Home

ଏଠି ଝିଅଙ୍କୁ କେଶ କାଟିବା ମନା, ନିୟମ ନ ମାନିଲେ ମିଳେ ଦଣ୍ଡ

ବିଶ୍ୱରେ ଅନେକ ସମ୍ପ୍ରଦାୟ ଅଛି ଯାହାର ଜୀବନଶୈଳୀ ବହୁତ ଅଦ୍ଭୁତ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସମ୍ପ୍ରଦାୟ ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣ ଲୋକଙ୍କ ପରି ବାସ କରେ, କିନ୍ତୁ ସେମାନଙ୍କର ଜୀବନଶୈଳୀ ଏବଂ ରୀତିନୀତି ଅତ୍ୟନ୍ତ ଅନନ୍ୟ।…

ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍‌ଭିଶ

ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍‌ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ ଏଲ୍‌ଭିଶ…

ଅହିରାଜ ଲାଞ୍ଜକୁ ପାଟିରେ ପୂରାଇଲା ମାଙ୍କଡ଼, ପରେ ଯାହା ଘଟିଲା ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିରେ ପଶୁମାନଙ୍କ ବନ୍ଧୁତା ଏବଂ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ନଜରକୁ ଆସିଥାଏ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ସମଗ୍ର ବିଶ୍ୱରେ ଦର୍ଶକଙ୍କୁ ଆକର୍ଷିତ କରିଛି। ଏକ ଗଛ ଡାଳରେ…

ଏଥର ଶ୍ରେଷ୍ଠ ଫିଲ୍ଡିଂ ପାଇଁ ଏହି ଖେଲାଳିଙ୍କୁ ମିଳିଲା ମେଡାଲ୍‌

ମୁମ୍ବାଇ,୩।୧୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରେୟସ ଆୟର ଚମତ୍କାର ପ୍ରଦର୍ଶନ କରିଥିଲେ। ୮୨ ରନ୍‌ର ବିସ୍ଫୋରକ ଇନିଂସ ସହିତ ସେ ଫିଲ୍ଡିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଆୟର ମଧ୍ୟ ଦୁଇଟି ଉଇକେଟ ନେଇଥିଲେ। ବିଶ୍ୱକପ…

ବିରଳ ରୋଗରେ ପୀଡ଼ିତ ରଣବୀର କପୁର,ଜାଣନ୍ତୁ ଏହି ରୋଗର ନାଁ

ବଲିଉଡର ଚକୋଲେଟ୍‌ ବୟ ଅଭିନେତା ରଣବୀର କପୁର ପିଲାଦିନରୁ ଏକ ରୋଗରେ ପୀଡିତ ଅଛନ୍ତି। ଆମେ ପ୍ରାୟତଃ ଆମର ଯନ୍ତ୍ରଣା ଲୁଚାଇଥାଉ। ତାଙ୍କର ରୋଗ ବହୁତ କ୍ୱଚିତ୍‌ ଲୋକଙ୍କଠାରେ ଦେଖାଯାଏ। ଏହି କାରଣରୁ ରଣବୀର ଶୀଘ୍ର ଶୀଘ୍ର ଖାଦ୍ୟ ଖାଆନ୍ତି ଏବଂ…

ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୧୨ ଆହତ

ତେହରାନ,୩ା୧୧: ଶୁକ୍ରବାର ଉତ୍ତର ଇରାନର ଏକ ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହେବାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ତେହରାନର ଉତ୍ତରରେ ଥିବା ଗିଲାନ ପ୍ରଦେଶର ଲାଙ୍ଗରୁଦ ସହରସ୍ଥିତ ଔଷଧ କାରଖାନାରେ ଆଜି ସକାଳେ…

ଓଡ଼ିଶା ଏଫ୍‌ସି ସପକ୍ଷରେ ରେକର୍ଡ

ଭୁବନେଶ୍ୱର,୩ା୧୧(ସରୋଜ ଜେନା):ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷରେ ଶୁକ୍ରବାର ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି। ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ ପରେ ଏହି ମ୍ୟାଚ୍‌ ପାଇଁ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ରହିଛି। ନର୍ଥଇଷ୍ଟ ସହିତ…

ଅଭିନେତ୍ରୀ ଉର୍ଫି ଜାଭେଦ ଗିରଫ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି। କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ…

୧୨ରୁ ଅଧିକ ଦୂତାବାସ ବନ୍ଦ କରିବାକୁ ଯାଉଛି ଉତ୍ତର କୋରିଆ

ପ୍ୟୋଙ୍ଗ୍‌ୟାଙ୍ଗ,୩ା୧୧: ଉତ୍ତର କୋରିଆ ନିଜର ରାଜନୈତିକ କ୍ଷମତାକୁ ବଢ଼ାଇବା ପାଇଁ କିଛି ଦୂତାବାସକୁ ବନ୍ଦ କରିବା ପାଇଁ ଯୋଜନା କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଦକ୍ଷିଣ କୋରିଆ କହିଛନ୍ତି, ଏହାଠାରୁ ସଙ୍କେତ ମିଳିଛି କି ଉତ୍ତର କୋରିଆ ପ୍ରତିବନ୍ଧକର ବୋଝ…

ଗୋଟିଏ ବର୍ଷରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ପହଞ୍ଚିଛନ୍ତି ଆମେରିକାରେ

ଓ୍ବାଶିଂଟନ,୩।୧୧: ଆମେରିକାର କଷ୍ଟମ ଏବଂ ସୀମା ସୁରକ୍ଷା ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ମଧ୍ୟରେ ୯୬,୯୧୭ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ଗତ ବର୍ଷ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା ଭାରତୀୟଙ୍କ…

ପଟ୍ଟା ଜମିରୁ ଜମି ଗାଏବ, ୪୫ ଡିସିମିଲରୁ ରହିଛି ୫

ଜୁନାଗଡ଼,୩।୧୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜମି ପଟ୍ଟାରୁ ଜମି ଗାଏବ ହୋଇଯାଇଛି। ଆଗରୁ ଥିବା ୪୫ ଡିସିମିଲରୁ ବର୍ତ୍ତମାନ ୫ ଡିସିମିଲ ଜାଗା ରହିଛି। ଅନ୍ୟପକ୍ଷରେ ଆବେଦନରର ଦୀର୍ଘ…

କୂଅରୁ ବାହାରୁଛି ଉଷୁମ ପାଣି

ଦେବଗଡ,୩ା୧୧(ଶଶାଙ୍କ ଶେଖର ଝାଙ୍କର): ଆମ୍ବ ଗଛ ଛାଇ ତଳେ ରହିଛି କୂଅ। ହେଲେ ସେଥିରୁ ବାହାରୁଛି ଉଷୁମ ପାଣି। ଏକଥା ଜଣାପଡିବା ପରେ ଏହାର କାରଣ ଜାଣିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସୁକତା ପ୍ରକାଶ ପାଇବାସହ ପରୀକ୍ଷା କରିବାକୁ ସମ୍ପୃକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri