Home

ଯୋରନ୍ଦା ଉତ୍ସବ ମୁଖର, ଲାଗିହେଲା ନବାନ୍ନ ଭୋଗ

ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ଧର୍ମପୀଠ ମହିମା ଗାଦି ଯୋରନ୍ଦାରେ ନବାନ୍ନ ଉତ୍ସବ ରବିବାର ପାଳିତ ହୋଇଯାଇଛି। ନବାନ୍ନ ଉତ୍ସବ ପାଇଁ ଯୋରନ୍ଦାରେ ଜିଲାର ବିଭିନ୍ନ ଅଞ୍ଚଳ ସମେତ ମୟୂରଭଞ୍ଜ, କଟକ, ଜଗତସିଂହପୁର, କେନ୍ଦୁଝର, ଅନୁଗୋଳ, ସମ୍ବଲପୁର ଆଦି…

‘ପିଏମ୍‌ ବିଶ୍ୱକର୍ମା ଯୋଜନା’ ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ପିଏମ୍‌ ବିଶ୍ୱକର୍ମା ଯୋଜନା’ ଯୋଜନା ଆରମ୍ଭ କରିଛନ୍ତି। ଦିଲ୍ଲୀର ଦ୍ୱାରକାସ୍ଥିତ ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର’ (ଆଇଆଇସିସି) ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଅବସରରେ…

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର: ଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ଖୋଲିଲା ସ୍ପେଶାଲ ଓପିଡି

ନୂଆଦିଲ୍ଲୀ,୧୭।୯: ଦୀର୍ଘଦିନ ଧରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକମାନେ ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ସପିଡି ସେବା (ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଓପିଡି) ଦାବି କରୁଥିଲେ। ଏହି ସମ୍ପ୍ରଦାୟ ପାଇଁ ଏହା ଏକ ଖୁସିର ବିଷୟ ଯେ ବର୍ତ୍ତମାନ ସେମାନଙ୍କର ଆଶା ପୂରଣ ହୋଇଛି।…

ବଜ୍ରପାତରେ ଚାଲିଗଲା ୧୩ ଗୋରୁଙ୍କ ଜୀବନ

ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନରେ ବଜ୍ରପାତ ଘଟି ୧୩ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ବର୍ଷା ହେଉଥିବା ବେଳେ ଗୋରୁପଲ ଏକ ପଡ଼ିଆ ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ…

ତୃତୀୟ ମୋର୍ଚ୍ଚାର ସଙ୍କେତ ଦେଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୭।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ଏନ୍‌ଡିଏ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ପରେ ଏବେ ଏକ ତୃତୀୟ ସାମ୍ମୁଖ୍ୟ ମଧ୍ୟ ଗଠନ ହେଉଥିବା ଜଣାପଡିଛି। ଏନେଇ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ…

ଲିବ୍ୟା ବନ୍ୟାପ୍ରପୀଡ଼ିତଙ୍କ ନିକଟରେ ପହଞ୍ଚିଲା ୨୦ ଟନ୍‌ ସହାୟତା ସାମଗ୍ରୀ

ଡେର୍ନା,୧୭ା୯: ଲିବ୍ୟାରେ ବନ୍ୟା ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକଙ୍କ ମୃତଦେହ ମିଳିଛି। ଅନେକ ଲୋକ ନିଖୋଜ ବି ଅଛନ୍ତି। ଏହି ସମୟରେ, ଅନ୍ତର୍ଜାତୀୟ ସହାୟତା ସାମଗ୍ରୀ ଲିବ୍ୟାରେ ପହଞ୍ଚିବା ଆରମ୍ଭ କରିଛି। ରବିବାର ଡେର୍ନା ସହରରେ…

ଏସିଆ କପ୍‌ରୁ ବିଦା ହେବାପରେ ପାକିସ୍ତାନ ପିଛା ଛାଡୁନି ବିବାଦ: ମୁଖ୍ୟ ଚୟନକର୍ତ୍ତା ଦେଲେ ଧମକ

ଇସଲାମାବାଦ୍‌,୧୭।୯: ପାକିସ୍ତାନ କ୍ରିକେଟ ଦଳର ଏସିଆ କପ୍‌ରୁ ବାହାରିବା ପରେ ବିବାଦ ବୃଦ୍ଧି ପାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ବାବର ଆଜାମ ତାଙ୍କ ଖେଳାଳିଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି।…

ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମା ସ୍ଥାପିତ

ଗ୍ବାଲିଅର୍‌,୧୭।୯: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକ ଏବଂ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ଧୂମଧାମରେ ପାଳନ କରୁଛନ୍ତି। ଗ୍ବାଲିଅରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଛି। ଏଠାରେ ସମର୍ଥକମାନେ ତାଙ୍କ ନାମରେ ଏକ ପ୍ରତିମୂର୍ତ୍ତି…

ତୋଷଣ ରାଜନୀତି ଯୋଗୁ ୭୫ ବର୍ଷ ହେବ ପାଳନ କରାଯାଇ ନାହିଁ ତେଲେଙ୍ଗାନା ମୁକ୍ତି ଦିବସ: ଶାହା

ନୂଆଦିଲ୍ଲୀ,୧୭।୯: ସିକନ୍ଦରାବାଦରେ ତେଲେଙ୍ଗାନା ମୁକ୍ତି ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ୭୫ବର୍ଷ ଧରି କୌଣସି ସରକାର ଆମର ଯୁବକମାନଙ୍କୁ ଏହି ମହାନ ଦିନରେ…

ବିବାହ ପୂର୍ବରୁ ‘ଆର୍‌’ ଟୋପି ପିନ୍ଧିଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୪ ସେପ୍ଟେମ୍ବରରେ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟରେ ପରିଣୀତିଙ୍କୁ…

ସ୍ବପ୍ନ ବି ଆମକୁ ଦେଇଥାଏ ଅନେକ ସଙ୍କେତ, ଜାଣନ୍ତୁ…

ସ୍ବପ୍ନ ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ସ୍ବପ୍ନ ଆମକୁ କି ସଙ୍କେତ ଦେଇଥାଏ… * ଜ୍ୟୋତିଷଶାସ୍ତ୍ର ଅନୁସାରେ, ସ୍ବପ୍ନରେ ପ୍ରଭୁ ଗଣେଶଙ୍କର ଫଟୋ…

ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଗୁଗ୍‌ଲର ସହ-ପ୍ରତିଷ୍ଠାତା

ନ୍ୟୁୟର୍କ,୧୭ା୯: ଗୁଗ୍‌ଲର ସହ-ପ୍ରତିଷ୍ଠାତା ସର୍ଗେ ବିନ୍‌ ତାଙ୍କ ସ୍ତ୍ରୀ ନିକୋଲ ଶାନହନଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରକୃତରେ ତାଙ୍କ ସ୍ତ୍ରୀ ଏବଂ ଟେସଲା ମାଲିକ ତଥା ଗୁଗ୍‌ଲ ସିଇଓ ଏଲନ ମସ୍କଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri