Home

ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏସ୍‌ସି ବି.ଏଡ୍‌ ପ୍ରମାଣପତ୍ର ବୈଧ ହେଲାନି

କଟକ,୪ା୨ (କାର୍ତ୍ତିକ ସାହୁ)ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ସିବିସିଏସ୍‌ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟ ସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇ-ମେଲ୍‌ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି। ସୂଚନା…

ଆରମ୍ଭ ହେଲା ଏକାମ୍ର ଉତ୍ସବ

ଭୁବନେଶ୍ୱର, ୪।୨ (ବନ୍ଦନା ସେଠୀ)ବର୍ଷକ ପରେ ପୁଣି ଥରେ ନୂଆ ରୂପରେ ଫେରିଛି ସିଟିଫେଷ୍ଟ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସଂସ୍କୃତିର ଅନ୍ୟତମ ଅଂଶ ସ୍ବରୂପ ଶନିବାର ଠାରୁ ଆରମ୍ଭ ହୋଇଛି ‘ଏକାମ୍ର ଉତ୍ସବ’। ବିଡ଼ିଏ…

୬.୭% ହାରରେ ଗତି କରିବ ଅର୍ଥନୀତି

ନୂଆଦିଲ୍ଲୀ,୪।୨: ଭାରତର ଅର୍ଥନୀତି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ୬.୭% ହାରରେ ଗତି କରିବ। ଆଗାମୀ ଦିନରେ ଭାରତର ଅର୍ଥନୀତିର ଗତି ସନ୍ତୁଳିତ ରହିବ। ସରକାରଙ୍କ ଠାରୁ ମିଳୁଥିବା ପୁଞ୍ଜିଗତ ସମର୍ଥନ ଅର୍ଥନୀତିକୁ ବଳ ଯୋଗାଇଦେବ ବୋଲି କ୍ରେଡିଟ୍‌ ରେଟିଂ ଏଜେନ୍ସି କ୍ରିସିଲ୍‌…

ଯକୃତ କ୍ୟାନ୍‌ସର ଓ ହେପାଟାଇଟିସ୍‌ ‘ବି’

ଚଳିତବର୍ଷ ବିଶ୍ୱ କ୍ୟାନ୍‌ସର ଦିବସର ବାର୍ତ୍ତା ରହିଛି ‘ଆଇ ଆମ୍‌ ଆଣ୍ଡ ଆଇ ଉଇଲ୍‌’। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନ୍‌ସର ଦିବସ ଭାବେ ପାଳନ କରାଯାଏ। ବିଶ୍ୱରେ…

ସୋମବାର ବିଜେଡି, ଭାଜପା, କଂଗ୍ରେସର ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୪ା୨(ସୁନିତ୍‌ ମିଶ୍ର)ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ନେଇ କୌଣସି ସମୟରେ ତାରିଖ ଘୋଷଣା ହୋଇଯାଇପାରେ। ଆସନ୍ତା ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇପାରେ। ସରକାର ଏହି ଅଧିବେଶନରେ…

ସାଇକେଲ ପାଇ ବି ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟତା କରାଯାଉଛି। ସେମାନଙ୍କୁ ସୁବିଧାରେ ଯାତାୟାତ ନିମନ୍ତେ ଆବଶ୍ୟକତା ଅନୁଯାୟୀ ତିନି ଚକିଆ ସାଇକେଲ, ବ୍ୟାଟେରୀ ଚାଳିତ ସାଇକେଲ, ୩ ଚକିଆ ସ୍କୁଟି ଆଦି ଯୋଗାଇ…

ଭିତରକନିକା ମହୁ ଉପରେ ବେପାରୀଙ୍କ ଆଖି

କେନ୍ଦ୍ରାପଡ଼ା, ୪ା୨(ଜଗନ୍ନାଥ ଧଳ)ଆସନ୍ତା ଖରାଦିନକୁ ଦୃଷ୍ଟିରେ ରଖି ରାଜନଗର ବନଖଣ୍ଡ ପକ୍ଷରୁ ଜଙ୍ଗଲରେ ନିଆଁ ପ୍ରତିହତ ପାଇଁ ଗୁପ୍ତିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ୪ ବର୍ଷ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକାର ୧୧ ସ୍ଥାନରେ ନିଆଁ ଲାଗିଛି।…

ସୁକିନ୍ଦା ବିହନ ଫାର୍ମରେ ତାଲା

ଯାଜପୁର,୪ା୨(ହର୍ଷବର୍ଦ୍ଧନ ବେହେରା):ଏସିଆ ମହାଦେଶର ସର୍ବବୃହତ୍‌ ସୁକିନ୍ଦା ବିହନ ଉତ୍ପାଦନ ଫାର୍ମରେ ତାଲାପଡ଼ିଛି। ରାଜନୈତିକ ଓ ପ୍ରଶାସନିକ ଅବହେଳା କାରଣରୁ ଏହି ଫାର୍ମରେ କାମ କରି ଜୀବିକା ନିର୍ବାହ କରୁଥିବା ଶତାଧିକ ଶ୍ରମିକ ନିଃସହାୟ ହୋଇ ପଡ଼ି ରହିଛନ୍ତି। କେତେଜଣ ଜୀବିକା ଆଶାରେ…

ଜନ ସହ ଗୋ ସେବାକୁ ପ୍ରାଧାନ୍ୟ

ମହାକାଳପଡ଼ା,୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ)ଜୀବନରେ ଦେଶସେବା ମନୋବୃତ୍ତି ନେଇ ପୂର୍ବତନ ସେନା କର୍ମଚାରୀ ତଥା ସରପଞ୍ଚ ଦାୟିତ୍ୱରେ ଥିଲେ ମଧ୍ୟ ସମାଜସେବା ସହ ଅସ୍ଥାୟୀ ଗୋଶାଳା କରି ଦୁଃସ୍ଥ, ଅକର୍ମଣ୍ୟ ଗୋରୁଙ୍କ ସେବା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର ଏକ…

ସ୍ବତନ୍ତ୍ର ଅଡିଟ୍‌ କହୁଛି ୨୦୬ କୋଟି ଟଙ୍କା ଆତ୍ମସାତ୍‌

ଭାପୁର ୪ା୨(ଭରତ କୁମାର ବେହେରା)ବର୍ଷ ବର୍ଷ ଧରି ସରକାରୀ କଳକୁ ଡରାଇ ଧମକାଇ କ୍ଷମତାର ଅପବ୍ୟବହାର ସହ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି। ଲୋକଙ୍କ ପାଇଁ ଥିବା ଜନକଲ୍ୟାଣ ମୂଳକ ଯୋଜନାକୁ ବାଟମାରଣା ସହ ଏଥିରୁ ବ୍ୟକ୍ତିଗତ ଲାଭ ପାଇଥିଲେ…

ମୁଦୁରାଙ୍ଗରେ ୨ ଗାଈଙ୍କ ମୃତ୍ୟୁ, ୩୦ ଅସୁସ୍ଥ

ନୟାଗଡ଼/ନୂଆଗାଁ,୪।୨(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମୁଦୁରାଙ୍ଗରେ ଏକ ଗୋ ଫାର୍ମରେ ୨ ଗୋରୁଙ୍କ ମୃତ୍ୟୁ ଓ ୩୦ ଗାଈ ଅସୁସ୍ଥ ହେବା ପରେ ଗୋଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି। ପ୍ରାଣୀ ବିଭାଗ ଡାକ୍ତରମାନେ ସମୂହ ଛୁଟିରେ ଯାଇ ଆନ୍ଦୋଳନରେ…

୩ କି.ମି. ଦୂର ଝରଣାରୁ ଶିକ୍ଷକ ବୋହୁଛନ୍ତି ପାଣି

ଦାରିଙ୍ଗବାଡି,୪ା୨(ଅରୁଣ ସାହୁ )ଦାରିଙ୍ଗବାଡି ବ୍ଲକରେ ରହିଥିବା ବିଦ୍ୟାଳୟରେ ପିଇବାପାଣିର ସମସ୍ୟା ଦେଖାଦେଇଛି। ମଧ୍ୟାନ୍ନଭୋଜନ ପ୍ରସ୍ତୁତି ପାଇଁ ପାଣିକୁ ବାଇକ୍‌ରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ବୋହିବା ଘଟଣା ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି। ଏଥିସହ ସାମାଜିକ ଗଣମାଧ୍ୟମରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?