Home

ପୁଟିନଙ୍କୁ ଭେଟିଲେ କିମ୍‌

ମସ୍କୋ,୧୩।୯: ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କୁ ଭେଟିଛନ୍ତି। ଋଷିଆର ସୁଦୂର ପୂର୍ବ ଆମୁର ଅଞ୍ଚଳରେ ଅବସ୍ଥିତ ଭୋଷ୍ଟୋଚନି କସମୋଡ୍ରୋମରେ ବୁଧବାର କିମଙ୍କୁ ଭେଟିଛନ୍ତି ପୁଟିନ। ଆମେରିକା ସହିତ ଚାଲିଥିବା ବିବାଦ ମଧ୍ୟରେ ଉଭୟ…

ପ୍ରଥମ ବାମହାତୀ ବୋଲର୍‌ ଭାବେ ଏମିତି କାରନାମା କଲେ କୁଲଦୀପ

କଲମ୍ବୋ,୧୩।୯: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ କୁଲଦୀପ ଯାଦବ ଚମତ୍କାର ବୋଲିଂ କରିଛନ୍ତି। ସେ ୯.୩ ଓଭରରେ ୪୩ ରନ ଦେଇ ୪ ଉଇକେଟ ନେଇଥିଲେ। ଭଲ ଫର୍ମରେ ଥିବା ଏହି ଚାଇନାମାନ ସ୍ପିନର ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚରେ ୫ ଉଇକେଟ…

ମଧ୍ୟପ୍ରଦେଶ ନିର୍ବାଚନରେ ଲଢ଼େଇ ଭାଜପା-କଂଗ୍ରେସର ନୁହେଁ ଏହା ଧର୍ମ ଅଧର୍ମ ମଧ୍ୟରେ ଲଢ଼େଇ: ରାମଭଦ୍ରାଚାର୍ଯ୍ୟ…

ଭୋପାଳ,୧୩।୯ : ହିନ୍ଦୁ ଧର୍ମକୁ ନେଇ ବିବାଦ ମଧ୍ୟରେ କଥାବାଚକାର ରାମଭଦ୍ରାଚାର୍ଯ୍ୟ ଏକ ବଡ଼ କଥା କହିଛନ୍ତି। ସେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସନାତନ ଧର୍ମ ଏବଂ ଅଧର୍ମ ମଧ୍ୟରେ ଲଢ଼େଇ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ସଓ୍ବେନିରେ ରାମ…

ଚନ୍ଦ୍ରାବାବୁଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି: ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତ ଉପରେ ରୋକ…

ଗୁଣ୍ଟର,୧୩।୯ : ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବୁଧବାର (ସେପ୍ଟେମ୍ବର ୧୩) କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ପୂର୍ବତନ ରାଜ୍ୟ ସିଏମ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରାଷ୍ଟ୍ରୀୟ ଅଧ୍ୟକ୍ଷଚନ୍ଦ୍ରବାବୁ ନାଇଡୁଙ୍କୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନ କରିବାକୁ…

ଭାରତର ଲଜ୍ଜାଜନକ ରେକର୍ଡ

କଲମ୍ବୋ,୧୩।୯: ଏସିଆ କପ ୨୦୨୩ ସୁପର-୪ର ଏକ ମ୍ୟାଚ୍‌ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୪୧ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଭାରତୀୟ ଦଳ ପ୍ରଥମେ ଖେଳି ଶ୍ରୀଲଙ୍କାର ୩ ସ୍ପିନର ମିଳିତ ଭାବରେ ୧୦…

ସନାତନ ଧର୍ମ ହିଁ ହିନ୍ଦୁ ଧର୍ମ, ଯେଉଁମାନେ ଜାଣି ନାହାନ୍ତି ପଢ଼ନ୍ତୁ ଦ୍ୱାଦଶ ଶ୍ରେଣୀର ପୁସ୍ତକ: ଅନ୍ନାମଲାଇ…

ଚେନ୍ନାଇ,୧୩।୯ : ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇ ସନାତନ ଧର୍ମ ବିରୋଧରେ ଉଦୟାନିଧି ଷ୍ଟାଲିନଙ୍କ ଘୃଣା ଭାଷଣକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦକ୍ଷିଣ ରାଜ୍ୟରେ ହିନ୍ଦୁ ଧର୍ମ ସନାତନ ଧର୍ମଠାରୁ ଭିନ୍ନ ବୋଲି କୁହାଯାଇ ସନାତନ…

ଶକ୍ତିନଗରରୁ ସେକ୍ସ ରାକେଟ ଠାବ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି। ଗୃହକର୍ତ୍ତା ଅମୂଲ୍ୟ ପାଢ଼ୀ ନିଜର ଶକ୍ତିନଗର ପ୍ରଥମ ଲାଇନରେ ଦୀର୍ଘଦିନ ଧରି ଏହି ସେକ୍ସ କାରବାର ଚଳାଉଥିଲେ। ବୁଧବାର ସକାଳେ ପୋଲିସ ଜେରା ବେଳେ ଏହି…

ଆଜି ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ, ୨୦୨୪କୁ ନେଇ ହୋଇପାରେ ସିଟ୍‌ ଭାଗବଣ୍ଟା

ନୂଆଦିଲ୍ଲୀ,୧୩।୯: ୨୦୨୪ ନିର୍ବାଚନ ରଣନୀତିକୁ ନେଇ ବିରୋଧୀ ଇ.ଣ୍ଡି.ଆ ମେଣ୍ଟ ଅଣ୍ଟା ଭିଡିଲାଣି। ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ଏନସିପି ନେତା ଶରଦ ପାଓ୍ବାରଙ୍କ ବାସଭବନରେ ବୁଧବାର ଅପରାହ୍ନ ୪ଟାରୁ…

ବଡ଼ ରେକର୍ଡ ହାସଲ କଲେ ଜାଡେଜା

କଲମ୍ବୋ,୧୩।୯: ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପ ୨୦୨୩ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଭାରତ ପାଇଁ ଏସିଆ କପ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇ ଜାଡେଜା ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଏହି ପ୍ରସଙ୍ଗରେ ସେ…

ଭିଏତନାମର ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୫୦ ମୃତ

ହନୋଇ,୧୩।୯: ଭିଏତନାମର ରାଜଧାନୀ ହନୋଇର ଏକ ଆପାର୍ଟମେଣ୍ଟ ବ୍ଲକରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଭିଏତନାମ ନ୍ୟୁଜ ଏଜେନ୍ସି (ଭିଏନଏ) କହିଛି ଯେ,…

ଏସିଆ କପ ଫାଇନାଲ ମ୍ୟାଚ ଉପରେ ବର୍ଷା ସଙ୍କଟ…

କଲମ୍ବୋ,୧୩।୯ : ଏସିଆ କପ ୨୦୨୩ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ମ୍ୟାଚଗୁଡିକରେ ବର୍ଷା ଯୋଗୁ ଅନେକ ବ୍ୟାଘାତ ଘଟିଛି। ୧୭ ସେପ୍ଟମ୍ବରରେ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ଦଳ…

ନିପା ଭାଇରସ: କେରଳରେ ଆଉ ଦୁଇ ଆକ୍ରନ୍ତ

ଥିରୁଭାନନ୍ତପୁରମ୍‌,୧୩।୯: କେରଳର କୋଜିକୋଡେ ଜିଲାରେ ନିପା ଭାଇରସରେ ଦୁଇ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ନଅ ବର୍ଷର ଶିଶୁ ସମେତ ଆଉ ଦୁଇଜଣ ଲୋକ ଏଥିରେ ଆକ୍ରନ୍ତ ହୋଇଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri