Home

ଶେୟାରଧାରକ ନୁହନ୍ତି ମାଲିକ: ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଚଢ଼ାଉ ନେଇ ବିବାଦ ଘନେଇଲା…

ନୂଆଦିଲ୍ଲୀ,୨୨।୧୧ : ମନି ଲଣ୍ଡରିଂ ମାମଲାରେ ଆସୋସିଏଟେଡ ଜର୍ନାଲ ଲିମିଟେଡ (ଏଜେଏଲ) ଏବଂ ୟଙ୍ଗ ଇଣ୍ଡିଆନର ସମ୍ପତ୍ତିକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସଂଲଗ୍ନ କରିବା ପରେ ବିବାଦ ଆହୁରି ଘନେଇବାରେ ଲାଗିଛି। ବିରୋଧୀ ଦଳର ନେତାମାନେ କ୍ରମାଗତ ଭାବରେ ଭାଜପା ସରକାର…

ଟ୍ରକ-ଅଟୋ ଧକ୍କା: ୮ ଛାତ୍ର ଆହତ, ଭିଡିଓ ଭାଇରାଲ…

ହାଇଦ୍ରାବାଦ,୨୨।୧୧ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଛି। ଅଟୋରେ ଯାତ୍ରା କରୁଥିବା ଆଠ ଜଣ ସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ।…

୩୮ଟି ଦାନ୍ତ ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ ଭାରତୀୟ ମହିଳା

ନୂଆଦିଲ୍ଲୀ,୨୨।୧୧:ସାଧାରଣ ମଣିଷର କେତୋଟି ଦାନ୍ତ ଥିବା ନେଇ ଆପଣଙ୍କୁ ପଚାରିଲେ ଏହାର ଉତ୍ତର ଆପଣ ୩୨ହିଁ ଦେବେ। କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାରତର…

ଓ୍ବାର୍ନର କଲେ ବଡ଼ ଖୁଲାସା: ଏହି ଗୋଟିଏ ନିଷ୍ପତ୍ତି ବଦଳାଇଦେଇଥିଲା ଅଷ୍ଟ୍ରେଲିଆ ଟିମ୍‌ର ଭାଗ୍ୟ

ନୂଆଦିଲ୍ଲୀ,୨୧।୧୧: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଉଥିଲେ। ଏଣୁ ତାଙ୍କ ନିଷ୍ପତ୍ତି ବିରୋଧି…

ଦିଲ୍ଲୀ ଉପରେ ନୂଆ ବିପଦ: ୬ ମାସ ଧରି ହସ୍ପିଟାଲରେ ଅଭାବ ଏଚଆଇଭି ଟେଷ୍ଟ କିଟ୍‌…

ନୂଆଦିଲ୍ଲୀ,୨୨।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର କେତେକ ଡାକ୍ତରଖାନା ଏବଂ ଇଣ୍ଟିଗ୍ରେଟେଡ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ଗତ ୬ ମାସ ଧରି ଏଚଆଇଭି ନିଶ୍ଚିତକରଣ ଟେଷ୍ଟ କିଟ ଅଭାବର ସମ୍ମୁଖୀନ ହୋଇଛି। ଏହି ଅଭାବ ଯେଉଁମାନେ ଏହି ସଂକ୍ରମଣରେ…

ଖେଳାଳିଙ୍କୁ ପିଲାଙ୍କ ଭଳି ଭାବୁଛନ୍ତି ପ୍ରଧାନମନ୍ତ୍ରୀ: ମୋଦିଙ୍କୁ ପ୍ରଶଂସା କଲେ ପାକିସ୍ତାନୀ କ୍ରିକେଟର…

ଇସଲାମାବାଦ,୨୨।୧୧ : ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ନିରାଶ ହେବା ପରେ ଭାରତୀୟ ଖେଳାଳିମାନେ ହତାଶ ହୋଇ ପଡିଥିଲେ। ତେବେ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ମ୍ୟାଚ ପରେ ଯେତେବେଳେ ସମସ୍ତ ଖେଳାଳି ଦୁଃଖରେ ବୁଡି ଯାଇଥିଲେ, ସେତେବେଳେ…

ଏୟାରଲାଇନ୍ସରେ ପରଷା ଯାଉଛି ଡଗ ଫୁଡ୍‌, ଭାଇରାଲ ହେଉଛି ମେନୁ

ବେଜିଂ,୨୨।୧୧:ଜଣେ ଯାତ୍ରୀ ଏୟାରଲାଇନ୍ସ ଉପରେ ଅଭିଯୋଗ ଆଣିଛନ୍ତି କି, ବିମାନ ଯାତ୍ରା ସମୟରେ ତାଙ୍କୁ ଡଗ୍‌ ଫୁଡ୍‌ ପରଷା ଯାଉଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିଜନେସ କ୍ଲାସ ମେନୁର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର…

ଭାଜପା ଚକ୍ରବ୍ୟୁହରେ କଂଗ୍ରେସର ୩ ଅଭିମନ୍ୟୁ…

ଜୟପୁର,୨୨।୧୧ : ପ୍ରତି ପାଞ୍ଚ ବର୍ଷରେ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନର ଧାରା ଦେଖାଦେଇଛି। ଏଥର ମଧ୍ୟ ଲାଗୁଛି ଏହି ପରମ୍ପରା ଜାରି ରହିବ। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ପ୍ରଚାର ବନ୍ଦ ହେବା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହା…

ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ, ଡାକ୍ତର-ଶିକ୍ଷକ-କନଷ୍ଟେବଳ ନିଲମ୍ବିତ…

ଶ୍ରୀନଗର,୨୨।୧୧ : ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କଡା ପଦକ୍ଷେପ ଲାଗୁ କରିବାକୁ ଜମ୍ମୁ-କଶ୍ମୀର ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜଣେ ଡାକ୍ତର, ଶିକ୍ଷକ ଏବଂ କନଷ୍ଟେବଳଙ୍କ ସମେତ ୪ ଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା…

କୋର୍ଟରେ ହାଜର ହେବାକୁ ଡେରି ହେବାରୁ ପୋଲିସକର୍ମୀଙ୍କୁ ଘାସ କାଟିବାକୁ ନିର୍ଦ୍ଦେଶ ଦେଲେ ମାଜିଷ୍ଟ୍ରେଟ

ମୁମ୍ବାଇ,୨୨।୧୧: କୋର୍ଟରେ ପହଞ୍ଚିବାକୁ ଡେରି ହେବାରୁ ପୋଲିସ କର୍ମୀଙ୍କୁ ମିଳିଲା ଦଣ୍ଡ। କୋର୍ଟର ମାଜିଷ୍ଟ୍ରେଟ ତାଙ୍କୁ ଘାସ କାଟିବା ନିର୍ଦ୍ଦେଶ ଦେଇଥିଲେ। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ପରଭଣେ ଜିଲାରେ। ସେଠାକାର ମାନବତ ପୋଲିସ ଷ୍ଟେଶନର ଜଣେ କନେଷ୍ଟବଳ ଓ ହେଡ୍‌…

ବଲ ଧରିବା ସମୟରେ ଟାୱେଲ ବ୍ୟବହାର କରିବାରୁ ୫ ରନ ପେନାଲ୍ଟି ,ଭିଡିଓ ଭାଇରାଲ…

ସିଡନୀ,୨୨।୧୧: ଅନ୍ତର୍ଜାତୀୟ ସ୍ତରରେ ଖେଳାଳିମାନେ ଖେଳର ସମସ୍ତ ନିୟମକୁ ଭଲ ଭାବରେ ବୁଝ ଖେଳୁଆଡ ମନୋବୃତ୍ତି ନେଇ ଖେଳିବେ ବୋଲି ଆଶା କରାଯାଇଥାଏ। କିନ୍ତୁ ବେଳେବେଳେ ସେମାନେ ପଡ଼ିଆରେ ଏପରି ଛୋଟ ପିଲାଙ୍କ ଭଳି କାର୍ଯ୍ୟ କରନ୍ତି ଯାହା ଦ୍ୱାାରା ଦଳକୁ…

ଇସ୍ରାଏଲ -ହମାସ ମଧ୍ୟରେ ଯୁଦ୍ଧବିରାମ, ଗାଜାରେ ବନ୍ଦୀ ହୋଇଥିବା ୫୦ଜଣ ବନ୍ଧକଙ୍କ ବଦଳରେ ୪ ଦିନ ବନ୍ଦ ରହିବ ଯୁଦ୍ଧ

ଜେରୁଜେଲମ,୨୨।୧୧: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ ଉପରେ ଶାସନ କରୁଥିବା ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବନ୍ଦ ହେବାକୁ ଯାଉଛି। ଅକ୍ଟୋବରରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବୁଧବାର ଇସ୍ରାଏଲ ସରକାର ହମାସ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?