Home

‘ରାମଚରିତମାନସରେ ପୋଟାସିୟମ ସାଇନାଇଡ’, ଚନ୍ଦ୍ରଶେଖରଙ୍କ ବିବାଦୀୟ ବୟାନ, ଭାଜପା କହିଲା ଚାଖି ନିଅନ୍ତୁ…

ନୂଆଦିଲ୍ଲୀ,୧୫।୯: ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ପୁଣିଥରେ ତାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚନ୍ଦ୍ରଶେଖର ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାମଚରିତମାନସରେ ପୋଟାସିୟମ ସାଇନାଇଡ ଅଛି, ଯେପର୍ଯ୍ୟନ୍ତ ଏହା ଅଛି,…

୪ ଘର ଭାଙ୍ଗିଲେ ହାତୀପଲ

ପାଟଣା,୧୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ୨୨ ଟିକିଆ ବଣୁଆ ଝାଡ଼ଖଣ୍ଡି ହାତୀପଲ ଗୁରୁବାର ରାତିରେ ପାଟଣା ରେଞ୍ଜ ଛାଡ଼ି କରଞ୍ଜିଆ ରେଞ୍ଜ ବଡ଼ ଦେଉଳି ଜଙ୍ଗଲରେ ଡେରା ପକାଇଛନ୍ତି। ଏଥିସହ ଏହି ହାତୀପଲ ଉପଦ୍ରବରେ ଗୁରୁବାର…

ନୁହରେ ପୁଣି ଇଣ୍ଟରନେଟ ବନ୍ଦ, ୧୪୪ ଧାରା ଜାରି

ନୁହ,୧୫।୯: ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାଁଙ୍କ ଗିରଫ ପରେ ଜିଲାରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ୧୬ ସେପ୍ଟେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଏହା…

୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ଏହି ବ୍ୟବସାୟୀ, ଶହେ ସନ୍ତାନର ଜନକ ହେବାକୁ ରଖିଛନ୍ତି ଇଚ୍ଛା

ଉଗାଣ୍ଡାର ଜଣେ ବ୍ୟବସାୟୀ ଗୋଟିଏ ଦିନରେ ୭ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ସେହି ବ୍ୟବସାୟୀଙ୍କ ନାମ ହବିବ ଏନ୍‌ସିକୋନେ(୪୩)। ସେ ଜଣେ ପ୍ରସିଦ୍ଧ ଟ୍ରାଡିଶନାଲ ହିଲର। ସେ କହିଛନ୍ତି, ପ୍ରତ୍ୟେକ ଝିଅ ମୋତେ ହଁ କହିବା ପରେ ହବିବ…

‘ଆମ୍ବେଦକର କ୍ଲର୍କ ଥିଲେ, ସମ୍ବିଧାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ’,ପୂର୍ବତନ ଭିଏଚପି ନେତାଙ୍କ ବିବାଦୀୟ ବୟାନ ପରେ ଗିରଫ

ନୂଆଦିଲ୍ଲୀ,୧୫।୯: ତାମିଲନାଡୁର ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତା ଆରବିଭିଏସ ମଣିୟନ ବିଆର ଆମ୍ବେଦକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି। ଆମ୍ବେଦକରଙ୍କ ବ୍ୟତୀତ ହିନ୍ଦୁତ୍ୱ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହୁଥିବା ଆରବିଭିଏସ ମଣିୟନ ମଧ୍ୟ ସାଧୁ-କବି…

ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଜାରି କଲେ ନକ୍ସା

ଅବୁଧାବି/ନୂଆଦିଲ୍ଲୀ,୧୫।୯: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଉ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶର ସମର୍ଥନ ପାଇବ ନାହିଁ। ପାକିସ୍ତାନର ନିକଟବର୍ତ୍ତୀ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ବୀକାର କରିଛି। ଏଥିପାଇଁ ସଂଯୁକ୍ତ ଆରବ…

ଗ୍ରେଟର ନୋଏଡାରେ ବଡ ଦୁର୍ଘଟଣା: ନିର୍ମାଣାଧିନ ବିଲଡିଂର ଲିପ୍ଟ ଖସି ୪ ଶ୍ରମିକ ମୃତ

ଗେଟର ନୋଏଡା,୧୫।୯: ଗ୍ରେଟର ନୋଏଡାରେ ଏକ ବଡ ଦୁର୍ଘଟଣା ହୋଇଥିବା ଖବର ଆସିଛି। ଗ୍ରେଟର ନୋଏଡା ୱେଷ୍ଟର ଡ୍ରିମ ଭ୍ୟାଲି ପ୍ରୋଜେକ୍ଟର ନିର୍ମାଣ ସ୍ଥଳରେ ଲିଫ୍ଟ ଖସିଯିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ…

ରାଜସ୍ଥାନରେ ଜଙ୍ଗଲ ରାଜ ଶେଷ କରି ରାମ ରାଜ୍ୟ ଆଣିବୁ: ଅନୁରାଗ ଠାକୁର

ଜୟପୁର,୧୫।୯: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ସମ୍ପୂର୍ଣ୍ଣ ଶକ୍ତି ସହିତ ମଇଦାନକୁ ପ୍ରବେଶ କରିଛି। ଗୁରୁବାର ପ୍ରଚାର କରିବାକୁ ସେଠାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟର କଂଗ୍ରେସ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ…

ମଣିପୁର ହିଂସାକୁ ୪ ମାସ: ୧୭୫ ମୃତ୍ୟୁ, ୧୧୦୦ରୁ ଅଧିକ ଆହତ, ପୋଡି ଦେଇଛନ୍ତି ୪,୭୮୬ ଘର

ଇମ୍ଫାଲ,୧୫।୯: ମଣିପୁରରେ ଗତ ୪ ମାସ ହେବ ହିଂସା ଜାରି ରହିଛି। ମେ’୩ରେ ଆରମ୍ଭ ହୋଇଥିବା ଜାତୀୟ ହିଂସାରେ ଅତିକମରେ ୧୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏହାସହ ଏକ ହଜାରରୁ ଅଧିକ ଲୋକ ଆହତ ହୋଇ ସାରିଛନ୍ତି। ଆଇଜିପି (ଅପରେସନ୍ସ)…

ଦୁଇ ସପ୍ତାହ ହେଲା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ନଜରବନ୍ଦୀ ଆଶଙ୍କା କଲେ ଆମେରିକା ରାଷ୍ଟ୍ରଦୂତ

ଟୋକିଓ,୧୫ା୯: ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ପଚାରିଛନ୍ତି ଯେ, ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜରବନ୍ଦୀ ରଖାଯାଇଛି କି? ରାଷ୍ଟ୍ରଦୂତ କହିଛନ୍ତି, ଏହା ଗତ ଦୁଇ ସପ୍ତାହ ମଧ୍ୟରେ ଚାଇନାବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି।…

ନିମ୍ନମାନର ଛତୁଆକୁ ନେଇ ଅସନ୍ତୋଷ

ରାଉରକେଲା,୧୫।୯(ଦିନେଶ ମିଶ୍ର): କୋମଳମତି ଶିଶୁମାନଙ୍କ ମାନସିକ, ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି କ୍ରମରେ ରାଉରକେଲା ସହରରେ ଥିବା ୪୦ଟି ୱାର୍ଡର ବିଭିନ୍ନ ସ୍ଥାନରେ ଅଙ୍ଗନଓ୍ବାଡି କେନ୍ଦ୍ରମାନ…

ଧୀରେ ଧୀରେ କମିଲାଣି ସୁସ୍ବାଦୁ ଜମିମାଛ

ନନ୍ଦାହାଣ୍ଡି,୧୫।୯ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ପ୍ରତିବର୍ଷ ସାଧାରଣତଃ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ହୁଏ। ଏହି ବର୍ଷାଜଳରେ ଚାଷ କାମ କରାଯାଏ। ଧାନ ରୁଆ ସରିବା ପରେ ବର୍ଷା ଯୋଗୁ ଉପରମୁଣ୍ଡର ପାଣି ତଳକୁ ବୋହିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri