Home

‘ଟିମ୍‌ ଇଣ୍ଡିଆକୁ କାହାର ନଜର ନ ଲାଗୁ’

ପୁଣେ,୨୦।୧୦: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଗୁରୁବାର ଟୁର୍ନାମେଣ୍ଟରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଥିଲା। ମ୍ୟାଚ୍‌କୁ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ଫିନିଶ କରିଥିଲେ। ବିଜୟ ପରେ ପାଭିଲିୟନ ଫେରିବା…

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୧୨।୧୦: ଗର୍ଭନରୋଧକ ଟିକା ଏବେ କେବଳ ମହିଳା ନୁହେଁ ପୁରଷ ମଧ୍ୟ ନେଇପାରିବେ। ଆଉ ଏହି ଟିକା ପ୍ରଥମ ଦେଶ ଭାବେ ଭାରତରେ ସଫଳତାର ସହ ପରୀକ୍ଷଣ ହୋଇଯାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ପ୍ରସ୍ତୁତ ଏହି…

ପାକିସ୍ତାନୀ ବୋଲର୍‌ ହରିସ ରାଉଫ୍‌ଙ୍କୁ କନ୍ଦାଇଦେଲେ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌; ଗୋଟିଏ ଓଭରରେ ମାରିଲେ ୪,୬,୧,୪,୪,୪ ରନ୍‌

ବେଙ୍ଗାଲୁରୁ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ହେଁ ଏହା ତାଙ୍କ ଲାଗି ଭୁଲ ସାବ୍ୟସ୍ତ ହୋଇଛି। କାରଣ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନର ଏବଂ…

ଯୁବପିଢିଙ୍କ ଠାରେ ବନ୍ଦେ ଭାରତ କ୍ରେଜ: ୫୬ ପ୍ରତିଶତ ଯୁବପିଢି-କର୍ମଚାରୀ କରୁଛନ୍ତି ଯାତାୟତ

ନୂଆଦିଲ୍ଲୀ,୨୧।୧୦: ଆରାମଦାୟକ ଯାତ୍ରା ପାଇଁ ଯୁବପିଢି ବନ୍ଦେ ଭାରତ ଟ୍ରେନକୁ ବେଶ୍‌ ପସନ୍ଦ କରୁଛନ୍ତି। ଯୁବପିଢିଙ୍କ ଠାରୁ ଆରମ୍ଭ କରି ଉଭୟ ପୁରୁଷ,ମହିଳା କାର୍ଯ୍ୟରତ କର୍ମଚାରୀ ଏହି ଟ୍ରେନରେ ଯାତାୟତ କରିବା ପାଇଁ ସୁବିଧା ମଣୁଛନ୍ତି। ଦେଶରେ ପ୍ରାୟ ୫୬ପ୍ରତିଶତ ଯୁବପିଢି…

ପାକିସ୍ତାନ ଆଗରେ ୩୬୮ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ,୨୦ା୧୦: ବେଙ୍ଗାଲୁରୁ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ବିଶ୍ୱକପ୍‌ର ୧୮ତମ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ଦୁଇ ଓପନର ଡେଭିଡ୍‌ ଓ୍ବାର୍ନର…

ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ…

ଫେରୁଛନ୍ତି ନଓ୍ବାଜ: ଲାହୋରରେ ଆଲର୍ଟ ଜାରି

ଇସଲାମବାଦ,୨୦।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଶନିବାର ପାକିସ୍ତାନ ଫେରୁଛନ୍ତି। ବ୍ରିଟେନରେ ୪ବର୍ଷ ରହିବା ପରେ ସେ ସ୍ବଦେଶକୁ ଫେରିବେ। ପାକିସ୍ତାନରେ ୩ ୩ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଝିଅ-ନାତି ମୃତ, ଅଜା ଗୁରୁତର

ଖଲ୍ଲିକୋଟ,୨୦ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ମୃତ ଏବଂ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ, ଉକ୍ତ ଗ୍ରାମର…

ବେଙ୍ଗାଲୁରୁ, ଚଣ୍ଡିଗଡ଼, ମୁମ୍ବାଇରେ ଭିଜା ସେବା ବନ୍ଦ କଲା କାନାଡା

ଓଟାଓ୍ବା,୨୦ା୧୦: କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ମାସେରୁ ଊର୍ଦ୍ଧ୍ୱ ହେବ ଦେଖାଦେଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ବଡ଼ ଖବର ଆସିଛି। ଭାରତରୁ କାନାଡା ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ଖବର। କାରଣ…

ଗ୍ଲୋବାଲ ଓ୍ବାର୍ମିଂ: ଆଲାସ୍କାର ସମୁଦ୍ରରୁ ହଜିଗଲେଣି ସ୍ନୋ କ୍ରାବ

ଓ୍ବାଶିଂଟନ୍‌, ୨୦।୧୦: ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି। ଜନସମାଜ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ବିପଦ ସାଜିଥିବାବେଳେ ଚଳିତ ବର୍ଷ ଗ୍ଲୋବାଲ ବଏଲିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଉଦାହରଣ ସ୍ବରପ ଚଳିତ ବର୍ଷର ଜୁଲାଇ…

ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନାଙ୍କ ଘରେ ଖୁସିର ଲହରୀ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆଗାମୀ ଫିଲ୍ମ ‘ତେଜସ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପରେ ଅଭିନେତ୍ରୀଙ୍କ ଏହି ଲୋକପ୍ରିୟ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ କଙ୍ଗନାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। କଙ୍ଗନାଙ୍କ ଘରକୁ…

ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଟ୍ରକ୍‌ ଡ୍ରାଇଭର୍‌; କିଡନୀ ଦେବାକୁ ପ୍ରସ୍ତୁତ

ବିହାରର ଭାଗଲପୁରର ବାସିନ୍ଦା ଅଭିନେତ୍ରୀ ସଞ୍ଚିତା ବସୁ ତାଙ୍କ ରିଲ୍ସ ପାଇଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେ ସାଉଥ୍‌ ଫିଲ୍ମ ‘ଫାର୍ଷ୍ଟ ଡେ, ଫାର୍ଷ୍ଟ ଶୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri