ବିବାହ ପୂର୍ବରୁ ‘ଆର୍’ ଟୋପି ପିନ୍ଧିଲେ ପରିଣୀତି
ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୪ ସେପ୍ଟେମ୍ବରରେ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟରେ ପରିଣୀତିଙ୍କୁ…
ସ୍ବପ୍ନ ବି ଆମକୁ ଦେଇଥାଏ ଅନେକ ସଙ୍କେତ, ଜାଣନ୍ତୁ…
ସ୍ବପ୍ନ ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ସ୍ବପ୍ନ ଆମକୁ କି ସଙ୍କେତ ଦେଇଥାଏ… * ଜ୍ୟୋତିଷଶାସ୍ତ୍ର ଅନୁସାରେ, ସ୍ବପ୍ନରେ ପ୍ରଭୁ ଗଣେଶଙ୍କର ଫଟୋ…
ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଗୁଗ୍ଲର ସହ-ପ୍ରତିଷ୍ଠାତା
ନ୍ୟୁୟର୍କ,୧୭ା୯: ଗୁଗ୍ଲର ସହ-ପ୍ରତିଷ୍ଠାତା ସର୍ଗେ ବିନ୍ ତାଙ୍କ ସ୍ତ୍ରୀ ନିକୋଲ ଶାନହନଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରକୃତରେ ତାଙ୍କ ସ୍ତ୍ରୀ ଏବଂ ଟେସଲା ମାଲିକ ତଥା ଗୁଗ୍ଲ ସିଇଓ ଏଲନ ମସ୍କଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ…
ଭାଜପା ‘ସନାତନ ଧର୍ମ’ର ସମର୍ଥକ କିମ୍ବା ସୁରକ୍ଷାକାରୀ ନୁହେଁ: କପିଲ ସିବଲ
ଚେନ୍ନାଇ,୧୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଥମିବାର ନାଁ ଧରୁନି। ଗୋଟିଏ ପଟେ ଭାଜପା ଏହି ପ୍ରସଙ୍ଗରେ ବିରୋଧୀ ଦଳ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟ ପଟେ…
ଇତିହାସ ପାଲଟିଲା ଲଣ୍ଡନର ଇଣ୍ଡିଆ କ୍ଲବ…
ଲଣ୍ଡନ,୧୭।୯ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ସହ ଜଡିତ ଏକ ଅଧ୍ୟାୟ ୧୭ ସେପ୍ଟେମ୍ବରରେ ଶେଷ ହୋଇଛି। ଲଣ୍ଡନ ସ୍ଥିତ ‘ଇଣ୍ଡିଆ କ୍ଲବ’ ରବିବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଏହି କ୍ଲବ ଲଣ୍ଡନରେ ଥାଇପାରେ, କିନ୍ତୁ ଏହାର ମୂଳ…
ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସର ଦାବି, ମହିଳା ସଂରକ୍ଷଣ ବିଲ ପାସ କରନ୍ତୁ ମୋଦି ସରକାର
ହାଇଦ୍ରାବାଦ,୧୭।୯: କଂଗ୍ରେସ ଦଳ ଆଗାମୀ ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନ ପାଇଁ ମନ୍ଥନ ଆରମ୍ଭ କରି ଦେଇଛନ୍ତି। ନବ ଗଠିତ କଂଗ୍ରେସ କାର୍ଯ୍ୟ କମିଟିର ଦୁଇ ଦିନିଆ ବୈଠକର ଦ୍ୱିତୀୟ ଦିନରେ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ…
ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନାହିଁ ମମତାଙ୍କ ସହ ଆଉ କେତେଜଣ ମୁଖ୍ୟମନ୍ତ୍ରୀ
କୋଲକାତା,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ୭୩ବର୍ଷ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଭାଜପା ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛି। ଦେଶର ବହୁ ବଡ ନେତା ତଥା…
ସନାତନ ଧର୍ମ ବିବାଦକୁ ନେଇ ଷ୍ଟାଲିନଙ୍କୁ ଟାର୍ଗେଟ କଲେ ସୀତାରମଣ, କହିଲେ ଦମ ଅଛି ତ ଅନ୍ୟ ଧର୍ମପାଇଁ ଏମିତି କହି ଦେଖାନ୍ତୁ
ନୂଆଦିଲ୍ଲୀ,୧୭।୯: ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶନିବାର ନିର୍ମଳା ସୀତାରମଣ ଏହି ବୟାନର ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଗଣମାଧ୍ୟମକୁ ସୂଚନା…
୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ, ଦୁଇ ବିଭାଗ ମୁହାଁମୁହିଁ
ଛତ୍ରପୁର,୧୭ା୯(ସନ୍ତୋଷ ପାଢ଼ୀ): ୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ। ଛତ୍ରପୁର ଏନ୍ଏସି ଏବଂ ପ୍ରାଣୀ ଚିକିତ୍ସା ବିଭାଗ ଭିତରେ ଝଗଡ଼ା ପଦାରେ ପଡ଼ିଛି। ଗଞ୍ଜାମ ଜିଲା ଛତ୍ରପୁରରେ ଏପରି ଘଟଣା ଦେଖିବାକୁ ମିଳିଛି। ଗତ ୧୩ ତାରିଖରେ ରାସ୍ତାରେ ଗୋଟିଏ…
ପରଦାକୁ ଆସିବ ସିଂଘମ ଏଗେନ୍
ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦର୍ଶକଙ୍କ ପାଇଁ ଫିଲ୍ମ ‘ସିଂଘମ ଏଗେନ୍’ ଭେଟି ଦେବାକୁ ଯାଉଛନ୍ତି। ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଅଜୟ ଦେବଗାନଙ୍କ ସମେତ ଅନେକ ତାରକା ପୁଣିଥରେ ‘ସିଂଘମ ଏଗେନ୍’ରେ ଦେଖିବାକୁ ଯାଉଛନ୍ତି। ନିକଟରେ ଶୁଭ ମହୁରତ ସମୟରେ…
ମାଆଙ୍କ ବିନା ପ୍ରଥମଥର ଜନ୍ମଦିନ ପାଳିଲେ ମୋଦି
ନୂଆଦିଲ୍ଲୀ,୧୭।୯: ଆଜି ଅର୍ଥାତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଏହି ଅବସରରେ ଗୁଜୁରାଟରୁ ଦେଶର ଅନ୍ୟାନ୍ୟ ସ୍ଥାନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ଖୁସିର ଅଭିବ୍ୟକ୍ତି ଥିବାବେଳେ ତାଙ୍କ…
‘ମୁଁ ଅନୁପଯୋଗୀ ଯଦି ମୋତେ କୁହାଯାଉ…ଚାଲିଯିବି’! ପ୍ରଥମ ଦିନରେ ନ୍ୟୁ ପାର୍ଲାମେଣ୍ଟ ବିଲଡିଂ ପହଞ୍ଚି ରାଗିଲେ ଅଧିର ରଞ୍ଜନ
ନୂଆଦିଲ୍ଲୀ,୧୭।୯: ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ରବିବାର ନୂତନ ସଂସଦ ଭବନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏହି ସମୟରେ ଲୋକ ସଭା ବାଚସ୍ପତି ଓମ ର୍ବିଲା, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପୀୟୁଷ ଗୋୟଲ,…
Archives


