Home

ବନ୍ଧନ ନିଫ୍ଟି ଆଇଟି ଇଣ୍ଡେକ୍ସ ଫଣ୍ଡ୍‌

ଭୁବନେଶ୍ୱର,୨୮।୮: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ର ଏକ ଓପନ୍‌-ଏଣ୍ଡେଡ୍‌ ଇକ୍ୱିଟି ସ୍କିମ୍‌ ବନ୍ଧନ ନିଫ୍ଟି ଆଇଟି ଇଣ୍ଡେକ୍ସ ଫଣ୍ଡର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫଣ୍ଡ୍‌ ସହିତ ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରର ଅଭିବୃଦ୍ଧି ସମ୍ଭାବନାକୁ…

କେନାଲରେ ପାଣି: କ୍ଷେତରେ ପହଞ୍ଚୁନି

ପଟ୍ଟାମୁଣ୍ଡାଇ,୨୮ା୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ନ ଥିବାରୁ ଚାଷୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି। କିଛିଦିନ ପୂର୍ବେ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଜୋର ଧରିଛି। ବର୍ତ୍ତମାନ…

ଓଡ଼ିଶା ରିୟଲ ଇଷ୍ଟେଟ କ୍ଷେତ୍ରରେ ରୂପାନ୍ତରଣ

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ରିୟଲଟର୍ସ ଆସୋସିଏଶନ ଅଫ ଓଡ଼ିଶା ବା ଓଆରଏ ଏବଂ ଏନ୍‌ଏଆର ଇଣ୍ଡିଆର ମିଳିତ ସହଯୋଗରେ ଏକ ଅଭିନବ କର୍ମଶାଳା ‘ଇନୋଭେଟ ଆରଇ ୨୦୨୩’ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି ଏହି ରିୟଲ ଇଷ୍ଟେଟ କର୍ମଶାଳା ଅନେକ…

ଆଦାନୀଙ୍କୁ ଅଧିକ ୩,୮୦୨ କୋଟି ଦେଇଛି ଜିୟୁଭିଏନ୍‌ଏଲ୍‌

ଅହମଦାବାଦ,୨୮ା୮: ଗୁଜରାଟ ଉର୍ଜା ବିକାଶ ନିଗମ ଲିମିଟେଡ୍‌ (ଜିୟୁଭିଏନ୍‌ଏଲ୍‌) ଆଦାନୀ ପାଓ୍ବାର ମୁନ୍ଦ୍ରା ଲିଃ (ଏପିଏମ୍‌ୟୁଏଲ୍‌)କୁ ଗତ ୫ ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଦେୟ ବାବଦକୁ ପ୍ରାୟ ୩,୮୦୨ କୋଟି ଟଙ୍କା ଅଧିକ ପଇଠ କରିଥିବା ବିରୋଧୀ କଂଗ୍ରେସ ଅଭିଯୋଗ ଆଣିଛି।…

ମଣିପୁରରେ ୩ ଘର ଜାଳିଦେଲେ

ଇମ୍ଫାଲ,୨୮।୮: କିଛି ଦିନର ଅନ୍ତରାଳ ପରେ ମଣିପୁରରେ ରବିବାର ପୁଣି ହିଂସାକାଣ୍ଡ ଘଟିଛି। ନୂଆ ଲମ୍ବୁଲେନ୍‌ ଅଞ୍ଚଳରେ ଥିବା ୩ ଘରକୁ ଅଜ୍ଞାତ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ପରେ ସ୍ଥାନୀୟ…

ଶିଳାନ୍ୟାସକୁ ୨୦ବର୍ଷ ବିତିଲା: ଭାଟେଣି ଭଗ୍ନ ସ୍ଲୁଇସ୍‌ କାମ ହେଉନି

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ୨୩ ହଜାରରୁ ଅଧିକ ଏକର ଚାଷ ଜମି ଓ ୨୨ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଚାଷୀଙ୍କ ପାଇଁ ଯୋର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମଧୁର ଜଳ ଗଚ୍ଛିତ ରଖିବା, ଉଠା…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୫ ଗିରଫ

ଭୁବନେଶ୍ୱର,୨୮ା୮(ସତ୍ୟଜିତ୍‌ ରାଉତ): ସିବିଆଇ ଅଫିସର କହି ଘରେ ପଶିଥିଲେ। ବାପପୁଅଙ୍କୁ ବାନ୍ଧି ବନ୍ଧୁକ ମୁନରେ ଭୟ ଦେଖାଇ ସିନେମା ଷ୍ଟାଇଲ୍‌ରେ ଲୁଟିଥିଲେ ୧.୭ କୋଟି ନଗଦ ଟଙ୍କା ସମେତ ସୁନା ଅଳଙ୍କାର। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳରେ ଘଟିଥିବା…

ବ୍ରିଟେନରେ ପଞ୍ଜାବ ,ଗୁଜରାଟର ମହିଳାମାନଙ୍କୁ ରେଡିଓଆକ୍ଟିଭ ରୁଟି ଖାଇବାକୁ ଦିଆଯାଇଥିଲା: ତଦନ୍ତ ଦାବି…

ଲଣ୍ଡନ,୨୮।୮ : ବ୍ରିଟେନର ଜଣେ ସାଂସଦ ଲୌହ ଅବଶୋଷଣ ଉପରେ ୧୯୬୯ ମସିହାରେ ହୋଇଥିବା ଡାକ୍ତରୀ ଅଧ୍ୟୟନର ତଦନ୍ତ ପାଇଁ କହିଛନ୍ତି। ଏହା ଅନ୍ତର୍ଗତ,୨୧ ଜଣ ଭାରତୀୟ ମୂଳ ମହିଳାଙ୍କୁ କେନ୍ଦ୍ରୀୟ ଇଂଲଣ୍ଡର ଏକ ସହରରେ ରେଡିଓଆକ୍ଟିଭ ଆଇସୋଟୋପ ଧାରଣ କରିଥିବା…

ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ନାମ ଲେଖା ପ୍ରସଙ୍ଗ: ତଥ୍ୟ, ପ୍ରମାଣ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା

ଖୋର୍ଦ୍ଧା,୨୮ା୮(ପ୍ରଭାତ ପାଣିଗ୍ରାହୀ): ବଲାଙ୍ଗୀର ନକଲି ସାର୍ଟିଫିକେଟ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି। ନିକଟରେ ଏହି ଘଟଣାରେ ୫ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏପରି କି ଜଣେ ନକଲି ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ପୁରୀସ୍ଥିତ ଗୋପବନ୍ଧୁ…

ସ୍ତ୍ରୀଙ୍କ ଯୋଗୁ ବଢ଼ିପାରେ ସୁନକଙ୍କ ସମସ୍ୟା…

ଲଣ୍ଡନ,୨୮।୮ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ସୁନକ ଭାରତ ସହିତ ଏକ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ରେ ୫୦ କୋଟି ଡଲାରର ସ୍ତ୍ରୀ ଅକ୍ଷତା ମୁର୍ତ୍ତୀଙ୍କ ଇନଫୋସିସ ଅଂଶଧନ ଉପରେ ପ୍ରଶ୍ନର…

ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ କରାଯିବ ବାରଣ: ଫ୍ରାନ୍ସ ଶିକ୍ଷାମନ୍ତ୍ରୀ…

ପ୍ୟାରିସ,୨୮।୮: ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ ବାରଣ କରାଯିବ। ଦେଶ ପୂର୍ବରୁ ବିଦ୍ୟାଳୟରେ ମୁଣ୍ଡ ଆବରଣ ପିନ୍ଧିବାକୁ ବାରଣ କରାଯାଇଛି। ୨୦୧୦ରେ ଫ୍ରାନ୍ସ ସର୍ବସାଧାରଣ ସ୍ଥାନରେ ସମ୍ପୂର୍ଣ୍ଣ ମୁହଁରେ ଆବରଣ ପିନ୍ଧିବାକୁ ବାରଣ କରିଥିଲା।…

କୁଟୁରା ଇଂଲିଶ ନାମ ପରିବର୍ତ୍ତନରୁ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ରେ କୁଟୁରାକୁ ଇଂଲିଶରେ ବାର୍କିଂ ଡିଅର କୁହାଯାଉଥିଲା। ଏପ୍ରିଲ ୨୦୨୩ରେ ବନ୍ୟପ୍ରାଣୀ ସଂଶୋଧିତ ଆଇନରେ ଏହାର ନାମ ପରିବର୍ତ୍ତନ କରାଯାଇ ମୁଣ୍ଟଜାକ୍‌ ଡିଅର କରାଯାଇଛି। ତେବେ ଏହାକୁ ୩ଟି ପ୍ରଜାତିରେ ବିଭକ୍ତ କରାଯାଇଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri