Home

Video: ଦଳ ଜିତିବା ଖୁସିରେ ଏମିତି କାମ କରିଦେଲେ ପୂର୍ବତନ କ୍ରିକେଟର୍‌, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ଏହି ବିଜୟ ଐତିହାସିକ ଥିଲା। କାରଣ ସେମାନେ ୨୭ ବର୍ଷ ପରେ ନିଜ ଘରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ…

ୟୁକ୍ରେନର ୩୩୨ କୋଟି ଚୋରାଇ ନେଲେ ଚୋର, କିଣାଯାଇଥାନ୍ତା ଗୋଳା-ବାରୁଦ…

କିଭ,୨୯।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ଉଭୟ ଦେଶର ଧନଜୀବନର ବିପୁଳ କ୍ଷତି ଘଟିଛି। ୟୁକ୍ରେନରେ ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସହିତ ଚୋରମାନେ ଦେଶର ରାଜକୋଷ ମଧ୍ୟ ଚୋରି କରିଛନ୍ତି। ଚୋରମାନେ ଦେଶରୁ…

Viral Video: ଯୁବତୀ ଚୋରି କରୁଥିଲେ ମୟୂରୀ ଅଣ୍ଡା, ପରେ ଯାହା ଘଟିଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରକୃତରେ ପକ୍ଷୀମାନେ ଗଛରେ ବସା ବାନ୍ଧନ୍ତି ଏବଂ ସେଥିରେ ଅଣ୍ଡା ଦିଅନ୍ତି। ଯାହା ଦ୍ୱାରା ସେମାନେ ସେମାନଙ୍କର ଅଣ୍ଡା ଏବଂ ସେଥିରୁ ବାହାରୁଥିବା ପିଲାମାନଙ୍କୁ ସୁରକ୍ଷିତ ରଖିଥାନ୍ତି। କିନ୍ତୁ ଅନେକ ପକ୍ଷୀ ଅଛନ୍ତି, ଯେଉଁମାନେ ଗଛ ଉପରେ ଅଣ୍ଡା ଦିଅନ୍ତି ନାହିଁ,…

Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା ଦେବାକୁ…

ଭୟକର ନାହିଁ ଖୁସି ମନରେ ପରୀକ୍ଷା ଦିଅ: ଛାତ୍ରୀଛାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର…

ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ମନୋବଳ ବୃଦ୍ଧି କରାଇବା ସହିତ ଭୟ ନ କରି ଖୁସି ମନରେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ସମୟରେ ମାନସିକ ଚାପରୁ ଦୁରେଇ ରହିବା ଗୁରୁତ୍ୱପୂର୍ଣ୍ଣ।…

ପୁଅଠାରୁ ବି ଗରିବ ନୀତୀଶ କୁମାର! ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି କେତେ

ପାଟନା,୨୯।୧: ବିହାରରେ ନବମଥର ପାଇଁ ମୁଖ୍ୟମନ୍ତନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ବର୍ତ୍ତମାନ ରାଜ୍ୟରେ ଏନଡିଏ ସରକାର ଅଛି। ବିଜୟ କୁମାର ସିହ୍ନା ଏବଂ ସମ୍ରାଟ ଚୌଧୁରୀଙ୍କୁ ଡେପୁଟି ସିଏମ କରାଯାଇଛି। ନୀତୀଶ କୁମାରଙ୍କ ନିଜ ରାଜନୈତିକ କ୍ୟାରିୟରରେ କୋଟି…

ଜଳୁଥିବା ପୋଷାକ ପିନ୍ଧି ମଣ୍ଡପରେ ଏଣ୍ଟ୍ରି ମାରିଲେ ବର-କନ୍ୟା: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ବିବାହ ପାଇଁ ଲୋକମାନେ ପ୍ରାୟତଃ ବଡ଼ ସ୍ବପ୍ନ ଦେଖନ୍ତି । ବିବାହ ଦିନ ସେମାନେ କେଉଁ ପୋଷାକ ପିନ୍ଧିବେ ସେଥିପ୍ରତି ମଧ୍ୟ ସେମାନେ ଯତ୍ନବାନ ହୁଅନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି ଅନୁଯାୟୀ ବିବାହରେ ବିଭିନ୍ନ ପ୍ରକାରର ବିବାହ ପୋଷାକ ପିନ୍ଧାଯାଏ। କିନ୍ତୁ…

ସପ୍ତାହେ ମଧ୍ୟରେ ଦେଶରେ ଲାଗୁହେବ ସିଏଏ: କେନ୍ଦ୍ରମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ,୨୯।୧ : ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ବିଷୟରେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଆଇନ ସାରା ଦେଶରେ କେବେ କାର୍ଯ୍ୟକାରୀ ହେବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଦେଶରେ ନାଗରିକ…

ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍‌ ତାରକା ପଦ୍ମିନୀ ରାଉତ

ଭୁବନେଶ୍ୱର,୨୯ା୧: ଇଣ୍ଟରନ୍ୟାଶନାଲ ମାଷ୍ଟର ଚେସ୍‌ ତାରକା ପଦ୍ମିନୀ ରାଉତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ହିନ୍ଦୁ ବୈଦିକ ରୀତିନୀତିରେ ସେ ମୁମ୍ବାଇର ଜୟକିଶିନ ମନାକନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ରାଜ୍ୟ ସମେତ ଦେଶର…

ହାତ ପତେଇବୁ ନି, ଭିକ ମାଗିବୁ ନାହିଁ: ମୋଦି ସରକାରଙ୍କ ନୂଆ ଲକ୍ଷ୍ୟ, ୩୦ ସହର ପାଇଁ ମାଷ୍ଟରପ୍ଲାନ…

ନୂଆଦିଲ୍ଲୀ,୨୯।୧ : ହାତ ପତେଇବୁ ନାହିଁ, ଭିକ ମାଗିବୁ ନାହିଁ। ଏହି ସ୍ଲୋଗାନ ଦେଇ ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଜର ନୂଆ ଲକ୍ଷ୍ୟ ସ୍ଥିର କରିଛନ୍ତି। ଏଥିପାଇଁ ୩୦ ଟି ସହରର ଏକ ତାଲିକା ମଧ୍ୟ ପ୍ରସ୍ତୁତ…

ମୋନାଲିସା ପେଣ୍ଟିଂ ଉପରକୁ ସୁପ୍‌ ପକାଇ ହରଡ଼ଘଣାରେ ୨ ମହିଳା

ପ୍ୟାରିସ୍‌,୨୯।୧:ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତାମାନେ ପ୍ୟାରିସର ଲୌର୍ଭେ ମ୍ୟୁଜିୟମ୍‌ରେ ଥିବା ମୋନାଲିସା ପେଣ୍ଟିଂକୁ ଟାର୍ଗେଟ କରିଥିଲେ। ଦୁଇଜଣ ମହିଳା କାର୍ଯ୍ୟକର୍ତ୍ତା ମ୍ୟୁଜିୟମ୍‌ରେ ଥିବା ପେଣ୍ଟିଂ ସାମନାରେ ଗ୍ଲାସରେ ସୁପ ଫିଙ୍ଗିଥିଲେ। ଉଭୟ ମହିଳା ସେଠାରେ ଥିବା ସୁରକ୍ଷାକୁ ଭେଦ କରି ପେଣ୍ଟିଂର ନିକଟତର…

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ

ଭୁବନେଶ୍ୱର,୨୯ା୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟା ମାମଲାକୁ ଇତିମଧ୍ୟରେ ବର୍ଷେ ପୂରିଛି। କ୍ରାଇମବ୍ରାଞ୍ଚ ଉକ୍ତ ଘଟଣାର ତଦନ୍ତ କରି ଝାରସୁଗୁଡ଼ା ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିସାରିଛି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?