Home

ଇଷ୍ଟର୍ନ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା

ଭୁବନେଶ୍ୱର,୨୩।୯(ସତ୍ୟଜିତ୍‌ ରାଉତ): ଇଷ୍ଟର୍ନ ମିଡିଆ ଲିମିଟେଡ୍‌ର ଦୈନିକ ଖବରକାଗଜ ସମ୍ବାଦରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଗତ କିଛିବର୍ଷ ମଧ୍ୟରେ ଇଷ୍ଟର୍ନ ମିଡିଆ ଲିମିଟେଡ/ସମ୍ବାଦର…

ପାଇପ ଲାଇନ ବିଛା ଯୋଗୁ ରାସ୍ତା କାଦୁଅ

ନାଉଗାଁ ,୨୩ା୯ (ସୁଧା ବେହୁରା): ସରକାରଙ୍କ ବସୁଧା ଯୋଜନାରେ ନାଉଗାଁ ବ୍ଲକରେ ପ୍ରକଳ୍ପ ନିର୍ମାଣଠାରୁ ଆରମ୍ଭ କରି ପାଇପ ବିଛା କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ଗୃହକୁ ପାନୀୟ ଜଳ ଯୋଗାଇବା ପାଇଁ ପାଇପ ଲାଇନ ସଂଯୋଗ କରାଯାଉଛି। ଏହି ପାଇପ…

ଅନୁଭବ-ବର୍ଷା ମାମଲାର ପୂର୍ଣ୍ଣଚ୍ଛେଦ

କଟକ,୨୩ା୯ (କାର୍ତ୍ତିକ ସାହୁ): କଟକ ପରିବାର ଅଦାଲତରେ ଚାଲିଥିବା ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନୁଭବଙ୍କ ପକ୍ଷରୁ ରୁଜୁ ହୋଇଥିବା ବର୍ଷାଙ୍କଠାରୁ ଛାଡ଼ପତ୍ର ଏବଂ ବର୍ଷାଙ୍କ ପକ୍ଷରୁ…

ଗହୀରମଥାରେ ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ପାଇଁ ବିଶ୍ୱ ପ୍ରସିଦ୍ଧ ଭାବେ ପରିଚିତ। ମହାନଦୀଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ୧୪୨୦ ବର୍ଗ କିଲୋମିଟର ପରିଧି ଓ…

ବିଦ୍ୟାଳୟ ରାସ୍ତାରେ ବାଡ଼, ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ

ବାଲିକୁଦା,୨୩ା୯ (ତାପସ ସ୍ବାଇଁ): ବାଲିକୁଦା ବ୍ଲକ ଶିକ୍ଷା ଅଧୀନରେ ଥିବା ଅନନ୍ତପୁର ପଞ୍ଚାୟତ କେଉପଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାତାୟାତ କରିବା କଷ୍ଠକର ହେଉଛି। ମୁଖ୍ୟ ରାସ୍ତାକୁ ସେହି ଗ୍ରାମର ଦେବେନ୍ଦ୍ର ସେଠୀ ଓ ଟୁକୁନା ସେଠୀ ଜବରଦଖଲ…

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଅସୁସ୍ଥ

ଭୁବନେଶ୍ୱର,୨୩।୯(ଶର୍ମିଷ୍ଠା ପାଣିଗ୍ରାହୀ): ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଭଜନ…

ଟିଟିପିକୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ଆଫଗାନିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଆଫଗାନିସ୍ତାନ-ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଆତଙ୍କବାଦୀ ଓ ବିସ୍ଫୋରକ ସାମଗ୍ରୀକୁ ସୀମାରେ ନବାଆଣିବା ପ୍ରସଙ୍ଗ ଜୋରଦାର ଚର୍ଚ୍ଚା ହୋଇଥିଲା। ଏହା ପରେ…

ଭାରତୀୟ ନୌସେନାରେ ନିୟୋଜିତ ହେବ ୨୭ଟି ଶକ୍ତିଶାଳୀ ବୁଡାଜାହାଜ

ନୂଆଦିଲ୍ଲୀ,୨୨।୯: ଆଗାମୀ ଦିନରେ ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ଭାବେ ପରିଗଣିତ ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ୨୭ଟି ବୁଡ଼ାଜାହାଜ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛି। ଯେଉଁଥିରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବୁଡ଼ାଜାହାଜ ଅନ୍ତର୍ଭୁକ୍ତ। ଏହି ବୁଡ଼ାଜାହାଜଗୁଡ଼ିକ…

ଭାରତ-କାନାଡା ବିବାଦରେ ଚାକିରି ହରାଇପାରନ୍ତି ୧୭ହଜାର କାନାଡିୟ

ଅଟାଓ୍ବା,୨୨।୯: ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡିବାରେ ଲାଗିଛି। ଉଭୟ ଦେଶର କୂଟନୈତିକଙ୍କୁ ବହିଷ୍କାର ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗୁରୁତର ଅଭିଯୋଗ ପରେ ଭାରତ କ୍ରମାଗତ ଭାବରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଏହାପୂର୍ବରୁ ଦୁଇ…

ଦେଶରେ ନିଖୋଜ ହୋଇଯାଉଛନ୍ତି ଆମେରିକାର ମୂଳ ନିବାସୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ମୂଳ ବାସିନ୍ଦା ଦଶନ୍ଧି ଦଶନ୍ଧି ଧରି ଅତ୍ୟାଚାରର ଶିକାର ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ସମ୍ପ୍ରଦାୟର ହଜାର ହଜାର ଲୋକ ନିଖୋଜ ହୋଇଯାଇଛନ୍ତି କିମ୍ବା ସେମାନଙ୍କୁ ହତ୍ୟା କରାଯାଇଛ। ଏହି ଘଟଣା ପଛର କାରଣ ଏଯାଏଁ…

ନିଜାର ହତ୍ୟାକାଣ୍ଡର ପ୍ରମାଣ ଅଛି! କାନାଡା ଅଧିକାରୀଙ୍କ ବଡ ଦାବି

ଅଟାଓ୍ବା,୨୨।୯: ଭାରତ-କାନାଡ କୂଟନୈତିକ ବିବାଦ ମଧ୍ୟରେ କାନାଡା ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ କାନାଡା ଏକ ବଡ଼ ଦାବି କରିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ନଓ୍ବାଜ-ଜରଦାରିଙ୍କ ସମେତ କେତେଜଣ ବଡ ବଡ ନେତାଙ୍କ ଉପରେ ଆସିପାରେ ସଙ୍କଟ, ପୁଣି ଆରମ୍ଭ ହେବ ୮୦ ଦୁର୍ନୀତି ମାମଲାର ଶୁଣାଣି

ଇସଲାମାବାଦ,୨୨।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ଶେହବାଜ ସରିଫ ଏବଂ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରି ପୁଣି ଥରେ ଅସୁବିଧାରେ ପଡିଛନ୍ତି। ଶୁକ୍ରବାର ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୮୦ଟି ହାଇ-ପ୍ରୋଫାଇଲ ମାମଲା ସମେତ ଦୁର୍ନୀତି ମାମଲାର ପୁନଃ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri