Home

କେପ ଭର୍ଡେରେ ମଝି ସମୁଦ୍ରରେ ଡଙ୍ଗା ବୁଡ଼ି: ୬୩ରୁ ଅଧିକ ମୃତ…

ପ୍ରାଲା,୧୭।୮ : ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଉପକୂଳରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ିଯାଇଛି। ପରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ତର୍ଜାତୀୟ ମାଇଗ୍ରେଶନ ସଂଗଠନ (ଆଇଓଏମ) ବୁଧବାର ଏହି ସୂଚନା…

କାନାଡାର ବ୍ରିଟିଶ କଲମ୍ବିଆରେ ଜଙ୍ଗଲ ନିଆଁ ଅଣାୟତ୍ତ, ଲଜରେ ଫସି ରହିଛନ୍ତି ୧୫୦ ଲୋକ…

ଓଟଓ୍ବା,୧୭।୮ : କାନାଡାର ବ୍ରିଟିଶ କଲମ୍ବିଆରେ ଜଙ୍ଗଲ ନିଆଁ ଅଣାୟତ୍ତ ହେବାରେ ଲାଗିଛି। ସିବିସି ନ୍ୟୁଜ ରିପୋର୍ଟ କରିଛି ପ୍ରଶାନ୍ତ କାନାଡିୟ ପ୍ରଦେଶର ବ୍ରିଟିଶ କଲମ୍ବିଆ (ବି.ସି.) ର ଏକ ଦୂରବର୍ତ୍ତୀ ଅଞ୍ଚଳରେ ପ୍ରାୟ ୧୫୦ ଲୋକ ଏକ ଗେଷ୍ଟହାଉସରେ ଫସି…

ନ୍ୟୁୟର୍କରେ ଟିକଟକ ଉପରେ ପ୍ରତିବନ୍ଧକ…

ଓ୍ବାଶିଂଟନ,୧୭।୮ : ସୁରକ୍ଷା ଚିନ୍ତାକୁ ଆଧାର କରି ନ୍ୟୁୟର୍କ ସିଟିରେ ଟିକଟକ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ମେୟର ଏରିକ ଆଡାମସଙ୍କ ମୁଖପାତ୍ର ଜୋନାସ ଆଲେନ ଏକ ବିବୃତ୍ତିରେ କହିଛନ୍ତି ସହରର ସାଇବର କମାଣ୍ଡ ସ୍ଥିର କରିଛି ଏହି ଆପ…

ପାକିସ୍ତାନ ଚର୍ଚ୍ଚରେ ଭଙ୍ଗାରୁଜା: ୧୦୦ରୁ ଅଧିକ ଗିରଫ, ଚିନ୍ତା ପ୍ରକଟ କଲା ଆମେରିକା…

ଇସଲାମାବାଦ,୧୭।୮ : କୁରାନ ପ୍ରତି ଅସମ୍ମାନ ଅଭିଯୋଗରେ ପାକିସ୍ତାନ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଇଛି। ଫୈସଲାବାଦରେ କେତେକ ଚର୍ଚ୍ଚରେ ଭଙ୍ଗାରୁଜା କରାଯାଇଛି। ଏହି ମାମଲାରେ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଖବରକାଗଜ ଡନ ଅନୁସାରେ ଜାରାନୱାଲା ଜିଲାରେ ଅନେକ ଚଚ୍ଚରେ…

ତାଇଓ୍ବାନ ପ୍ରସଙ୍ଗ: ଆମେରିକାକୁ ଚେତାବନୀ ଦେଲା ଚାଇନା, କହିଲା ନିଆଁ ସହ ଖେଳ ନାହିଁ…

ବେଜିଂ,୧୭।୮: ତାଇୱାନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ବିବାଦ ଲାଗି ରହିଛି। ଚାଇନା ଆମେରିକାକୁ ତାଇୱାନ ବିଷୟରେ ବାରମ୍ବାର ଚେତାବନୀ ଦେଉଛି। ଏଥି ସହିତ ଆମେରିକା ଏବଂ ତାଇୱାନ ମଧ୍ୟରେ ଏକ ଭିନ୍ନ ରଣନୀତି ଚାଲିଛି। ଇତିମଧ୍ୟରେ ତାଇୱାନର ଉପରାଷ୍ଟ୍ରପତି ୱିଲିୟମ…

ବିକି ଦେଉଛନ୍ତି ଆବାସ

ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ )କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା ଅଭିଯୋଗ…

ସ୍କୁଲ ନଳକୂଅରୁ ବାହାରୁଛି ଗୋଳିଆ ପାଣି

ନନ୍ଦାହାଣ୍ଡି,୧୭।୮(ପ୍ରତୀପ କୁମାର ଦାଶ)ବିଦ୍ୟାଳୟରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାରୀ ଯୋଜନା ହିସାବରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସମସ୍ତ ବିଦ୍ୟାଳୟ ମଧ୍ୟରେ ପିଇବା ପାଣି ପାଇଁ ମଧ୍ୟ ସୁବିଧା କରାଯାଇଛି। କିନ୍ତୁ ନବରଙ୍ଗପୁର…

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ)ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ ପଦକ…

ଚନ୍ଦ୍ରଶେଖରପୁର ୟୁଥ୍‌ ବିଜୟୀ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଚନ୍ଦ୍ରଶେଖରପୁର ୟୁଥ୍‌ ଆସୋସିଏଶନ ବିଜୟୀ ହୋଇଛି। ଜୟ ପଟ୍ଟନାୟକଙ୍କ ଗୋଲ…

୧୫ବର୍ଷ ଧରି କଣ୍ଠିଆ ସେତୁ ନିର୍ମାଣ ସରୁନି

କେନ୍ଦ୍ରାପଡ଼ା, ୧୭ା୮(ଜଗନ୍ନାଥ ଧଳ)ଚଳିତ ବ୍ରାହ୍ମଣୀ ନଦୀ ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଠାରେ ଥିବା କଣ୍ଠିଆ ସେତୁ ନିର୍ମାଣ ଦୀର୍ଘ ୧୫ ବର୍ଷ ତଳେ ଆରମ୍ଭ ହୋଇଥିଲା। ତାହା ଅଦ୍ୟାବଧି ଶେଷ ହୋଇନି।…

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ…

ଶଯ୍ୟାଶାୟୀ ବୃଦ୍ଧାଙ୍କ ତଣ୍ଟିକାଟି ହତ୍ୟା

ଭୁବନେଶ୍ୱର,୧୭।୮(ସତ୍ୟଜିତ୍‌ ରାଉତ)ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ବସ୍ତିରେ ମଙ୍ଗଳବାର ସ୍ବାଧୀନତା ଦିବସରେ ଏକ ହତ୍ୟାକାଣ୍ଡ ଘଟିଛି। ଶଯ୍ୟାଶାୟୀ ଥିବା ଜଣେ ବୃଦ୍ଧାଙ୍କୁ ଗଳାକାଟି ଅତି ନିର୍ମମ ଭାବେ କେହି ହତ୍ୟା କରିଛନ୍ତି। ମୃତା ବୃଦ୍ଧା ହେଲେ ଏଠାରେ ରହୁଥିବା ଗଞ୍ଜାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri