Home

ଇଣ୍ଡିଆ ବନାମ ଭାରତ ବିବାଦ: ବ୍ଲୁ ଡାର୍ଟ କଲା ନାମ ପରିବର୍ତ୍ତନ

ନୂଆଦିଲ୍ଲୀ,୧୩।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗି ରହିଛି। ତେବେ ସେପ୍ଟେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଏନେଇ ସରକାରଙ୍କର କଣ ଆଭିମୁଖ୍ୟ…

ନାସା ଶେୟାର କଲା ଅଦ୍ଭୁତ ଫଟୋ, ହୀରା ପରି ଚମକୁଛି ଏହି ଗ୍ରହ

ଓ୍ବାଶିଂଟନ,୧୩ା୯: ସୋସିଆଲ ମିଡିଆରେ ଆମେ ଅନେକ ଭିଡିଓ ଏବଂ ଫଟୋ ଦେଖୁ। ବେଳେବେଳେ ଆମେ ଏପିରି କିଛି ସୁନ୍ଦର ଜିନିଷ ଦେଖିଥାଉ, ଯେଉଁଥିରୁ ଆଖି ଫେରାଇବା କଷ୍ଟକର। ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ ଆଡମିନିଷ୍ଟ୍ରେଶନ (NASA) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋ…

ତାମିଲନାଡୁକୁ ଏସସିଙ୍କ ନିର୍ଦ୍ଦେଶ ଅନୁସାରେ ପାଣି ଦେବାକୁ କର୍ନାଟକ ସକ୍ଷମ ନୁହେଁ: ସିଦ୍ଦରାମାୟା…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ ବୈଠକରେ କହିଛନ୍ତି ତାମିଲନାଡୁକୁ ସୁପ୍ରିମ୍‌କୋର୍ଟ(ଏସସି)ଙ୍କ ନିର୍ଦ୍ଦେଶ ଅନୁସାରେ ପାଣି ଦେବାକୁ କର୍ନାଟକ ସକ୍ଷମ ନୁହେଁ।…

ଇମ୍ଫାଲର ପଶ୍ଚିମ ଜିଲାରେ ବୋମା ଆକ୍ରମଣ

ଇମ୍ଫାଲ,୧୩।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅଜ୍ଞାତ ବନ୍ଧୁକଧାରୀମାନେ କାଙ୍ଗପୋକପି ଜିଲାର ଆଦିବାସୀ ସମ୍ପ୍ରଦାୟର ତିନି ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ ଇମ୍ଫାଲ ପଶ୍ଚିମ ଜିଲାର ଏକ ଗାଁରେ ଅଜ୍ଞାତ ବନ୍ଧୁକଧାରୀମାନେ ଲୋକଙ୍କୁ…

ଖବରକାଗଜ ହେଉଛି ସବୁଠାରୁ ନିର୍ଭରଯୋଗ୍ୟ ଖବର ମାଧ୍ୟମ…

ନୂଆଦିଲ୍ଲୀ,୧୩।୯ : ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ପ୍ରଥମ ମିଡିଆ ସମ୍ମିଳନୀ ଆୟୋଜିତ ହେଉଛି। ମିଡିଆ ଦୁନିଆର ଅନେକ ଷ୍ଟାଲୱାର୍ଟ ଏଥିରେ ଉପସ୍ଥିତ ଥିଲେ। ଦିଲ୍ଲୀରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ଖ୍ୟାତିସମ୍ପନ୍ନ ଗଣମାଧ୍ୟମ ପ୍ରତିନିଧିମାନେ  ଖବରକାଗଜର ସମ୍ପ୍ରସାରଣ…

ଗୁଗୁଲରେ ‘ଗୁଗୁଲ ସ୍କାଏ’ ସର୍ଚ୍ଚ କଲେ ଦେଖିବେ ଅଦ୍ଭୁତ ଦୃଶ୍ୟ

ଆଜିର ସମୟରେ ଗୁଗୁଲ୍‌କୁ ‘ଜ୍ଞାନର ଗନ୍ତାଘର’ ବୋଲି କୁହାଯାଏ। ଏଥିରେ କିଛି ବି ପ୍ରଶ୍ନ ସର୍ଚ୍ଚ କଲେ ଆମେ ତାର ଉତ୍ତର ମିଳିଥାଏ। ଏମିତିରେ ଅନେକ ସ୍ବତନ୍ତ୍ର ଶବ୍ଦ ରହିଛି ଯାହାକୁ ଆପଣ ଗୁଗୁଲ୍‌ରେ ସର୍ଚ୍ଚ କରି କମାଲ ଦେଖିପାରିବେ। ସେଥିରୁ…

ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୩।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସ୍ବତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସର୍ବଦଳୀୟ ବୈଠକରେ…

ଇମ୍ରାନ ଖାନଙ୍କ ଅଡୁଆ ବଢିଲା

ଇସଲାମାବାଦ୍‌,୧୩।୯: ପାକିସ୍ତାନର ଏକ ସ୍ବତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ ମାମଲାରେ ବୁଧବାର ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତଙ୍କ ଏହି ଆଦେଶ ଦ୍ୱାରା ଇମ୍ରାନ ଖାନଙ୍କ ଶୀଘ୍ର ଜେଲରୁ ବାହାରିବା ଆଶା ମଉଳିଛି।…

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା

ଦାରିଙ୍ଗବାଡ଼ି,୧୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଧାରଣା ଦିଆଯାଇଥିଲା। ଏଥିସହ ସେମାନଙ୍କ ଦାବିକୁ…

ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିରୋଧୀ ମୋ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି: ହେମନ୍ତ ସୋରେନ

ରାଞ୍ଚି,୧୩।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ମୁଁ ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ, ତେଣୁ ବିରୋଧୀମାନେ ମୋ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନେକ ଶକ୍ତିଶାଳୀ ସଂଗଠନ ବିରୋଧୀଙ୍କ…

ଭାରତର ଏହି ସହରକୁ କୁହାଯାଏ ‘ଭାରତର ସ୍କଟ୍‌ଲ୍ୟାଣ୍ଡ’

ବର୍ତ୍ତମାନ ସମୟରେ ଭାରତରେ ମୋଟ ୨୮ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ଦେଶର ପ୍ରତିଟି ରାଜ୍ୟର ସଂସ୍କୃତି, ଖାଦ୍ୟପେୟ, ବେଶଭୂଷା ଭିନ୍ନ। ସେହିଭଳି ପ୍ରତି ସହର ନିଜର କୌଣସି ନା କୌଣସି ସ୍ବତନ୍ତ୍ରତାକୁ ନେଇ ଲୋକପ୍ରିୟ। ଆଜି…

ଛପାହେଲା ଏମିତି ନିମନ୍ତ୍ରଣ କାର୍ଡ, ଦେଖିଲେ କହିବେ…

ଯେତେବେଳେ ବି କେହି ବିବାହ କରନ୍ତି, ସବୁକିଛି ସିଦ୍ଧ ଏବଂ ଅନନ୍ୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଏ। ଦୀର୍ଘଦିନ ଧରି ଏଥିପାଇଁ ପ୍ରସ୍ତୁତି ଚାଲିଥାଏ। ଯଦି ଏଥିରେ କିଛି ବି ଛୋଟ ତ୍ରୁଟି ଥାଏ, ତେବେ କରାଯାଇଥିବା ସମସ୍ତ କାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri