ଆଜମ ଖାନ୍ ମୁସଲମାନ ହେତୁ ତାଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର: ଅଖିଳେଶ
ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର (ଏମ୍ପି-ବିଧାୟକ) କୋର୍ଟ ଅଜମ ଖାନ, ତାଙ୍କ ପତ୍ନୀ ତଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଜମ ଖାନଙ୍କ ପରିବାରକୁ ଦିଆଯାଇଥିବା ଦଣ୍ଡ ଉପରେ ଏସପି…
ଅମିତାଭଙ୍କୁ ଭେଟିଲେ ଧୋନୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ମୁମ୍ବାଇ,୧୮।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି। ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ…
ଅର୍ଡର ନ ଦେଇ ଆସିଲା ପାର୍ଶଲ, ଭିତରୁ ବାହାରିଲା…
ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଅନ୍ଲାଇନ୍ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲ ପମ୍ପ୍ ମାଲିକ ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସଦାବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି। ଏହାର…
ସ୍ଥଳଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ: ହମାସର ଚେତାବନୀ…
ଜେରୁଜେଲମ,୧୮।୧୦ : ଅବରୋଧିତ ଗାଜା ଷ୍ଟ୍ରିପ ଉପରେ ଯୋଜନାବଦ୍ଧ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ଟ୍ୟାଙ୍କ ଏବଂ ସାମରିକ ଯାନ ଯୋଗାଡ଼ କରୁଥିବାରୁ ହାମାସ ଆତଙ୍କବାଦୀ ଗୋଷ୍ଠୀ କହିଛି ଆମେ ଭୟଭୀତ ନୁହେଁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ଇସ୍ରାଏଲ ଏକ…
ବାଂଲାଦେଶ କ୍ରିକେଟର୍ଙ୍କୁ ଅଫର୍ ଦେଲେ ପାକିସ୍ତାନ ଅଭିନେତ୍ରୀ: ଭାରତକୁ ହରାଇଲେ ମିଳିବ…
ଅକ୍ଟୋବର ୧୪ ଦିନିକିଆ ବିଶ୍ୱକପ ୨୦୨୩ରେ ପାକିସ୍ତାନକୁ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆ ୭ ଉଇକେଟ ନେଇ ପାକିସ୍ତାନକୁ ପରାସ୍ତ କରିଛି। ଏହି ପରାଜୟ ପରେ ଅଭିନେତ୍ରୀ ସେହେର ସିନୱାରୀଙ୍କ…
ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ, ଆସନ୍ତା ୨୦ରୁ ଗଡିବନି ବସ୍
ଭୁବନେଶ୍ୱର, ୧୮।୧୦: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଧର୍ମଘଟ ଡାକରା ଦେଲେ ବସ୍ ମାଲିକ ସଂଘ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ବସ୍ ଧର୍ମଘଟ ଡାକରା ଦିଆଯାଇଛି। ଏନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା…
ଦୀର୍ଘଦିନର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଉପକୃତ ୨ ଲକ୍ଷ ଚାଷୀ
ଭୁବନେଶ୍ୱର,୧୮ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଝାରସୁଗୁଡ଼ାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ, ପୁରୀ…
ରୋହିତ ଶର୍ମାଙ୍କର କଟିଲା ୩ ଚାଲାଣ
ନୂଆଦିଲ୍ଲୀ,୧୮।୧୦: ଓ୍ବାନ ଡେ ଓ୍ବାର୍ଲଡ କପ ୨୦୨୩ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ହିଟମ୍ୟାନ ହାଇଓ୍ବେ ଉପରେ ବିଳାସପୂର୍ଣ୍ଣ କାରକୁ ୨୦୦ କିଲୋମିଟରରୁ ଅଧିକ ବେଗରେ ଚଳାଇବା ମହଙ୍ଗା ପଡିଛି। ଏହି କାରଣରୁ ତାଙ୍କର…
ଗାଜା ହସ୍ପିଟାଲ ଉପରେ କିଏ କରିଛି ଆକ୍ରମଣ, ତଥ୍ୟ ସହିତ ପ୍ରମାଣ ଦେଖାଇଲା ଇସ୍ରାଏଲ ସେନା
ଗାଜା,୧୮।୧୦: ଗାଜାର ହସ୍ପିଟାଲ ଆକ୍ରମଣ ପଛରେ କାହାର ରହିଛି ହାତ । ଏହାକୁ ନେଇ କାଦୁଅ ଫିଙ୍ଗା ଚାଲିଥିବା ସମୟରେ ପ୍ରମାଣ ସହ ତଥ୍ୟ ରଖିଲା ଇସ୍ରାଏଲ ସେନା । ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫର ମୁଖପାତ୍ର ରିୟର ଆଡମିରାଲ…
ଦଶହରାରେ କରନ୍ତୁ ଏମିତି କାମ, ଜୀବନରେ ଭରିଯିବ ସୁଖ-ସମୃଦ୍ଧି
ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମ ତିଥିରେ ବିଜୟାଦଶମୀ ପର୍ବ ପାଳନ କରାଯାଏ। ଏହି ଦିନ ଭଗବାନ ରାମ ରାବଣଙ୍କୁ ଦାହ କରି ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ହାସଲ କରିଥିଲେ। ତେଣୁ ବିଜୟାଦଶମୀ ପର୍ବ…
ଲୋକ ସଭା ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବମ୍ପର ଖୁସି, ଗଠନ ହେବ ଅଷ୍ଟମ ପେ କମିଶନ
ନୂଆଦିଲ୍ଲୀ,୧୮।୧୦: କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ଅର୍ଥାତ୍ ‘ଡିଏ’ ହାର ୪୨ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ କିଛି ବର୍ଷ ଧରି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଚାରି ପ୍ରତିଶତ…
ମୃତ କର୍ମଚାରୀଙ୍କ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଦ୍ୱିତୀୟ ଦିନରେ ଧାରଣା
ଛତ୍ରପୁର,୧୮ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆର୍ଇଏଲ୍)କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ଅବହେଳା ଯୋଗୁ ମୃତକ ପରିବାର ସଦସ୍ୟମାନେ ମଙ୍ଗଳବାରଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କୁ…
Archives


