Home

ସୋନି ବ୍ରାଭିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୧୨।୯: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜ୍‌ ଏ୯୭ଏଲ୍‌ ଓଏଲ୍‌ଇଡି ୬୫ ଏବଂ ୫୫ ଇଞ୍ଚର ଦୁଇଟି ସ୍କ୍ରିନ୍‌ରେ ଉପଲବ୍ଧ। ଏପରିକି…

ଅଗଷ୍ଟରେ ସୋନାଲିକାର ୧୦,୬୩୪ ୟୁନିଟ୍‌ ବିକ୍ରି

ଭୁବନେଶ୍ୱର,୧୨।୯: ସୋନାଲିକା ଟ୍ରାକ୍ଟର୍ସ ୨୦୨୩ ଅଗଷ୍ଟରେ ମୋଟ ୧୦,୬୩୪ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ଏପରିକି କମ୍ପାନୀ ଅଗଷ୍ଟରେ ମାସିକ ସର୍ବାଧିକ ୧୬,୩୦୦ ଟ୍ରାକ୍ଟର ଉପତ୍ାଦନ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି,…

ଭାଜପା ପିଠିରେ ଛୁରାମାଡ଼ କରିଥିଲେ ଶରଦ ପାଓ୍ବାର: ଗିରିଶ ମହାଜନ

ପୁଣେ,୧୨।୯: ଜାତୀୟ ବିଧାନସଭା ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ସହ ଚାରିଟି ବୈଠକ କରି ୨୦୧୯ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଠନ କରିଥିଲେ। କିନ୍ତୁ ଶେଷରେ ସେ ଭାଜପା…

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ନୂଆଦିଲ୍ଲୀ,୧୨।୯: ପ୍ରଥମ ଥର ପାଇଁ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିର କାରବାର ପ୍ରଥମ ପର୍ଯ୍ୟୟରେ ୨୦,୦୦୦ ଅଙ୍କ ପାର କରିଥିବା ବେଳେ ସୋମବାର କାରବାର ଶେଷ ବେଳେକୁ ନିଫ୍ଟି ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା। ଏପରିକି ଶେୟାର ବଜାରର କାରବାର ଶେଷ ସୁଦ୍ଧା…

କୋହଲିଙ୍କ ଦ୍ରୁତ ୧୩ ହଜାର ରନ୍‌

କଲମ୍ବୋ,୧୨।୯: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପୂରଣ କରିଛନ୍ତି ୧୩ ହଜାର ରନ୍‌। ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ସୁପର-୪ ମ୍ୟାଚରେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ୧୩…

ସ୍ତ୍ରୀଙ୍କ ମୃତଦେହ ସହ ୩୬ ଘଣ୍ଟା ବିତାଇଲେ ସ୍ବାମୀ

ନୂଆଦିଲ୍ଲୀ,୧୨।୯: ବଙ୍ଗଳା ବିକ୍ରି କରିବାକୁ ମନା କରିବାରୁ ଆଇନଜୀବୀ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ। ନୂଆଦିଲ୍ଲୀର ନୋଏଡ଼ା ସେକ୍ଟର-୩୦ରେ ଏଭଳି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ରେଣୁ ସିହ୍ନାଙ୍କ ନୋଏଡ଼ା ସେକ୍ଟର-୩୦ ଅଞ୍ଚଳରେ…

ଜି୨୦ ଘୋଷଣାନାମାକୁ ଚାଇନାର ପ୍ରଶଂସା

ବେଜିଂ,୧୧ା୯: ଜି୨୦ ସମିଟ୍‌ ଅବସରରେ ନୂଆଦିଲ୍ଲୀ ଘୋଷଣାନାମାକୁ ଚାଇନା ପ୍ରଶଂସା କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅର୍ଥନୀତିରେ ସୁଧାର ପାଇଁ ହାତ ମିଳାଇଥିବାରୁ ଏହା ଏକ ସକାରାତ୍ମକ ସଙ୍କେତ ଦେଉଛି ବୋଲି ସୋମବାର ବେଜିଂ କହିଛି। ରୁଷିଆ-ୟୁକ୍ରେନ୍‌…

୧୨ ବୈଜ୍ଞାନିକଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ

ନୂଆଦିଲ୍ଲୀ,୧୨।୯: ଆଗକୁ କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର୍‌)ର ପ୍ରତିଷ୍ଠା ଦିବସ ରହିଛି। ଏହି ଅବସରରେ ଦେଶର ୧୨ଜଣ ଯୁବ ବୈଜ୍ଞାନିକ ମାନଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ-୨୦୨୨ ପ୍ରଦାନ ଲାଗି ସୋମବାର ସିଏସ୍‌ଆଇଆର୍‌ ପକ୍ଷରୁ ଘୋଷଣା କରାଯାଇଛି। ୪୫ବର୍ଷରୁ…

‘ଇଣ୍ଡିଆ’ ସମନ୍ବୟ ସମିତି ବୈଠକରେ ପ୍ରଚାର, ରାଲି ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୯: ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ସମନ୍ବୟ ସମିତିର ପ୍ରଥମ ବୈଠକ ଆସନ୍ତା ୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ହେବାକୁ ଥିବା ବୈଠକରେ ମେଣ୍ଟର ରଣନୀତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା…

କେରଳରେ ପୁଣି ନିପା ଭାଇରସ୍‌ ଭୟ: ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ଆଲର୍ଟ ଜାରି

ଥିରୁଭାନନ୍ତପୁରମ୍‌,୧୨।୯: କେରଳରେ ପୁଣି ନିପା ଭାଇରସ୍‌ ଭୟ ଦେଖଦେଇଛି। କୋଜିକୋଡେ ଜିଲାରେ ଏହି ଭାଇରସ୍‌ ସଂକ୍ରମଣ ହେତୁ ଦୁଇ ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସତର୍କ ସୂଚନା ଜାରି କରିଛନ୍ତି। ନିପା ଭାଇରସର ବିପଦକୁ ଦୃଷ୍ଟିରେ ରଖି…

ଭ୍ୟାନ୍‌ ମାଡ଼ିଯାଇ ୭ ମହିଳା ମୃତ

ତିରୁପାଟ୍ଟୁର,୧୨ା୯: ତାମିଲନାଡୁର ତିରୁପାଟ୍ଟୁର ଜିଲା ଅନ୍ତର୍ଗତ ନାତ୍ରାମପାଲ୍ଲୀ ନିକଟରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୭ ମହିଳାଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଗତ ୮ ତାରିଖରେ ଜିଲାର ଅମ୍ବୁର ନିକଟବର୍ତ୍ତୀ ଏକ ଗ୍ରାମରୁ…

୨୧ ଟିଡିପି ବିଧାୟକ ଗୃହବନ୍ଦୀ

ହାଇଦ୍ରାବାଦ,୧୨ା୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ ସିଆଇଡି ଗିରଫ କରିବା ପରେ ଦଳର ସମସ୍ତ ୨୧ବିଧାୟକଙ୍କୁ ଗୃହବନ୍ଦୀ ରଖାଯାଇଛି। ଆନ୍ଧ୍ରର ବିଭିନ୍ନ ସହରରେ ଥିବା ସେମାନଙ୍କ ଘର ବାହାରେ ବ୍ୟାପକ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri