ଆଜି ଜାଗ୍ରତ ହେବ ବିକ୍ରମ ଲ୍ୟାଣ୍ଡର
ନୂଆଦିଲ୍ଲୀ,୨୨ା୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସହିତ ପୁନଃ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ରୋଭର ପ୍ରଜ୍ଞାନ ୧୪ ଦିନ ଭଲ କାମ କରିଛି। ଏହା ପରେ…
ଭାଜପାର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ ନାହିଁ ବସୁନ୍ଧରା, ମୋଦିଙ୍କ ରାଲିରେ ସାମିଲ ହେବାକୁ ନେଇ ସସପେନ୍ସ
ଜ୍ରପୁର,୨୨।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳର ପରିବର୍ତ୍ତନ ଯାତ୍ରାରେ ଅନୁପସ୍ଥିତ ଥିଲେ। ଏଭଳି ପରିସ୍ଥିତିରେ ଦଳର କର୍ମୀ ତଥା ଅନ୍ୟମାନଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ…
ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୯: ନାରୀଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ୨୦୨୩ ରାଜ୍ୟ ସଭାରେ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଭାଜପା ମହିଳା ମୋର୍ଚ୍ଚା କର୍ମୀମାନେ…
ଜୟାପ୍ରଦାଙ୍କ ନାଁରେ ଓ୍ବାରେଣ୍ଟ ଜାରି
ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ମୁରାଦାବାଦର ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟ ଜୟପ୍ରଦାଙ୍କ ବିରୋଧରେ ଜାମିନ ଆବେଦନ ଓ୍ବାଣେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବା ଏବଂ ଅଶ୍ଳୀଳ ମନ୍ତବ୍ୟ ମାମଲାରେ ତାଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ନିର୍ଦ୍ଦେଶ…
କାନାଡାରେ ଘୃଣା ପାଇଁ କୌଣସି ସ୍ଥାନ ନାହିଁ, ହିନ୍ଦୁଙ୍କୁ ମିଳୁଥିବା ଧମକକୁ ନେଇ କହିଲା ସୁରକ୍ଷା ବିଭାଗ
ଟରଣ୍ଟୋ,୨୨।୯: ଭାରତ ଓ କାନାଡା ମଧ୍ୟରେ କୁଟନୈତିକ ସମ୍ପର୍କକୁ ନେଇ ଉତ୍ତେଜନା ଲାଗିରହିଛି। ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହିନ୍ଦୁମାନଙ୍କୁ ଧମକ ଦିଆଯାଉଛି ଓ ସେମାନଙ୍କୁ ଦେଶ ଛାଡିବାକୁ କୁହାଯାଉଛି। ଏହି ଭିଡିଓରେ କାନାଡା କହିଛି…
ପୁଣି ଜିଲା ବିଜେଡି ମଙ୍ଗ ସମ୍ଭାଳି ପାରନ୍ତି ରୋହିତ
ସମ୍ବଲପୁର,୨୨ା୯ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ବିଜେଡି ସଙ୍ଗଠନରେ ପରିବର୍ତ୍ତନ ହେବା ନେଇ ପ୍ରାୟ ୫ ମାସ ହେବ ଆଲୋଚନା ହେଉଛି। ଏପରିକି ଜିଲା ଓ ରାଜ୍ୟସ୍ତରର ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଛି। ହେଲେ ନିଷ୍କର୍ସ ବାହାରି ପାରୁ ନ…
ପାଣି ପାଇଁ ଡହଳବିକଳ ଗ୍ରାମବାସୀ
ବିଶ୍ରା,୨୨ା୯( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଦରେଇକେଲା ପଞ୍ଚାୟତ ଯୋଡ଼ବନ୍ଧ କଚାଟୋଲି ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏକ ବର୍ଷଧରି ସୋଲାର ପ୍ୟାନେଲ ଅଚଳ ହୋଇପଡିବା ସହ ନଳକୂପ ମରାମତି ଅଭାବରୁ ସେଗୁଡିକରୁ ଅନେକ…
ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର,୨୨।୯(ଅନିଲ ଦାସ): ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ପରଲୋକଗତ ସଦସ୍ୟମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ…
ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଏନକାଉଣ୍ଟରରେ ନିହତ
ଲକ୍ଷ୍ନୌ,୨୨।୯: ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀ ଅନିସଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ଏସଟିଏଫ ଓ ଅଯୋଧ୍ୟା ପୋଲିସର ଜଏଣ୍ଟ ଅପରେଶନରେ ହୋଇଥିବା ଏହି ଏନକାଉଣ୍ଟରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଅନ୍ୟ ଦୁଇ…
ସଚେତନତା ଅଭାବରୁ ସରକାରୀ ଯୋଜନାର ଲାଭ ପାଉନାହାନ୍ତି ଚାଷୀ
ରାୟଗଡ଼ା,୨୨।୯(ଭାଗ୍ୟଶ୍ରୀ ମିଶ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଯୋଜନା ସହାୟତା ଦେଇ ଭେଟି ଦେଇଛନ୍ତି। ଓଡ଼ିଶା ଦିବସରେ ଗୋଟିଏ କିସ୍ତି ଦିଆଯାଇଥିବାବେଳେ ବୁଧବାର ଏହାର ଦ୍ୱିତୀୟ କିସ୍ତି ଡିବିଟି ମାଧ୍ୟମରେ ପ୍ରତ୍ୟେକ ଚାଷୀଙ୍କୁ…
ରାୟଗଡ଼ାରେ ବଢ଼ୁଛି ଲୁଟ୍, ଚୋରି: ପୋଲିସ ନିଷ୍କ୍ରିୟ
ରାୟଗଡ଼ା,୨୨ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ସୁଯୋଗ ଉଣ୍ଡି ବସିଛନ୍ତି। ବ୍ୟାଙ୍କରୁ କିଏ ଟଙ୍କା ଉଠାଇ ନେବା ବେଳେ ତାଙ୍କୁ ପିଛା କରିବା ସହ ନିଛାଟିଆ ସ୍ଥାନ ଦେଖି ଟଙ୍କା…
ଭାରତ, ଜାପାନ ସମେତ ୪ ଦେଶ ୟୁଏନଏସସି ସୁଧାର ଉପରେ କଲେ ଗୁରୁତ୍ୱାରୋପ
ନୁୟର୍କ,୨୨।୯: ମିଳିତ ଜାତିସଂଘ ମହାସଭା(ୟୁଏନଜିଏ)ର ୭୮ତମ ଅଧିବେଶନରେ ଜି -୪ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ସେପ୍ଟେମ୍ବର ୨୧ରେ ସାକ୍ଷାତ ହୋଇଛି। ଏହି ସମୟ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ସୁଧାରକୁ ନେଇ ଆଲୋଚନା ହୋଇଛି। ଜି -୪ର ଯେଉଁ ନେତାଙ୍କ ମଧ୍ୟରେ…
Archives


