପରିସରରେ ବୁଧବାର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂକୁ ନେଇ ବିଦ୍ୟାଳୟ…

ଏନଇପି-୨୦୨୦ ରଦ୍ଦ କରିବେ କର୍ନାଟକ ସରକାର, ଅଲଗା ଶିକ୍ଷାନୀତି ପାଇଁ ପ୍ରସ୍ତୁତି…

ବେଙ୍ଗାଲୁରୁ,୨୩।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧୀ ତଥା ଅଧିକାରୀଙ୍କ ସହ ଆଲୋଚନା ପରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି, ୨୦୨୦ (ଏନଇପି-୨୦୨୦ ) କୁ ରଦ୍ଦ କରି ରାଜ୍ୟ ସରକାର…

ନିଜ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ଭାଜପା ବିଧାୟକ

ଲକ୍ଷ୍ନୌ,୨୩।୮: ଆଜିକାଲି ଉତ୍ତରାଖଣ୍ଡରେ ୟମକେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ବିଧାୟକ ରେଣୁ ବିଷ୍ଟର ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜ ପାର୍ଟି ଉପରେ ପ୍ରଶ୍ନ ଉଠାଉଥିବା ନଜର ଆସିଛନ୍ତି। ଏହାକୁ ନେଇ ଉତ୍ତରାଖଣ୍ଡ ରାଜନୀତି…

ମୋ ଜନ୍ମ ଦିନରେ ମୋଦି-ଶାହା ଦେଇଛନ୍ତି ଇଡ଼ି ଚଢ଼ାଉର ଉପହାର: ବାଘେଲ…

ରାୟପୁର,୨୩।୮ : ଛତିଶଗଡରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ଜାରି ରହିଛି। ବୁଧବାର ଇଡି ରାଜନୈତିକ ପରାମର୍ଶଦାତା ବିନୋଦ ବର୍ମା ଏବଂ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଓଏସଡି ଘରେ ଚଢ଼ାଉ କରିଛି। ବିନୋଦ ବର୍ମାଙ୍କ ଦେବେନ୍ଦ୍ର ନଗର ନିବାସ ସହିତ…

୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ

ଖୋର୍ଦ୍ଧା,୨୩ା୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଜିଲା ଗସ୍ତ କରୁଛନ୍ତି। ଏହି କ୍ରମରେ ବୁଧବାର ଖୋର୍ଦ୍ଧା ଜିଲାରେ ଥିଲା ୫-ଟି ସଚିବଙ୍କ ଦ୍ବିତୀୟ ଦିନ। ବିଭିନ୍ନ ଉନ୍ନୟନମୂଳକ ଯୋଜନା, ବିକାଶ କାମର ସମୀକ୍ଷା କରିଥିଲେ। ଲୋକଙ୍କ…

ଲୋକସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ,୨୩।୮: ଲୋକସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି)ର ବୈଠକରେ ମାୟାବତୀ ସଂଗଠନକୁ ମଜଭୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସାଧାରଣ ନିର୍ବାଚନ ସମ୍ବନ୍ଧରେ ଅଧିକ ରଣନୀତି ଉପରେ ଆଲୋଚନା କରିଛନ୍ତି। ସାଧାରଣ ନିର୍ବାଚନରେ ମିଳିତ ମେଣ୍ଟ ସମ୍ପର୍କରେ…

ଚନ୍ଦ୍ରୟାନ୍‌-୩ର ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ କମାଣ୍ଡ ସେଣ୍ଟର ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୩।୮: ଅଗଷ୍ଟ ୨୩ ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ମଡ୍ୟୁଲ (ଏଲ୍‌ଏମ୍‌) ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଯଦି ଏହା ଘଟେ ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବ। କେବଳ…

ମୁଁ ବିବାହ କରିସାରିଛି: ଟାଇଗର…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ତଥା କଥିତ ପ୍ରେମିକା ଦିଶା ପଟାନିଙ୍କ ସହ ବ୍ରେକ୍‌ଅପ୍‌ ପରେ ନୂଆ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଭିନେତା ଟାଇଗର ଶ୍ରଫ୍‌। ଏବେ ଦିଶା ଧାନୁକାଙ୍କୁ ସେ ଡେଟ୍‌ କରୁଥିବା କୁହାଯାଉଛି। ହେଲେ ଏନେଇ ପଚରାଯିବାରେ ଆଡୁସାଡୁ କହି…

ସରକାରଙ୍କୁ ଶୁଭେଚ୍ଛା ଜଣାଇଲେ କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ

ନୂଆଦିଲ୍ଲୀ,୨୩।୮: ଚନ୍ଦ୍ରାୟନ-୩ ମିଶନକୁ ନେଇ ଦେଶରେ ଉତ୍କଣ୍ଠା ଖେଳିଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ଯେ, ଏହା ଏକ ବଡ଼ ସଫଳତା। ମୁଁ ଆଗଆ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଦେବାକୁ ଚାହୁଁଛି। ମୁଁ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।…

ଆଜମ ଖାନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩।୮: ସମାଜବାଦୀ ପାର୍ଟି ନେତା ଆଜମ ଖାନ ୨୦୦୭ରେ ରାମପୁରର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ବିବୃତ୍ତି ମାମଲାର ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା। ଶୁଣାଣି ସମୟରେ ଆଜମ ଖାନଙ୍କୁ ଆଶ୍ୱସ୍ତି ପ୍ରଦାନ କରି କୋର୍ଟ ଟ୍ରାଏଲ କୋର୍ଟର ଆଦେଶକୁ…

ଆକବରଙ୍କ କାରାଗାରରେ ହନୁମାନ ଚାଳିଶା ଲେଖିଥିଲେ ତୁଳସୀଦାସ, ପଢ଼ନ୍ତୁ ରୋଚକ କାହାଣୀ

‘ଶ୍ରୀ ରାମଚରିତମାନସ’ ଭଳି ଅନେକ ମହାନ ଗ୍ରନ୍ଥ ଲେଖିଥିବା ତୁଳସୀଦାସଙ୍କୁ କିଏ ବା ନଜାଣେ। ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଚିତ୍ରକୁଟର ରାଜାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଏହି ଅନୁସାରେ ବୁଧବାର ସାରା ଦେଶରେ ତାଙ୍କର ଜୟନ୍ତୀ…

ଇପିଏଫଓ: ୬.୫ କୋଟି କର୍ମଚାରୀଙ୍କୁ ମିଳିବ ରକ୍ଷାବନ୍ଧନ ଉପହାର,୮.୧୫ ପ୍ରତିଶତ ସୁଧ ଆକାଉଣ୍ଟରେ ହେବ ଜମା…

ନୂଆଦିଲ୍ଲୀ,୨୩।୮ : ଏଥର ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀ ଇପିଏଫଓ ପକ୍ଷରୁ ଉପହାର ପାଇବାକୁ ଯାଉଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ। ୬.୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri