‘ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’ରେ ସମ୍ମାନିତ ହେବେ ହଲିଉଡ ଅଭିନେତା ମାଇକେଲ ଡଗଲାସ
ନୂଆଦିଲ୍ଲୀ,୧୩।୧୦: ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।…
ପେଟିଏମ୍ ଉପରେ ଜରିମାନା ଲଗାଇଲା ଆର୍ବିଆଇ, ଦେବାକୁ ହେବ ୫.୩୯ କୋଟି
ନୂଆଦିଲ୍ଲୀ,୧୩।୧୦: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ଉପରେ ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପେଟିଏମ୍ କଓ୍ବୋଇସି ସମେତ କିଛି ନିୟମ ପାଳନ ନ କରିବାକୁ ନେଇ ୫.୩୯ କୋଟି ଟଙ୍କାର ଜରିମାନା ଦେବ ବୋଲି ଜଣାପଡ଼ିଛି। ଆର୍ବିଆଇ କହିଛି, ବ୍ୟାଙ୍କ…
ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଇବ ଇନ୍ଫୋସିସ୍
ନୂଆଦିଲ୍ଲୀ,୧୩।୧୦: ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ‘ଇନ୍ଫୋସିସ୍’ ଏହାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମାକୁ ବଢ଼ାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଦ୍ୱିତୀୟ ତ୍ରୈମାସିକରେ କର୍ମଚାରୀଙ୍କ ସଂଖ୍ୟା ୭,୫୦୦ କମିଛି। ଫଳରେ…
ନ୍ୟୁଟନ କିମ୍ବା ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣ କରିବାକୁ ଆମେ ଏଠାରେ ବସି ନାହୁଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩।୧୦: ଡାରୱିନଙ୍କ ଜୈବିକ ବିବର୍ତ୍ତନ ଥିଓରି ଓ ଆଲବର୍ଟ ଆଇନଷ୍ଟାଇନଙ୍କ (E = MC2)ର ସୂତ୍ର ଭୁଲ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହି ଦୁଇ ବୈଜ୍ଞାନିକଙ୍କ ସିଦ୍ଧାନ୍ତରେ ଉନ୍ନତି ଆଣିବା ଉଚିତ ବୋଲି ସୁପ୍ରିମକୋର୍ଟ ଆବେଦନ…
ଜିମ୍ ଯାଇ ଝାଳ ବୁହାଉଛନ୍ତି ଜେଜେ! ବୃଦ୍ଧଙ୍କ ଇଚ୍ଛାଶକ୍ତି ଦେଖି ଚକିତ ହେଉଛନ୍ତି ଲୋକେ…
ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ ଫିଟ୍ନେସକୁ ନେଇ କ୍ରେଜ୍ ଅଧିକ। ଏଥିଲାଗି ସେମାନେ ଜିମ୍ ଯିବାକୁ ପସନ୍ଦ କରୁଛନ୍ତି। ହେଲେ ଏବେ ଜଣେ ବୃଦ୍ଧ ଜିମ୍ ଯିବାର ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ବୟସାଧିକ ସତ୍ତ୍ୱେ ତାଙ୍କର ଇଚ୍ଛାଶକ୍ତି ସାଙ୍ଗକୁ…
ମନୋରଞ୍ଜନ ବିଭାଗ ହୋଇଗଲାଣି ଇଡି, ଶୁଣାଣି ସମୟରେ କୋର୍ଟରେ କହିଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୧୩।୧୦: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଏଜେନ୍ସି ସଞ୍ଜୟ ସିଂଙ୍କୁ କୋର୍ଟରେ ହାଜର…
ପାକିସ୍ତାନ-ଆଫଗାନିସ୍ତାନରେ ମେଣ୍ଟ ସରକାର ଗଠନ କରୁ କଂଗ୍ରେସ: ହିମନ୍ତ ବିଶ୍ୱ ସରମା
ଗୁଆହାଟି,୧୩।୧୦: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଭାରତରେ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଭାଜପା ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କଂଗ୍ରେସ ପାଲେଷ୍ଟାନୀୟଙ୍କୁ ସମର୍ଥନ ଜଣାଇଛି। ଏନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…
ଗୁଗଲ କ୍ରୋମ ଅପଡେଟ୍ ନ କଲେ ହୋଇପାରେ ସାଇବର ଆଟାକ୍
ନୂଆଦିଲ୍ଲୀ,୧୩।୧୦: ସରକାରଙ୍କ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି) ଇଣ୍ଟରନେଟର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ କ୍ରୋମକୁ ନେଇ ୟୁଜର୍ସଙ୍କୁ ସତର୍କ କରାଇଛି। ଗୁଗଲ କ୍ରୋମ ଦ୍ୱାରା ସାଇବର ଆଟାକ୍ ହୋଇପାରେ ବୋଲି ୟୁଜର୍ସଙ୍କୁ ସୂଚନା ଦେଇଛି ସିଇଆରଟି। ଏହାଦ୍ୱାରା…
ଜଟିଳ ରୋଗ ଅପରେଶନର ଲାଇଭ ଷ୍ଟ୍ରିମିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ମାମଲା ଦାଖଲ
ନୂଆଦିଲ୍ଲୀ,୧୩।୧୦: ଜଟିଳ ରୋଗର ଅପରେଶନର ଲାଇଭ ଷ୍ଟ୍ରିମିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। କୋର୍ଟରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି, ଲାଇଭ ସର୍ଜରୀ ଟେଲିକାଷ୍ଟ ଆଇନତଃ ଅନୈତିକ। ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ…
ପ୍ରିୟା ଲଭ୍ ବିକାଶ କିଭଳି ହେଲା ‘ପିଭିଆର୍’; ଜାଣନ୍ତୁ ଜଣେ ଟ୍ରକ ବ୍ୟବସାୟୀଙ୍କ ଗଜବ କାହାଣୀ…
ପିଭିଆର୍(ପ୍ରିୟା ଭିଲେଜ୍ ରୋଡ ଶୋ’) ଭାରତର ସବୁଠାରୁ ବଡ଼ ସିନେମା ସିରିଜରୁ ଗୋଟିଏ। ୧୯୯୭ରେ ଅଜୟ ବିଜଲୀ ଏହାକୁ ପ୍ରତିଷ୍ଠା କରିଥିଲେ। ପ୍ରଥମେ ସେ ଜଣେ ଟ୍ରକ୍ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଥିଲେ। ପ୍ରିୟା ସିନେମାଜ୍ର ପୁରୁଣା ନାମ ପ୍ରିୟା ଲଭ୍ ବିକାଶ…
୨୪୫ ରନ୍ରେ ଅଟକିଲା ବାଂଲାଦେଶ
ଚେନ୍ନାଇ,୧୩।୧୦: ଚେନ୍ନାଇସ୍ଥିତ ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପ୍ର ୧୧ତମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମଶନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ ବାଂଲାଦେଶ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦…
ସିକିମ୍ର ତିସ୍ତାନଦୀରେ ବନ୍ୟା ଆସିବା ପୂର୍ବରୁ ସିଗନାଲ ଦେବା ବନ୍ଦ କରିଥିଲା ପାଣିପାଗ ଷ୍ଟେଶନ: ଏନଡିଏମଏ
ଗ୍ୟାଙ୍ଗଟକ,୧୩।୧୦: ସିକିମ୍ରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତାନଦୀରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ଲୋକ ନିଖୋଜ ଅଛନ୍ତି। ତେବେ ଏହି ଭୟଙ୍କର ବନ୍ୟାକୁ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)…
Archives


