Home

ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍‌ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’

ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି। ଏନେଇ…

ଡିସେମ୍ବରରେ ରିଲିଜ ହେବ ସାଲାର

ମୁମ୍ବାଇ: ଶାହରୁଖ ଖାଁଙ୍କ ‘ପଠାନ’ ଏବଂ ‘ଯବାନ’ ବ୍ଲକବଷ୍ଟର ହୋଇସାରିବା ପରେ ଏବେ ଅଭିନେତା ରାଜକୁମାର ହିରାନୀଙ୍କ ମୁଭି ‘ଡଙ୍କି’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏବେ ନିଶ୍ଚିତ ହୋଇଛି ଯେ ଏହି ଖ୍ରୀଷ୍ଟମାସରେ ଶାହାରୁଖ ଖାଁ…

ଚର୍ଚ୍ଚାରେ ଏହି ୬ ଫୁଟ ୯ ଇଞ୍ଚର ଭାରତୀୟ ବୋଲର୍‌, ବୋଲିଂ ଦେଖି ପାକିସ୍ତାନ ଖେଳାଳି ଚକିତ…

ହାଇଦ୍ରାବାଦ,୨୯।୯: ଦିନିକିଆ ବିଶ୍ୱକପ୍‌ ଲାଗି ଭାରତରେ ପହଞ୍ଚି ସାରିଛି ପାକିସ୍ତାନ କ୍ରିକେଟ ଟିମ୍‌। ଦଳ ପହଞ୍ଚିବାର ୧୨ ଘଣ୍ଟା ପରେ ନିଜର ପ୍ରଥମ ଅଭ୍ୟାସ ସେଶନ୍‌ରେ ଭାଗ ନେଇଥିଲା। ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ହାଇଦ୍ରାବାଦର ୬ଫୁଟ ୯ ଇଞ୍ଚ…

ପ୍ରଥମ ନିରପେକ୍ଷ ଟେଷ୍ଟ ଅମ୍ପାୟର

ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ୍‌. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା…

୫୨ରେ ପହଞ୍ଚିଲା ଆତ୍ମଘାତୀ ବିସ୍ଫୋରଣ ମୃତ୍ୟୁସଂଖ୍ୟା

ଇସଲାମାବାଦ,୨୯ା୯: ଶୁକ୍ରବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଏକ ମସଜିଦ୍‌ ନିକଟରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇଦ୍‌ ଅବସରରେ ଏହି ବିସ୍ଫୋରଣ ଘଟିବା ପରେ…

ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ଶ୍ରେଷ୍ଠ ଭାରତୀୟ

୨୦୧୮ରୁ ଆରମ୍ଭ ହୋଇଥିଲା ଭାରତୀୟ ରେସ୍‌ଲିଂର ସ୍ବର୍ଣ୍ଣିମ ଯୁଗ। ବଜରଙ୍ଗ ପୁନିଆ ରୌପ୍ୟ ପଦକ ବିଜୟୀ ହୋଇ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ରେସ୍‌ଲର ଭାବରେ ବଜରଙ୍ଗ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ପଦକ ହାସଲ କରିଥିଲେ। ପରବର୍ଷ ଅର୍ଥାତ୍‌ ୨୦୧୯ରେ ଭାରତ…

ପ୍ରଶାନ୍ତଙ୍କ କଟାକ୍ଷ, ମୁଖ୍ୟମନ୍ତ୍ରୀ ଯେମିତି ବିହାରକୁ ଆମେରିକା କରି ଦେଇଛନ୍ତି

ପାଟନା,୨୯।୯: ଆରଜେଡି ଓ ଜେଡିୟୁର ଅନେକ ନେତା କହି ସାରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ ସମସ୍ତ ଗୁଣ ରହିଛି। ଆରଜେଡି ବିଧାୟକ ଭାଇ ବିରେନ୍ଦ୍ରଙ୍କ ବୟାନ ଉପରେ ଆଲୋଚନା ହେଉଛି ଯେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…

ଟିମ୍‌ ଇଣ୍ଡିଆର ବଡ ପ୍ରଶଂସକ ହେଲେ ପାକିସ୍ତାନର ଏହି ବ୍ୟକ୍ତି, ମ୍ୟାଚ୍‌ ଦେଖିବାକୁ ଧୋନି ଟିକେଟ ଦିଅନ୍ତି …

ବର୍ଷ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାର ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥାଏ। ଉଭୟ ଦଳ ମଧ୍ୟରେ କୌଣସି ମ୍ୟାଚ୍‌ ଅନୁଷ୍ଠିତ ହେଲେ ତାହା ହୃଦସ୍ପନ୍ଦନ ବଢ଼ାଇ ଦେଇଥାଏ। ହେଲେ ଆଜି ଆମେ…

ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର୍‌ ରିଲିଜ୍‌

ଶେଷରେ ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ଚମତ୍କାର ଟିଜର ମୁକ୍ତିଲାଭ କରିଛି। ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ’ର ରୋମାଞ୍ଚକର ଟିଜର ରିଲିଜ ହେବା ସହିତ ଫିଲ୍ମକୁ ନେଇ ଦର୍ଶକଙ୍କୁ ଉତ୍ସୁତା ଆହୁରି…

ଏହି ଫିଲ୍ମକୁ ନା କରିଥିଲେ ଐଶ୍ୱର୍ଯ୍ୟା-କାଜଲ, ହଁ କହିଥିଲେ ଅମୀଷା, ଫିଲ୍ମ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ରେ ଏପରି ଅନେକ ଷ୍ଟାର୍‌ ଅଛନ୍ତି, ଯେଉଁମାନେ ନିର୍ମାତାଙ୍କ ସ୍କ୍ରିପ୍ଟ ଶୁଣିବା ପରେ ଅନେକ ଥର ଫିଲ୍ମକୁ ନା କହିଥିଲେ ଏବଂ ସେହି ଫିଲ୍ମ ବକ୍ସ ଅଫିସରେ ଚମତ୍କାର କରିଥିଲା। ୨୦୦୧ରେ ଅନିଲ ଶର୍ମା ଏକ ଫିଲ୍ମ ଆଣିଥିଲେ, ଯାହା…

ସୁଖବୀର ବାଦଲ, ପୂର୍ବତନ ଡିଜିପି ସମେତ ୫ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ଜାମିନ

ଚଣ୍ଡିଗଡ଼,୨୯।୯: ୨୦୧୫ର କୋଟକପୁରା ଗୁଳକାଣ୍ଡ ଘଟଣାରେ ପଞ୍ଜାବ ହରିୟାଣା ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ, ପୂର୍ବତନ ଡିଜିପି ସୁମେଧ ସାଇନି, ପରମରାଜ ଉମରାନଙ୍ଗଲ, ଅମର ସିଂ ଚହଲ ଏବଂ ସୁଖମନ୍ଦର ସିଂଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି। ଅଗ୍ରୀମ…

‘ଓ୍ବାଶିଂଟନ ପୋଷ୍ଟ’ ହାତରେ କିଭଳି ଲାଗିଲା ଆତଙ୍କବାଦୀ ହରଦୀପଙ୍କ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍‌, ତଦନ୍ତ କରୁଛି କାନାଡା ପୋଲିସ

ଓଟ୍ଟାଓ୍ବା,୨୯।୯: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର ତଦନ୍ତ ଜାରି ରହିଛି। ଆମେରିକୀୟ ଖବରକାଗଜ ‘ଓ୍ବାଶିଂଟନ ପୋଷ୍ଟ’ ହାତରେ ଏହି ମାମଲାର ସିସିଟିଭି ଫୁଟେଜ୍‌ ଲାଗିଛି। ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିବା କାନାଡ଼ା ପୋଲିସର ଇଣ୍ଟିଗ୍ରେଟେଡ୍‌ ହୋମସାଇଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri