Home

ସ୍ପୋର୍ଟ୍‌ସ କାର୍‌ ନିକଟରେ ସେଲ୍‌ଫି ଉଠାଉଥିଲେ ଗରିବ ବ୍ୟକ୍ତି, ମାଲିକ ଆସି କଲେ ଏମିତି, ଭିଡିଓ ଦେଖିଲେ…

ଗରିବ ଏବଂ ମଧ୍ୟବିତ୍ତ ପରିବାରର ଅନେକ ଇଚ୍ଛା ଥାଏ କିନ୍ତୁ ଘରର ଆବଶ୍ୟକତା ହେତୁ ସେମାନେ ନିଜ ଇଚ୍ଛା ପୂରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ। ଅର୍ଥର ଅଭାବ ମଧ୍ୟ ସେମାନଙ୍କର ସ୍ବପ୍ନକୁ ସାକାର କରିବାରେ ଅସମର୍ଥ ହେବାର ଏକ ପ୍ରମୁଖ…

ନକଲି ଦସ୍ତାବିଜ ଆଧାରରେ ବାଲ୍ୟ ବିବାହ, ୧୫ ଗିରଫ

ଦିସପୁର,୧୪।୯: ଆସାମରେ ପୁଣି ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି। ହାଇଲାକାଣ୍ଡି ଜିଲାରେ ନକଲି ଦସ୍ତାବିଜ ପ୍ରସ୍ତୁତ କରି ବାଲ୍ୟ ବିବାହର ବ୍ୟବସ୍ଥା କରୁଥିବା ପନ୍ଦର ଜଣଙ୍କୁ ପୋଲିସ ଗିରଫ କରିଛି। ଅତିରିକ୍ତ ଏସପି ଶାମିର ଦପ୍ତାରୀ ବାରୁଆ କହିଛନ୍ତି, ଏହି…

ଅଭିନେତା ଶାହାରୁଖ ଖାନଙ୍କୁ ‘ଥ୍ୟାଙ୍କ୍‌ ୟୁ’ କହିଲା ଭାଜପା

ନୂଆଦିଲ୍ଲୀ,୧୪।୯: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଫିଲ୍ମ ‘ଯବାନ’ ପାଇଁ ‘ଥ୍ୟାଙ୍କ୍‌ ୟୁ’ କହିଛି ଭାଜପା। ଏହି ଫିଲ୍ମ ୟୁପିଏ ଶାସନର ଦୁଃଖଦ ରାଜନୈତିକ ଇତିହାସକୁ ମନେ ପକାଇଥାଏ ବୋଲି ଦଳ କହିଛି। ଭାଜପା ଜାତୀୟ ମୁଖପାତ୍ର ଗୌରବ ଭାଟିଆ ମାଇକ୍ରୋ…

ଚର୍ଚ୍ଚାରେ ଅକ୍ଷତା ମୂର୍ତ୍ତି: କେବେ କରୁଥିଲେ ବଲ୍‌ବର ମାର୍କେଟିଂ, ଏବେ ୫୯୦୦ କୋଟି ଟଙ୍କାର ମାଲିକାଣୀ 

ଦିଲ୍ଲୀରେ ହୋଇଥିବା ଜି୨୦ ସମ୍ମିଳନୀରେ ଭାଗ ନେବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଭାରତ ଆସିଥିଲେ ପତ୍ନୀ ଅକ୍ଷତା ମୂର୍ତ୍ତି। ଏହି ସମୟରେ ଦୁହେଁ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ, ଯାହାର ଫଟୋ ଭାଇରାଲ ହେବା ପରେ ଅକ୍ଷତା…

କ୍ରେନ୍‌ ଖସି ୬ ମୃତ, ୫ରୁ ଅଧିକ ଆହତ

ବେଜିଂ,୧୪ା୯: ଚାଇନାର ଜିଆଙ୍ଗ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସିଚୁଆନ ପ୍ରଦେଶର ରାଜଧାନୀ ଜିଆନୟାଙ୍ଗରେ ଏକ କ୍ରେନ୍‌ ଖସିପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜିଆଙ୍ଗ ସହରର ତୁଓ ନଦୀ ଉପରେ ଏକ ଏକ୍ସପ୍ରେସଓ୍ବେ ବ୍ରିଜ୍‌ ନିର୍ମାଣ ସମୟରେ ବୁଧବାର…

ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ନୂଆ ଯୋଜନା କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୪।୯: ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରବାକୁ ଯାଉଛି। ଇଣ୍ଡିଗୋ ପାଇଲଟମାନେ ହାତରେ ଏକ ଉପକରଣ ଲଗାଇବେ ଯାହାଦ୍ୱାରା ସେମାନେ ହାଲିଆ ଥିବାର ସୂଚନା ମିଳିପାରିବ। ଇଣ୍ଡିଗୋ ଖୁବ୍‌ଶୀଘ୍ର ଏହି…

ମ୍ୟାଚ୍‌ ମଝିରେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ କୋହଲି: ଦେଖନ୍ତୁ ଭିଡିଓ

କଲମ୍ବୋ,୧୪।୯: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରିକେଟ ପଡ଼ିଆରେ କେବଳ ଦୁଇଟି ଅନ୍ଦାଜ୍‌ରେ ଦେଖିବାକୁ ମିଳେ। ଗୋଟିଏ ହେଉଛି ଆକ୍ରମଣାତ୍ମକ ଅନ୍ୟଟି ହେଉଛି ମଜା। ତେବେ ତାଙ୍କୁ ପ୍ରାୟତଃ ମ୍ୟାଚ ମଧ୍ୟରେ ପଡ଼ିଆରେ ନାଚୁଥିବା ଦେଖାଯାଏ। ପ୍ରଶଂସକମାନେ କୋହଲିଙ୍କ ଡ୍ୟନ୍ସକୁ ବହୁତ…

ଆଇରାଙ୍କ ବାହାଘର ପାଇଁ ଆମିରଙ୍କ ପ୍ରସ୍ତୁତି, ଜାନୁୟାରୀ ୩ରେ କୋର୍ଟ ମ୍ୟାରେଜ,ବଲିଉଡର କେହି ଯୋଗ ଦେବେନି…

ମୁମ୍ବାଇ : ବଲିଉଡ ଅଭିନେତା ଆମିର ଖାନ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ରୀନା ଦତ୍ତଙ୍କ ଝିଅ ଆଇରା ଖାନଙ୍କ ବିବାହ ହେବାକୁ ଯାଉଛି। ଏନେଇ ଆମିର ଖାନଙ୍କ ଘରେ ଏକ ବଡ ଉତ୍ସବ ହେବାକୁ ଯାଉଛି। ଆଇରା ଖାନ ତାଙ୍କ…

ଅବସର ନିଷ୍ପତ୍ତିରୁ ଓହରି ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୪।୯: ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଦିନିକିଆରେ ଇଂଲଣ୍ଡ ପାଇଁ ସବୁଠୁ ବଡ଼ ଇନିଂସ ଖେଳିଥିଲେ ଷ୍ଟୋକ୍ସ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ୧୨୪ ବଲରେ ୧୮୨ ରନ ସ୍କୋର କରିଥିଲେ। ଏଥିରେ…

ବଲାଙ୍ଗୀରର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୪ା୯(ଅସମାପିକା ସାହୁ): ବଲାଙ୍ଗୀରରେ ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ଚଞ୍ଚଳ ରାଣା। ଏନେଇ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି। ଜିଲାର…

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନେତା ଆୟୁଷ୍ମାନ ଖୁରାନା ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡରେ ଆୟୁଷ୍ମାନ ନିଜ ଅଭିନୟ ଜରିଆରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ନିକଟରେ ସେ ଫିଲ୍ମ ଡ୍ରିମ ଗାର୍ଲ-୨ରେ ମଧ୍ୟ ନିଖୁଳ ଅଭିନୟ କରିଛନ୍ତି। ଅଭିନୟ ଏବଂ ଗୀତ ଗାଇବା…

ଏଲନ୍‌ ମସ୍କଙ୍କୁ କଡ଼ା ସମାଲୋଚନା କଲା ତାଇଓ୍ବାନ

ତାଇପେ,୧୪ା୯: ତାଇଓ୍ବାନର ବୈଦେଶିକ ମନ୍ତ୍ରଣାଳୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ମାଲିକ ଏଲନ୍‌ ମସ୍କଙ୍କୁ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ତାଇଓ୍ବାନ ବିକ୍ରି ପାଇଁ ନୁହେଁ କି ଚାଇନାର ଅଂଶ ନୁହେଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri