କରୋନା ନୂଆ ଭାରିଆଣ୍ଟ ନେଇ ଆତଙ୍କ, ୨୮ ଦିନରେ ସଂକ୍ରମଣରେ ୮୦ ପ୍ରତିଶତ ବୃଦ୍ଧି…
ଲଣ୍ଡନ,୧୨।୮ : ପୁଣିଥରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ ଭାରିଆଣ୍ଟ ମଧ୍ୟରୁ…
ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ସହିତ ଫୋଟକା ପାଦରେ ମେହେନ୍ଦି ଲଗାଉଛନ୍ତି ମୁସଲମାନ…
ନୁହ,୧୨।୮ : ଶୋଭାଯାତ୍ରା ସମୟରେ, ନୁହ ସହର ସହିତ, ସିଙ୍ଗର ଗାଁ, ବଡକଲି ଚୌକରେ ହିଂସା ଦେଖାଯାଇଥାଇପାରେ। କିନ୍ତୁ ରାଜସ୍ଥାନର ସୀମା ନିକଟରେ ଥିବା ହରିୟାଣାର ନୁହ ଜିଲାର ବିଛୋର ଏବଂ ନିମକା ଗ୍ରାମରେ ଭାଇଚାରାର ଅବିସ୍ମରଣୀୟ ଉଦାହରଣ ସାମ୍ନାକୁ ଆସିଛି।…
ଏପରି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ ଜୀବନ; ଜାଣନ୍ତୁ ଏପରି କାହାକୁ କହିଛନ୍ତି ଚାଣକ୍ୟ
ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ…
ଗୋଟିଏ ଦିନରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଗର୍ଭବତୀଙ୍କ ମୃତ୍ୟୁ, ସାଧାରଣରେ ଅସନ୍ତୋଷ
କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଦୁଇ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ କୁମୁଣ୍ତି ଗ୍ରାମର ଦେବ ମୁଣ୍ତାଙ୍କ ସ୍ତ୍ରୀ ରଜନୀ(୨୬)। ଅନ୍ୟଜଣେ ଅନୁଗୋଳ ଜିଲା…
ବାପାଙ୍କୁ ହରାଇଲେ ଅଭିନେତ୍ରୀ
ବମ୍ବେ: ସବୁବେଳେ ନିଜର ଚୁଲବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ବାପା ଶଶିକାନ୍ତ ଲୋଖଣ୍ଡେଙ୍କ ୬୮ ବର୍ଷରେ ନିଧନ ହୋଇଛି। ଶନିବାର ଅପରାହ୍ନରେ ସେ ଶେଷ…
ଜଗବନ୍ଧୁ ସାହିରେ ବୋମାମାଡ଼
ବ୍ରହ୍ମପୁର,୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। କେତେଜଣ ଦୁର୍ବୃତ୍ତ ପ୍ରଶାନ୍ତ ନାୟକଙ୍କ ଘର ଉପରକୁ ବୋମା ଫିଙ୍ଗିବାରୁ ପ୍ରଶାନ୍ତଙ୍କ ଅଗଣାରେ ୨ଟି ବୋମା ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା।…
ନିଜ ରୋଜଗାରକୁ ନେଇ କୋହଲିଙ୍କ ବଡ଼ ଖୁଲାସା, ଜାଣନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୧୨।୮: ଭାରତୀୟ ଟିମ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ପରିଗଣିତ ବିରାଟ କୋହଲି ଏବେ ଭଲ ଫର୍ମରେ ଅଛନ୍ତି। ଏହାକୁ ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ତାଙ୍କ ରୋଜଗାରକୁ ନେଇ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକିଛି। କିଛିଦିନ ତଳେ…
ଏସିଆ କପ୍ ଲାଗି ଦଳ ଘୋଷଣା କଲା ବାଲାଂଦେଶ, ଟିମ୍କୁ ଫେରିଲେ…
ନୂଆଦିଲ୍ଲୀ,୧୨।୮: ବାଲାଂଦେଶ କ୍ରିକେଟ ବୋର୍ଡ(ବିସିବି) ଶନିବାର ଏସିଆ କପ୍ ଲାଗି ୧୭ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରିଛି। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍ ତାନ୍ଜିଦ ହାସନ ତମିମଙ୍କୁ ପ୍ରଥମ ଥର ଲାଗି ଜାତୀୟ ଦଳରେ ସାମିଲ କରାଯାଇଛି। ତମିମ ଇକବାଲ ପିଠିରେ…
ସ୍ବାମୀ ରଣବୀରଙ୍କୁ ନୁହେଁ, ଏହି କଳାକାରଙ୍କୁ ପ୍ରଥମେ ଗର୍ଭଧାରଣ ଖବର ଜଣାଇଥିଲେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଦମ୍ଦାର ଅଭିନୟ ପାଇଁ ବେଶ୍ ପ୍ରସିଦ୍ଧ। ନିକଟରେ ଆଲିଆ ଫିଲ୍ମ ‘ରକି ଔର୍ ରାନୀ କି ପ୍ରେମ କହାନୀ’ ଜରିଆରେ ପ୍ରଶଂସକଙ୍କର ଖୁବ୍ ମନୋରଞ୍ଜନ କରିଛନ୍ତି। ଗତ ବର୍ଷ ରଣବୀର କପୁରଙ୍କୁ ବିବାହ…
ରକ୍ତରେ ହୋଲି ଖେଳୁଛି ଟିଏମସି: ମୋଦି-ମମତା ମୁହାଁମୁହିଁ…
ନୂଆଦିଲ୍ଲୀ,୧୨।୮ : ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିିର୍ବାଚନ ସମୟରେ ଟିଏମସି ରକ୍ତରେ ହୋଲି ଖେଳିଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ କଡ଼ା ସମାଲୋଚନା କରିଛନ୍ତି। ଦେଶ ଏହାର ସାକ୍ଷୀ ହୋଇଛି ବୋଲି ପଶ୍ଚିମବଙ୍ଗର…
ଚତୁର୍ଥ ଟି୨୦: ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି
ଫ୍ଲୋରିଡା,୧୨।୮: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଚତୁର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଶନିବାର ଏଠାରେ ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ଅଧିନକ ରୋଭମାନ ପାଭେଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍ରେ ଭାରତୀୟ ଟିମ୍ରେ କୌଣସି…
ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଆଇଫଲ୍ ଟାଓ୍ବାର
ପ୍ୟାରିସ୍,୧୨ା୮: ଶନିବାର ଫ୍ରାନ୍ସର ଆଇକନିକ୍ ଟାଓ୍ବାର ଆଇଫଲ ଟାଓ୍ବାରକୁ ଉଡ଼ାଇ ଦେବା ଧମକ ପାଇବା ପରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଫ୍ରାନ୍ସର ପୋଲିସ ସୂତ୍ରରୁ ପ୍ରକାଶ। ଟାଓ୍ବାରର ସମସ୍ତ ତିନି ମହଲାକୁ ଖାଲି କରିଦିଆଯାଇଛି। ବୋମା ବିସ୍ଫୋରଣ ଖବର ମିଳିବା…
Archives


