ଗ୍ଲେନମାର୍କ ଲାଇଫ୍ ସାଇନ୍ସେଜ୍କୁ କିଣିବ ନିର୍ମା
ନୂଆଦିଲ୍ଲୀ,୨୨।୯: ଗ୍ଲେନମାର୍କ ଲାଇଫ୍ ସାଇନ୍ସେଜ୍କୁ କିଣିବ ନିର୍ମା ଲିମିଟେଡ୍। ଔଷଧ କମ୍ପାନୀ ଗ୍ଲେନମାର୍କ ଫାମାସୁଟିକାଲ୍ସର ସହଯୋଗୀ କମ୍ପାନୀ ଗ୍ଲେନମାର୍କ ଲାଇଫ ସାଇନ୍ସେଜ୍ରେ ୭୫% ଅଂଶଧନକୁ ନିର୍ମା କମ୍ପାନୀ କିଣିବ ବୋଲି ସ୍ପଷ୍ଟ ହୋଇଛି। ଏହି ବିକ୍ରି ଶେୟାର ପିଛା ୬୧୫ ଟଙ୍କାରୁ…
ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ
ତେଲକୋଇ,୨୨ା୯(ରଞ୍ଜିତ ବିଶ୍ୱାଳ): ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚତ୍ପାରିଲାନି ଆମ୍ବୁଲାନ୍ସ। ଫଳରେ ଖଟିଆରେ ବୁହାହୋଇ ୧ କିଲୋମିଟର ଗଲେ ଗର୍ଭବତୀ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅଧୀନ ଗୁରୁମ…
ସଲମାନଙ୍କୁ ଗାଳି ଦେଇନାହିଁ,ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିଲା: ସୋମି ଅଲ୍ଲୀଙ୍କ ସଫେଇ…
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ଙ୍କୁ ନେଇ ବଡ଼ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ସୋମି ଅଲ୍ଲୀ ଖାନ୍। ପ୍ରଥମେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତା ନିଜର କଥିତ ପ୍ରେମିକାମାନଙ୍କୁ ମାର୍ପିଟ୍ କରିଥିବା ସେ ପୋଷ୍ଟ କରିଥିଲେ। ହେଲେ ଏବେ…
ପିତାଙ୍କ ପାଇଁ ଏମିତି ପେଣ୍ଟିଂ କଲେ କୁନି ଝିଅ, ଦେଖିଲେ ପାଦତଳୁ ଖସିଯିବ ମାଟି…
ପିଲାମାନେ ସବୁବେଳେ ସେମାନଙ୍କ ପିତାଙ୍କୁ ହିରୋ ଭାବରେ ବିବେଚନା କରନ୍ତି ଏବଂ ବିଶେଷ ସମୟରେ ତାଙ୍କୁ ଏହା ବୁଝାଇବା ପାଇଁ ଚେଷ୍ଟା କରନ୍ତି ଯେ, ସେ ସେମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶିଶୁମାନେ ଏହି ଭାବନାକୁ ମୌଖିକ ଭାବରେ ପ୍ରକାଶ…
ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଚାଇନା, ବୈଦେଶିକ ମନ୍ତ୍ରଣାଳୟ କହିଲା ଭେଦଭାବପୂର୍ଣ୍ଣ ବ୍ୟବହାର ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ/ବେଜିଂ,୨୨।୯: ଭାରତୀୟ ଖେଳାଳିଙ୍କୁ ଏସିଆନ ଗେମ୍ସରେ ଏଣ୍ଟ୍ରି ନ ଦେବାକୁ ନେଇ ଚାଇନାର ଚାଲକୁ ଭାରତ କଡା ବିରୋଧ କରିଛି। ନିକଟରେ ହାଙ୍ଗଝୁରେ ଅନୁଷ୍ଠିତ ହେବାକୁ ଥିବା ୧୯ବିଂଶ ଏସିଆନ ଗେମ୍ସରେ ଭାଗ ନେବାକୁ ଅରୁଣାଚଳ ପ୍ରଦେଶର ଭାରତୀୟ ଖେଳାଳିଙ୍କ ପ୍ରବେଶକୁ…
ଭାରତ-କାନାଡା ବିବାଦ ମଧ୍ୟରେ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିବାକୁ ପହଞ୍ଚିଲେ ୟୁକ୍ରେନ ରାଷ୍ଟ୍ରପତି
ଅଟାଓ୍ବା,୨୨।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୁଟନୈତିକ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି। ଏଭଳି ସ୍ଥିତି ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କାନାଡା ଗସ୍ତରେ ପହଞ୍ଚିଛନ୍ତି। ରୁଷିଆ ଆକ୍ରମଣ ସହ ଲଢ଼ୁଥିବା ନିଜ ଦେଶ ଲାଗି…
ପ୍ରଥମ ଓଡ଼ିଆଭାବେ ଏସିଆନ ଗେମ୍ସରେ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ ପ୍ରଣତିି
ଚାଇନାର ହାଙ୍ଗଝୋରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁ ଯାଉଛି ଏସିଆନ୍ ଗେମ୍ସର ୧୯ଶ ସଂସ୍କରଣ। ଏବେ ଏହି ମେଗା ଇଭେଣ୍ଟ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ। ଏସିଆନ ଗେମ୍ସ ଆସିଲେ ସ୍ବତଃ ଚର୍ଚ୍ଚାକୁ ଆସନ୍ତି ଓଡ଼ିଶାର କିମ୍ବଦନ୍ତୀ ଆଥଲେଟ୍ ପ୍ରଣତି ମିଶ୍ର।…
ମୁସଲମାନଙ୍କୁ ଦୁର୍ବ୍ୟବହାର କରିବା ଭାଜପା ପାଇଁ ନୂଆ କଥା ନୁହେଁ: ଓଓ୍ବାଇସି
ନୂଆଦିଲ୍ଲୀ,୨୨।୯: ଲୋକ ସଭାରେ ବିଏସପି ଏମ୍ପି କୁନଓ୍ବାର ଡାନିଶ ଅଲିଙ୍କୁ ଭାଜପା ଏମ୍ପି ରମେଶ ବିଧୁରୀ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଭାଜପାକୁ ଟାର୍ଗେଟ୍ କରିଛନ୍ତି। ଓୱାଇସି କହିଛନ୍ତି ଯେ, ମୁସଲମାନଙ୍କୁ ଦୁର୍ବ୍ୟବହାର କରିବା ଭାଜପା ପାଇଁ…
ଫିଲିପାଇନ୍ସରେ ବିଷାକ୍ତ ଗ୍ୟାସ୍ ନିର୍ଗତ, ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି
ମାନିଲା,୨୨ା୯: ଫିଲିପାଇନ୍ସର ରାଜଧାନୀ ମାନିଲା ନିକଟରେ ଶୁକ୍ରବାର ସଲ୍ଫର୍ ଡାଇଅକ୍ସାଇଡ୍ ଏବଂ ଆଗ୍ନେୟଗିରିରୁ ଧୂଆଁ ନିର୍ଗତ ହୋଇଛି। ଏନେଇ ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଭୂ-ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜଧାନୀର ୫ଟି ସହର ଏବଂ…
ଖେବର ପାଖ୍ଟନଖୱାରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ
ଇସଲାମାବାଦ,୨୨।୯: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ସର୍ଚ୍ଚ ଅପରେଶନରେ ଯବାନଙ୍କୁ ବଡ ସଫଳତା ମିଳିଛି। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୫ ଜଣ ଆତଙ୍କବାଦୀଙ୍କୁ ସେନା କର୍ମଚାରୀ ଗିରଫ କରିଛନ୍ତି। ଏହି ଅପରେଶନ ସମ୍ପର୍କରେ ସୂଚନା ଦେଇ ସେନା…
ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋଙ୍କୁ ପସନ୍ଦ କରନ୍ତି ନାହିଁ କାନାଡାବାସୀ
ଅଟାଓ୍ବା,୨୨।୯: କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ଭାରତର ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ତେବେ ଏହାରି…
କ୍ଷମା ମାଗିଲେ ରାଜନାଥ ସିଂ
ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଭାଜପା ଏମ୍ପି ରମେଶ ବିଧୁରୀଙ୍କ ଅଶ୍ଲୀଳ ଭାଷା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଚନ୍ଦ୍ରୟାନ-୩ ମିଶନ ଉପରେ ଆଲୋଚନା ବେଳେ ରମେଶ ବିଧୁରୀ ବିଏସପି ଏମ୍ପି କୁନୱାର ଡାନିଶ ଅଲିଙ୍କ…
Archives


