Home

ଲକ୍ଷ୍ମୀଡୁଙ୍ଗୁରୀରେ ଟନେଲ ନିର୍ମାଣରେ ବିଳମ୍ବ

ସମ୍ବଲପୁର,୮ା୧୦(ଶୁଭାଶିଷ ପାଢ଼ୀ)୫୫ନଂ. ଜାତୀୟ ରାଜପଥର ସମ୍ବଲପୁର ସହର ମଧ୍ୟସ୍ଥ ଲକ୍ଷ୍ମୀଡୁଙ୍ଗୁରୀ, ରେମେଡ ଓ ପିସି ବ୍ରିଜ୍‌ ନିକଟରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହିସବୁ ସ୍ଥାନକୁ ପରିବହନ ବିଭାଗ ପକ୍ଷରୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ଜିଲାସ୍ତରୀୟ…

୧୧ଶହ ପୁରସ୍କାର ପାଇଁ ୨୭ ହଜାର ଗାଏବ

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ଅଭିଯାନ ଚାଲିଛି। ଗାଁ ଗାଁ ଜନସଚେତନତା ପାଇଁ ରଥ ବୁଲି ପ୍ରଚାର କରୁଛି। ତେବେ ସଚେତନତା ଅଭାବରୁ ଶନିବାର ରାୟଗଡ଼ାରେ ଏକ ସାଇବର ଠକେଇର…

ଅଳ୍ପ ବର୍ଷାରେ ବଳିପଡୁଛି ୫ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା

କୋରାପୁଟ,୮ା୧୦(ଅମିତାଭ ବେହେରା)କୋରାପୁଟ ସହରଠାରୁ ମାତ୍ର ୭ କି.ମି. ଦୂରରେ ରହିଥିଲେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇ ରହିଛନ୍ତି ୫ଖଣ୍ଡ ଗ୍ରାମର ବାସିନ୍ଦା । ରାସ୍ତା ସୁବିଧା ନ ଥିବାରୁ ବଜ଼ାରଘାଟଠାରୁ ଆରମ୍ଭକରି ପ୍ରତ୍ୟେକ କ୍ଷେତ୍ରରେ ନାହିଁ ନ ଥିବା…

ଦୋଷୀ ଜିଆର୍‌ଏସ୍‌ଙ୍କ ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ

ବୈପାରିଗୁଡା,୮ା୧୦ (କଳ୍ପତରୁ ମହାନ୍ତି)ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଆବାସ ଯୋଗାଇ ଦେବା ବ୍ୟବସ୍ଥା ରହଛି। ଗ୍ରାମାଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ କେତେକ କର୍ମଚାରୀ କାଗଜପତ୍ରରେ ଚଞ୍ଚକତା କରି ଏ ବାବଦ ଅର୍ଥ ଲୁଟି ନେଉଛନ୍ତି। ଏପରି ଦେଖିବାକୁ…

ଦୁର୍ଗାପୂଜା ପୂର୍ବରୁ ଖାଲଖମା ମରାମତି ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୮।୧୦ (ବନ୍ଦନା ସେଠୀ)ଦୁର୍ଗାପୂଜା ଓ ଭସାଣି କିପରି ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେନେଇ ଶନିବାର ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ପୂଜା ପୂର୍ବରୁ ରାସ୍ତାରେ ଥିବା ଖାଲଖମାଗୁଡିକୁ ଯୁଦ୍ଧକାଳୀନ…

ହମାସ୍‌-ଇସ୍ରାଏଲ୍‌ ଘମାଘୋଟ ଲଢ଼େଇ: ଆକ୍ରମଣକୁ ଭାରତ, ଆମେରିକାର ନିନ୍ଦା

ଜେରୁଜେଲମ,୮। ୧୦: ପାଲେଷ୍ଟାଇନ୍‌ର ବିଦ୍ରୋହୀ ଗୋଷ୍ଠୀ ହମାସ୍‌ ଶନିବାର ସକାଳେ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରିବାରୁ ଶତାଧିକ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇବା ସହ ପ୍ରାୟ ୭୪୦ ଲୋକ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍‌ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା…

ମଣିମହଲରେ ଝଟକିବେ ମା’

ଭୁବନେଶ୍ୱର,୮।୧୦(ଶର୍ମିଷ୍ଠା ପାଣିଗ୍ରାହୀ)ସବୁବେଳେ କିଛି ନୂଆ ଥିମ୍‌ ନୟାପଲ୍ଲୀ ଦୁର୍ଗା ମଣ୍ଡପରେ ଦେଖିବାକୁ ମିଳେ। ଏଥର ମଧ୍ୟ ମା’ଙ୍କ ଆଗମନ ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଜରାଟର ମଣିମହଲ ଆକୃତିରେ ଝଟକିବ ଏଥରର ତୋରଣ। ୮୫ ଫୁଟ୍‌…

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟ୍‌ର ୨୦ ଗବେଷକ

ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍‌ ବିଶ୍ୱବିଦ୍ୟାଳୟର ୨୦ଜଣ ଗବେଷକ ସ୍ଥାନ ପାଇଛନ୍ତି। ଏଥିରେ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଏହି ଗବେଷକଙ୍କ ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି।…

୫୬ରେ ପହଞ୍ଚିଲା ସିକିମ୍‌ ବନ୍ୟା ମୃତ୍ୟୁସଂଖ୍ୟା, ଏବେ ବି ଶତାଧିକ ନିଖୋଜ

ନୂଆଦିଲ୍ଲୀ,୮। ୧୦:  ସିକିମ୍‌ରେ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଶନିବାର ୫୬ରେ ପହଞ୍ଚିଥିବାବେଳେ ଏବେ ବି ଶତାଧିକ ନିଖୋଜ ଅଛନ୍ତି। ସିକିମ୍‌ରୁ ୨୬ ମୃତଦେହ ମିଳିଥିବାବେଳେ ୩୦ ମୃତଦେହ ପଶ୍ଚିମବଙ୍ଗର ତିସ୍ତା ନଦୀ ଅବବାହିକାରୁ ମିଳିଛି। ଯବାନଙ୍କ ସମେତ ୧୪୨ ଜଣଙ୍କ ପତ୍ତା…

କୁଳିଆ ବଜାର ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ପୁତୁରା ସମେତ ୫ ଗିରଫ

ସାଲେପୁର/ନିଶ୍ଚିନ୍ତକୋଇଲି, 8।୧୦ (ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର)ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାର ପୋଲ ନିକଟରେ ଚା’ ଏବଂ ଜଳଖିଆ ଦୋକାନ କରିଥିବା ଦମ୍ପତିଙ୍କୁ ୪ ତାରିଖ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଫଳରେ ହରେକୃଷ୍ଣ ପୃଷ୍ଟିଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଅନ୍ନପୂର୍ଣ୍ଣା…

ଦେଶର ସୁରକ୍ଷା ବାୟୁସେନା ହାତରେ

ଭାରତୀୟ ବାୟୁସେନା କେବଳ ଭାରତ ଭୂଖଣ୍ଡର ରକ୍ଷା କରେ ନାହିଁ, ସମସ୍ତ ପ୍ରକାର ବିପଦରୁ ଦେଶକୁ ସୁରକ୍ଷା ପ୍ରଦାନ କରେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରେ। ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଥାଏ। ଆକାଶ ମାର୍ଗକୁ…

ନଭେମ୍ବର ୩ରେ ସୁସ୍ମିତାଙ୍କ ‘ଆର୍ଯ୍ୟା ୩’

ମୁମ୍ବାଇ: ବଲିଉଡ୍‌ର ଜଣେ ବୁଦ୍ଧିମାନ ଅଭିନେତ୍ରୀ ହେଉଛନ୍ତି ସୁସ୍ମିତା ସେନ୍‌। ଫିଲ୍ମ ସହିତ ସେ ଅନେକ ଓଟିଟିରେ ଧମାଲ କରୁଛନ୍ତି। ତାଙ୍କ ‘ଆର୍ଯ୍ୟା’ ୱେବ୍‌ ସିରିଜ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତେବେ ଆର୍ଯ୍ୟାର ୩ୟ ସିଜନରେ ମଧ୍ୟ ଖୁବ୍‌ଶୀଘ୍ର ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri