Home

ମୋର ଉଦ୍ଦେଶ୍ୟ ଆମେରିକା କାହା ସହ ଛିଡ଼ା ହୋଇଛି ସେନେଇ ବିଶ୍ୱକୁ ବାର୍ତ୍ତା ଦେବା: ବାଇଡେନ୍‌

ଜେରୁଜେଲମ,୧୮।୧୦: ଯୁଦ୍ଧର ସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଗସ୍ତ କରିଛନ୍ତି। ଏହାଦ୍ୱାରା ଆମେରିକା କେଉଁଠି ଛିଡ଼ା ହୋଇଛି ସେ ନେଇ ବିଶ୍ୱକୁ ଜଣାଇବାକୁ ଚାହୁଁଥିବା ଏକ ଖବରଦାତା ସମ୍ମିଳନୀରେ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି। ବାଇଡେନ କହିଛନ୍ତି, ମୋର…

ଆକ୍ରମଣ ଧମକ ପରେ ଖାଲି ହେଲା ଫ୍ରାନ୍ସର ୬ ବିମାନବନ୍ଦର

ପ୍ୟାରିସ୍‌,୧୮ା୧୦: ବୁଧବାର ଫ୍ରାନ୍ସର ୬ଟି ବିମାନବନ୍ଦରକୁ ଖାଲି କରାଯାଇଛି। ଆକ୍ରମଣ ଧମକ ପରେ ଏପରି ପଦକ୍ଷେପ ନିଆଯାଇଛି। ଇ-ମେଲ୍‌ ମାଧ୍ୟମରେ କେହି ବିମାନବନ୍ଦରରେ ଆକ୍ରମଣ କରିବେ ବୋଲି ଧମକ ଦେବାରୁ ପ୍ରଶାସନ ପକ୍ଷରୁ ନାଣ୍ଟେନ୍‌, ନାଇସ୍‌, ଟୁଲାଉସ୍‌ ଲିଲେ ଏବଂ ବାଉଭାଇସ୍‌…

କେଉଁ ଅବସ୍ଥାରେ ଅଛନ୍ତି ଇସ୍ରାଏଲର ଅପହୃତ, ଭିଡିଓ ଜାରି କଲା ହମାସ; ଦେଖନ୍ତୁ…

ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଗତ ୧୦ ଦିନ ଧରି ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍‌ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ହଜାର ହଜାର ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏସବୁ ମଧ୍ୟରେ ହମାସ ଶହ…

୩ ଦିନିଆ ଶୋକ ପାଳନ ପାଇଁ ଘୋଷଣା କଲା ତୁର୍କୀ

ଆଙ୍କାରା,୧୮ା୧୦: ଗାଜାରେ ହୋଇଥିବା ଭୟଙ୍କର ଆକ୍ରମଣରେ ମର୍ମାହତ ହୋଇ ତୁର୍କୀ ୩ ଦିନିଆ ଶୋକ ପାଳନ କରିବା ପାଇଁ ବୁଧବାର ନିଷ୍ପତ୍ତି ନେଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ଇସ୍ରାଏଲକୁ ମହିଳା, ଶିଶୁ ଏବଂ ନିରୀହ ସାଧାରଣ ନାଗରିକଙ୍କ ଆଶ୍ରୟସ୍ଥଳୀରେ…

ପାକିସ୍ତାନରୁ ଭାରତ ଆସିଥାଏ ଏସବୁ ଉତ୍ପାଦ, କିଛି ପ୍ରାୟ ପ୍ରତି ଘରେ ହୋଇଥାଏ ବ୍ୟବହୃତ; ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧୦: ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ନାହିଁ। ଉଭୟ ଦେଶ ଆତଙ୍କବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ରବ୍ୟର ଆମଦାନୀ-ରପ୍ତାନୀ ଜାରି ରହିଛି। ପାକିସ୍ତାନରୁ ଭାରତକୁ…

ଆଗରୁ ଟ୍ରାକ୍ଟର, ହେଲେ ପଛରୁ ଦେଖିଲେ ବସ୍‌; ଦେଶୀ ଯୋଗାଡର ଏହି ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ… 

ପଛରୁ ଦେଖିଲେ ଲାଗିବ ବସ୍‌। ହେଲେ ଆଗକୁ ଯାଇ ଦେଖିଲେ ଏହା ଟ୍ରାକ୍ଟର ମନେହେବ। ଦେଶୀ ଯୋଗାଡର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଭାରତରେ କିଛି ବି ଅସମ୍ଭବ ବୋଲି ଆପଣାଛାଏଁ ପାଟିରୁ ବାହାରି…

ମନ୍ଦିରରୁ ପଡ଼ି ରଙ୍ଗ କାରିଗରଙ୍କ ଜୀବନ ଗଲା

କୋକସରା,୧୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆସନ୍ତା ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥୀ ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ରଙ୍ଗ କାରିଗରଙ୍କ…

ଘାଟିରେ ଓଲଟିଲା କାଠବୋଝେଇ ଟ୍ରକ୍‌

ବାଲିଗୁଡ଼ା,୧୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ଏକ କାଠବୋଝେଇ ଟ୍ରକ୍‌ ନଂ. ୟୁପି-୬୭-ଟି- ୮୮୫୧ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ରକ୍‌ଟିର ବିଶେଷ…

ଅକୁହା ଯନ୍ତ୍ରଣା ବଖାଣିଲେ ଶିଳ୍ପାଙ୍କ ସ୍ବାମୀ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାୟୋପିକ ୟୁଟି ୬୯ର ଟ୍ରେଲର ରିଲିଜ ହୋଇଛି। ସେ ନିଜେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ଜଣେ ଅଭିନେତା ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ। ତାଙ୍କର ଫିଲ୍ମ ୟୁଟି୬୯ ରାଜ କୁନ୍ଦ୍ରାଙ୍କ…

ବିଜୁଳି ସମସ୍ୟା ସମାଧାନ ଦାବି ନେଇ ଏସ୍‌ଡିଓ ଅଫିସ ସମ୍ମୁଖରେ ବିକ୍ଷୋଭ

ସିଂହପୁର,୧୮ା୧୦(ଅନଙ୍ଗ ଉଦୟ ବେଉରିଆ): ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କନ୍‌ଜ୍ୟୁମର ଆସୋସିଏଶନ ଆଞ୍ଚଳିକ କମିଟି ଜରୀ-ଛନ୍ଦାମୁଣ୍ଡ କମିଟିର ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବାଳମୁକୁଳି ଇଲେକ୍ଟ୍ରିକାଲ ଏସ୍‌ଡିପିଓ ଅଫିସ୍‌ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି। ଘନଘନ ବିଜୁଳି କାଟ୍‌ ବନ୍ଦ, ପ୍ରସ୍ତାବିତ…

ଏକେ-୪୭ରୁ ନିଜ ଉପରେ ଫାୟାରିଂ କରି ଦାନ୍ତରେ ଗୁଳି ରୋକି ଦେଲେ, ଚମକାଇବ ଯବାନଙ୍କ ଏହି ଲୋମ ଟାଙ୍କୁରା ଭିଡିଓ…

ନିଜର ଗୁଳିଭର୍ତ୍ତି ଏକେ-୪୭ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ। ହେଲେ ତାଙ୍କର କ୍ଷତି ହେବା ତ ଦୂରର କଥା ସାମାନ୍ୟ ଆଘାତ ଟିକିଏ ବି ହେଲା ନାହିଁ। କାରଣ ସେ ସମସ୍ତଙ୍କୁ ଚକିତ କରି ଗୁଳିଟିକୁ ନିଜ ଦାନ୍ତ ମଝିରେ…

ଆଫଗାନିସ୍ତାନକୁ ୨୮୯ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୮।୧୦:ବିଶ୍ୱକପ୍‌ର ୧୬ତମ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ଏମ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଛି। ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଶାହିଡି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri