ଦେବାଶିଷଙ୍କୁ ଏକଲବ୍ୟ ପୁରସ୍କାର
ଭୁବନେଶ୍ୱର, ୨୮ା୮ (ବିଜୟ ରଣା): ରାଜ୍ୟର ବିଶିଷ୍ଟ ଟେନିସ ଖେଳାଳି ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ରବିବାର ଘୋଷଣା କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ସହ…
ମୋହନ ବାଗାନ ସେମିରେ
କୋଲକାତା, ୨୮ା୮: ସ୍ଥାନୀୟ ସଲ୍ଟଲେକ୍ ଷ୍ଟାଡିୟମରେ ଡୁରାଣ୍ଡ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ୪ର୍ଥ ତଥା ଅନ୍ତିମ କ୍ୱାର୍ଟରଫାଇନାଲରେ ମୋହନବାଗାନ ସୁପର ଜାଏଣ୍ଟ୍ସ ୩-୧ ଗୋଲ୍ରେ ମୁମ୍ବାଇ ସିଟି ଏଫ୍ସିକୁ ପରାସ୍ତ କରିଛି। ଖେଳର ୯ମ ମିନିଟ୍ରେ ଜାସନ କୁମିଙ୍ଗ୍ସ ପେନାଲଟିକୁ ଗୋଲରେ…
ଶୁଭମ ପ୍ରତୀକ ମିଶ୍ର ଚାମ୍ପିୟନ
ଭୁବନେଶ୍ୱର,୨୮ା୮(ସରୋଜ ଜେନା): କଳିଙ୍ଗ ନଗର ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ଆୟୋଜିତ ୧୯ତମ ରାଜ୍ୟ ସ୍କୁଲ ଓପନ ଚେସ୍ ଚାମ୍ପିୟନଶିପ୍ରେ ଶୁଭମ ପ୍ରତୀକ ମିଶ୍ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୬ ରାଉଣ୍ଡର ମ୍ୟାଚ୍ ପରେ ଲୟୋଲା ସ୍କୁଲର ଶୁଭମ…
ଏସିଆ କପ୍ ପାଇଁ ଆଫଗାନିସ୍ତାନ ଦଳ
କାବୁଲ, ୨୮ା୮ (ପି.ଟି.): ଆଗାମୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଏସିଆ କପ୍ ପାଇଁ ରବିବାର ୧୭ ଜଣିଆ ଆଫଗାନିସ୍ତାନ ଦଳ ଘୋଷଣା କରାଯାଇଛି। ଅଲରାଉଣ୍ଡର କରିମ ଜନତ ୬ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚୟନକର୍ତ୍ତାମାନେ ପୁରୁଖା ବାମହାତୀ ବ୍ୟାଟର…
ଅଂଶଗ୍ରହଣ କରିବେ ୨୧ ଦଳ
ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ୟୁନିଟ-୬ ଆଥ୍ଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃ-ସ୍କୁଲ ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବ। ୟୁନିଟ-୬ସ୍ଥିତ ସରକାରୀ ହାଇସ୍କୁଲ ପଡ଼ିଆରେ ଏହା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏଥିରେ…
୭ ବର୍ଷରୁ କମ୍ ଚେସ୍: ଅଦିତି, ସାତ୍ତ୍ୱିକ ଚାମ୍ପିୟନ
ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ୭ ବର୍ଷରୁ କମ୍ ଚେସ୍ (ବାଳିକା-ବାଳକ) ଚାମ୍ପିୟନଶିପ୍ ରବିବାର ଏଠାରେ ଶେଷ ହୋଇଛି। ଏହାର ବାଳିକା ବିଭାଗରେ ଅଦିତି ମହାରଣା ଚାମ୍ପିୟନ ଓ ଅନନ୍ୟା ଅନ୍ବେଷା ମିଶ୍ର…
ଜୀବନବାଦୀ କାବ୍ୟଧାରାର କାଣ୍ଡାରି
ପଦାର୍ଥ ବିଜ୍ଞାନରେ ଶିକ୍ଷା ଗ୍ରହଣ କରି ଅଧ୍ୟାପନା ଜୀବନକୁ ବାଛିଥିବା ଜୟନ୍ତ ମହାପାତ୍ର କିନ୍ତୁ ଜୀବନବ୍ୟାପୀ ବୁଡ଼ି ରହିଥିଲେ କାବି୍ୟକ ଦୁନିଆରେ। ଇଂଲିଶ୍ ଏବଂ ଓଡ଼ିଆ ଭାଷାରେ ଲିଖିତ ତାଙ୍କ ପ୍ରତିଟି କବିତା ମାନବୀୟ ସ୍ବର ବହନ କରି ଚାଲିଥିଲା। ବିଜ୍ଞାନର…
ଓଡ଼ିଶା ଦଳଗତ ଚାମ୍ପିୟନ
ଭୁବନେଶ୍ୱର,୨୮ା୮(ସରୋଜ ଜେନା): ଜାତୀୟ ଥାଇ ବକ୍ସିଂ ଚାମ୍ପିୟନଶିପ ୨୦୨୩ ରବିବାର ଉଦଯାପିତ ହୋଇଯାଇଛି। ଦଳଗତ ବର୍ଗରେ ଓଡ଼ିଶା ଚାମ୍ପିୟନ ହୋଇଥିବା ବେଳେ ମହାରାଷ୍ଟ୍ର ପ୍ରଥମ ଓ ବିହାର ଦିତୀୟ ରନର୍ସ ଅପ ହୋଇଛନ୍ତି। ତିନି ଦିନ ଧରି ଚାଲିଥିବା ଏହି ଜାତୀୟ…
ଅଶ୍ୱାରୋହଣ ଓ ଯୁଦ୍ଧକଳାର ଖେଳ ‘ଟେଣ୍ଟ ପେଜିଂ’
ଅଶ୍ୱାରୋହଣ ବା ଇକ୍ୱିଷ୍ଟ୍ରିଆନ୍ ସ୍ପୋଟର୍ସ ସମଗ୍ର ବିଶ୍ୱର ଏକ ଲୋକପ୍ରିୟ ଖେଳ। ୧୦ଟି ବର୍ଗରେ ଏହି ଖେଳ ଅନୁଷ୍ଠିତ ହୋଇଥାଏ। ଏହା ମଧ୍ୟରୁ କିଛି ବର୍ଗ ଅଲିମ୍ପିକ୍ସରେ ସାମିଲ ମଧ୍ୟ ରହିଛି। ତେବେ ପ୍ରାଚୀନ ଭାରତୀୟ ସାମରିକ କଳା ବା ଯୁଦ୍ଧକଳା…
‘ଆନ୍ତର୍ଜାତିକ ବାଣିଜ୍ୟକୁ ବୃଦ୍ଧି କରିବ’
ଭୁବନେଶ୍ୱର,୨୮।୮: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍ଏଲ୍) କୁ ଆଉ ଏକ ବଡ ଉପଲବ୍ଧି ସହ ଦ୍ୱିପାକ୍ଷିକ ସୀମା ବାଣିଜ୍ୟ ପେପରଲେସ ଏବଂ ସବୁ ପକ୍ଷଙ୍କ ପାଇଁ ଏକ ସୁଗମ ଯାତ୍ରା କରିବା ଲାଗି ଜିନ୍ଦଲ ଷ୍ଟେନଲେସ ପ୍ରଥମ ଭାରତୀୟ କର୍ପୋରେଟ ହୋଇପାରିଛି।…
ରାତିରେ ରାସ୍ତା କାମ
ଭାପୁର,୨୮।୮(ଭରତ କୁମାର ବେହେରା): ଗତ କିଛି ବର୍ଷ ହେବ ଦୁର୍ନୀତିକୁ ନେଇ ଭାପୁର ବ୍ଲକ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏବେ ନିମ୍ନମାନର କାମ ପୁଣିଥରେ ସାମ୍ନାକୁ ଆସିଛି ା ପୂର୍ବରୁ ଏକାଧିକ ରାସ୍ତା, ଗୋଟିଏ ରାସ୍ତାକୁ ୨୧ଥର ବିଲ୍ କରିବା,କୂଅ,…
ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି
ଯାଜପୁର ଟାଉନ,୨୮ା୮(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ବିଶୁଦ୍ଧ ପାନୀୟ ଜଳ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅଧିକାଂଶ ସମୟରେ ବହୁ ଅଞ୍ଚଳରେ ପାଇପ୍ଗୁଡ଼ିକରେ କଳା ନର୍ଦ୍ଦମା ପାଣି ଆସୁଛି। ମଝିରେମଝିରେ…
Archives


