Home

ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ ଶାନ୍ତି ପାଇଁ ଅପିଲ କଲା କାନାଡ଼ା…

ନୂଆଦିଲ୍ଲୀ,୨୧।୯ : ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହେବା ସହିତ ଗୁରୁବାର ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି। ଏହା ଅନ୍ତର୍ଗତ ଭାରତ କାନାଡା ପାଇଁ ଭିଜା ସେବାକୁ ସ୍ଥଗିତ ରଖିଛି। କାନାଡାରୁ ଭାରତ ଆସୁଥିବା କାନାଡା…

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୨୧।୯:ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଥିବାରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପଦରୁ…

ଜି-୨୦ ସମ୍ମିଳନୀରେ ବି ଡ୍ରାମା କରିଥିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ବି ଡ୍ରାମା କରିଥିଲେ। ଟ୍ରୁଡୋ ଭାରତ ଯାତ୍ରା ସମୟରେ ପ୍ରେସିଡେଣ୍ଟସିୟାଲ ସୁଟରେ ରହିବାକୁ ମନା କରିଦେଇଥିଲେ ଓ ହୋଟେଲର ଏକ ସାଧାରଣ କୋଠରିରେ ରହିଥିଲେ।…

ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୧।୯: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନପଦ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ…

ଏସପି ପାଇଁ ଘାତକ ହୋଇ ପାରନ୍ତି ସ୍ବାମୀ ପ୍ରସାଦ ମୌର୍ଯ୍ୟ, ବ୍ରାହ୍ମଣ-ହିନ୍ଦୁ ଧର୍ମ ବିରୋଧରେ ଦେଇଥିଲେ ମନ୍ତବ୍ୟ…

ଲକ୍ଷ୍ନୌ,୨୧।୯ : ବ୍ରାହ୍ମଣ ମହାସଭା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବ୍ରାହ୍ମଣ ଏବଂ ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏହାକୁ ବିରୋଧ କରି ବ୍ରାହ୍ମଣ ମହାସଭା ମୌର୍ଯ୍ୟଙ୍କ ପୁତ୍ତଳିକା ପୋଡିଛନ୍ତି। ପ୍ରଦର୍ଶନକାରୀ ମୋର୍ଯ୍ୟଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ତାଙ୍କ…

ପାକିସ୍ତାନ: ମହିଳାଙ୍କୁ ବର୍ଷକରେ ୩ଥର ପ୍ରସୂତିକାଳୀନ ଛୁଟି

ଇସଲାମବାଦ,୨୧।୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଗୋଟିଏ ବର୍ଷରେ ତିନିଥର ପ୍ରସୂତିକାଳୀନ ଛୁଟି ଦିଆଯାଇଥିଲା। ତେବେ ଏନେଇ ସିନ୍ଧ ପ୍ରଦେଶର ଶିକ୍ଷା ବିଭାଗ ଦକ୍ଷିଣ ସିନ୍ଧରେ ଅବସ୍ଥିତ ନୋଶେରା ଫିରୋଜ ଟାଉନ ସ୍କୁଲକୁ ରିପୋର୍ଟ ମାଗିଛି। ସରକାରୀ…

ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି, ସେଥିପାଇଁ ସଂସଦ ଭବନ ଉଦଘାଟନ ପାଇଁ କରାଗଲାନି ଆମନ୍ତ୍ରଣ: ଉଦୟାନିଧି…

ଚେନ୍ନାଇ,୨୧।୯ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ପୁଣି ଥରେ ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏଥର ସେ ସନାତନ ଧର୍ମକୁ ସଂସଦ ଭବନର ଉଦଘାଟନୀ ଉତ୍ସବ ସହ ଯୋଡ଼ିଛନ୍ତି। କାହିଁକି ରାଷ୍ଟ୍ରପତି ଦ୍ରୌପଦୀ…

‘ଡୋନାଲ୍ଡ ଟ୍ରମ୍ଫଙ୍କର ମୃତ୍ୟୁ ହୋଇ ସାରିଛି’, ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରାଯାଇଥିବା ଦାବି ସତ ନା ମିଛ

ଓ୍ବାଶିଂଟନ,୨୧।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ବଡ ପୁଅ ଜୁନିୟର ଟ୍ରମ୍ଫଙ୍କ ଏକ୍ସ(ପୂବ ଟୁଇଟର) ଆକାଉଣ୍ଟ ବୁଧବାର ହ୍ୟାକ ହୋଇଯାଇଛି। ଏହା ପରେ ତାଙ୍କ ଆକାଉଣ୍ଟରୁ ଅନେକ ଟୁଇଟ ପୋଷ୍ଟ କରାଯାଇଥିଲା । ଏହି ଟୁଇଟ ଗୁଡିକରେ ଅନେକ ଆପତ୍ତିଜନକ…

ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୨୧।୯: ଐତିହାସିକ ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାସ୍‌ ହେବା ପରେ ଆଜି ରାଜ୍ୟ ସଭାରେ ଉପସ୍ଥାପିତ ହୋଇଛି। ଏବେ ବିଲ୍‌କୁ ନେଇ ରାଜ୍ୟ ସଭାରେ ଆଲୋଚନା ଚାଲିଛି। ତେବେ ବିଲକୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟ ସଭା…

ଇ-ମେଲ ଜରିଆରେ ଦିଲ୍ଲୀର ଆଉ ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୧।୯: ଦେଶର ରାଜଧାନୀ ଦିଲ୍ଲୀର ଅନ୍ୟ ଏକ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଧମକ ପାଇବା ପରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ବିଦ୍ୟାଳୟକୁ ବୋମାରେ ଉଡାଇ…

କମ ସୁଧ ହାର ଯୋଗୁ ସଞ୍ଚୟ ହୋଇଛି ହ୍ରାସ, ଲୋକେ ସମ୍ପତ୍ତିରେ କରିଛନ୍ତି ବିନିଯୋଗ…

ନୂଆଦିଲ୍ଲୀ,୨୧।୯ : କରୋନା ମହାମାରୀ ସମୟରେ ଭାରତୀୟ ବ୍ୟାଙ୍କଗୁଡିକ ସୁଧ ହାର ହ୍ରାସ କରିଥିଲେ, ଯେଉଁ କାରଣରୁ ଲୋକମାନେ ଆର୍ଥିକ ସଞ୍ଚୟ କରିବା ପରିବର୍ତ୍ତେ ସମ୍ପତ୍ତିରେ ବିନିଯୋଗ କରିଥିଲେ। ଏସବିଆଇର ଏକ ଅନୁସନ୍ଧାନ ରିପୋର୍ଟରେ ଏହି ଦାବି କରାଯାଇଛି। ଅନୁସନ୍ଧାନ ଅନୁଯାୟୀ,…

ସେମିଫାଇନାଲରେ ଭାରତ

ହାଙ୍ଗଝୋ,୨୧।୯: ଆଜି ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲ। ଏହା ସହ ଭାରତୀୟ ମହିଳା ଦଳ ବର୍ତ୍ତମାନ ସେମିଫାଇନାଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri