Home

‘ହତ୍ୟା ନୁହଁ, ଶ୍ୱାସରୁଦ୍ଧରୁ ମୃତ୍ୟୁ’

ରାଉରକେଲା,୨୨।୧୦(ସଙ୍ଗୀତା ଜେନା)ରାଉରକେଲା ଉଦିତନଗର ଥାନା ଏଏସ୍‌ଆଇ ଆଲିଶ ନାରମି ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରୁ ପରଦା ଉଠିଛି। ଆଲିଶଙ୍କୁ ହତ୍ୟା ନୁହେଁ, ବରଂ ତାଙ୍କ ଆଡ୍ରିନାଲରେ ଅଧିକ ହରମୋନ କ୍ଷରଣ ଯୋଗୁ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ…

୧୧ ମାସର ଶିଶୁକନ୍ୟା ବିଶାଖାପାଟଣାରୁ ଉଦ୍ଧାର

ପୁରୀ, ୨୨।୧୦ (ଅଜିତ୍‌ ମହାନ୍ତି)୧୧ ମାସର ଶିଶୁକନ୍ୟାକୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି। ସମୁଦ୍ରକୂଳ ଥାନା ଅନ୍ତର୍ଗତ ଧୋବାଖାଲ ବସ୍ତିରେ ଏପରି ଘଟଣା ଘଟିଛି। ପୋଲିସ ବିଶାଖାପାଟଣାରୁ ଝିଅକୁ ଉଦ୍ଧାର କରିଛି। ଏହି ଘଟଣାରେ ବାପା, ମଧ୍ୟସ୍ଥ ଓ କିଣିଥିବା…

୨ ଟ୍ରକ୍‌ ମଧ୍ୟରେ ଚାପିହେଲା କାର୍‌

ବାଙ୍ଗିରିପୋଷି, ୨୨ା୧୦(ସଞ୍ଜୟ କୁମାର ଅଗ୍ରୱାଲା)ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ଟ୍ରକ୍‌ ମଧ୍ୟରେ ଏକ କାର୍‌ ଚାପିହୋଇଯିବାରୁ କାର୍‌ରେ ଥିବା ୨ ମହିଳାଙ୍କ…

କୋଟିଆରେ ପୁଣି ଆନ୍ଧ୍ର

ପଟ୍ଟାଙ୍ଗି,୨୨ା୧୦(ଶରତ ଧଳ) କିଛିଦିନ ପରେ ପୁଣି ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରିଛି। ଫାଟୁସିନେରି ଗ୍ରାମରେ ଶିବିର କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛି। ଫଳରେ ଏହା ଓଡ଼ିଶା ପ୍ରଶାସନ ପାଇଁ…

ସମୁଦ୍ରରେ ଯିବ ବାତ୍ୟା

ଭୁବନେଶ୍ୱର,୨୨ା୧୦(ଅନିଲ ଦାସ)ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ ହୋଇ…

ଦୁର୍ଘଟଣା ପରେ ଆସିଲାନି ଆମ୍ବୁଲାନ୍ସ, ପିକ୍‌ଅପ୍‌ ଡାଲାରେ ବୁହାହେଲେ ଗୁରୁତର

କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଠିକଣା ସମୟରେ ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଫେଲ୍‌ ମାରିଲା। ଦୁର୍ଘଟଣା ଦ୍ୱାରା ନିରୀହ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେପଟେ ସରକାରଙ୍କ ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ପହଞ୍ଚି ପାରିବାରୁ ପିକ୍‌ଅପ୍‌ରେ ଆଳୁ ବସ୍ତା ପରି…

ପୋଷାକ ଭଳି ଦଳ ପରିବର୍ତ୍ତନ କରୁଛନ୍ତି ନୀତୀଶ କୁମାର: ଚିରାଗ ପାସଓ୍ବାନ…

ପାଟନା,୨୧।୧୦ : ଇଣ୍ଡିଆ ମେଣ୍ଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏଲଜେପି ସୁପ୍ରିମୋ ଚିରାଗ ପାସୱାନ କଡ଼ା ସମାଲୋଚନା କରିଛନ୍ତି। ଶନିବାର ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଚିରାଗ ପାସୱାନ ନିତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟରେ ଯୋଗଦେବା…

ଦୁର୍ଘଟଣାର ଶିକାର ହେଲେ ଗଜପତି ଜିଲା ଅତିରିକ୍ତ ଜିଲାପାଳ

ବ୍ରହ୍ମପୁର/ପାରଳାଖେମୁଣ୍ଡି,୨୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ/ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଶନିବାର ସନ୍ଧ୍ୟାରେ କୌଣସି ବ୍ୟକ୍ତିଗତ କାମରେ ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ଟ୍ରକ୍‌କୁ…

ସକ୍ରିୟ ହେଉଛି ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୧ା୧୦: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ।…

ନେତା ସାଜିଲେ ଅଭିନେତା, ରାମଲୀଳାରେ ଦଶରଥ ଭୂମିକାରେ ବିଧାୟକ,ଭିଡ଼ିଓ ଭାଇରାଲ…

ଡେରାଡୁନ,୨୧।୧୦ : ଦେଶରେ ବହୁ ଅଭିନେତା ରାଜନେତା ହୋଇଛନ୍ତି। ଉତ୍ତରାଖଣ୍ଡର ହାଲଡୱାନିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ କାଲାଢୁଙ୍ଗୀ ବିଧାୟକ ବଂଶୀଧର ଭଗତ ରାମଲୀଳା ମଞ୍ଚରେ ଅଭିନୟ କରିଥିଲେ। ଦଶରଥଙ୍କ ରୂପରେ ବିଧାୟକଙ୍କୁ ଦେଖି ଦର୍ଶକମାନେ ମଧ୍ୟ କରତାଳି…

ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର

କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟ ଟାଉନ ଥାନାରୁ ଜଣେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ନିଜେ ଧରି ବର୍ଷେ ପରେ ପୋଲିସକୁ ଜିମା ଦେଇଥିଲେ ପରିବାର ଲୋକେ। ଜିମା ଦେବାର ୧ ଘଣ୍ଟା ମଧ୍ୟରେ ପୋଲିସ ଉପସ୍ଥିତିରେ ଥାନା ଭିତରୁ ଫେରାର…

ଅମିତାଭଙ୍କ ଅଧଘଣ୍ଟା ପୂର୍ବରୁ ଶୁଟିଂସେଟ୍‌ରେ ପହଞ୍ଚୁଥିଲେ ଶାହାରୁଖ

ମୁମ୍ବାଇ: ଦୀର୍ଘବର୍ଷ ପରେ ବିଗ୍‌ ବି’ ଅମିତାଭ ବଚ୍ଚନ ଏବଂ କିଙ୍ଗ୍‌ଖାନ୍‌ ଶାହାରୁଖ ପରଦାରେ ଏକାଠି ନଜର ଆସିଛନ୍ତି। ଏକ ବିଜ୍ଞାପନରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଉଭୟଙ୍କ କେମିଷ୍ଟ୍ରି ବି ବହୁତ ଭଲ ଥିଲା। ଏବେ ଭେଟେରାନ ନିର୍ଦ୍ଦେଶକ ଆର ବଲ୍‌କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?