୨୦୧୮ରେ ପୋଲିସ ଏନ୍କାଉଣ୍ଟର ମାମଲା: ଅପରାଧୀ ବୁଦ୍ଧିଆଙ୍କୁ ୭ ବର୍ଷ କାରାଦଣ୍ଡାଦେଶ
କଟକ,୩ା୨(କାର୍ତ୍ତିକ ସାହୁ): ସଦର ଥାନା ପୋଲିସ ୨୦୧୮ ଜାନୁଆରୀ ୪ ତାରିଖରେ ଗୋପାଳପୁର ଅଞ୍ଚଳରେ କରିଥିବା ଏନ୍କାଉଣ୍ଟର ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲାର ବିଭିନ୍ନ ସ୍ଥାନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅପରାଧୀ ବୁଦ୍ଧିଆ ଓରଫ ତ୍ରିଲୋଚନ ନାୟକଙ୍କୁ…
ଖୁସି ଖବର: ସୁନା-ରୁପା ଦାମ କମିଲା, ଘରେ ବସି ଏହି ନମ୍ବରରେ ମିସ କଲ କରି ଜାଣନ୍ତୁ ଦାମ…
ନୂଆଦିଲ୍ଲୀ,୩।୨ : ଫେବୃଆରୀ ୩ ଶନିବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି। ଶନିବାର ଦିନ…
ଦୁଇଦିନ ଘନକୁହୁଡ଼ି: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୩ା୨: ରାଜ୍ୟରେ ଆସନ୍ତା ୨ ଦିନ ଘନକୁହୁଡ଼ି ଜାରି ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ଘନକୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ଼, କୋରାପୁଟ,…
ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧାଥିବା କପଡ଼ା ଗାଏବ, ୟୁସିସି ଡ୍ରାଫ୍ଟରେ ଥିବା ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ…
ଡେରାଡୁନ,୩।୨ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ଏହି ଡ୍ରାଫ୍ଟ ଆଲୋଚନାର ବିଷୟ ପାଲଟିଛି। ଲୋକମାନେ ଏହି ଡ୍ରାଫ୍ଟର ପ୍ରତ୍ୟେକ ଦିଗ ବିଷୟରେ ଜାଣିବାକୁ…
ଓଡ଼ିଶାର ଇଣ୍ଟିଗ୍ରେଟେଡ୍ ବିଏସ୍ସି ବିଏଡ୍ ପ୍ରମାଣପତ୍ର ବୈଧ ହେଲାନି, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଇମେଲରେ ପଠାଇଲେ ଅଭିଯୋଗ
କଟକ,୩ା୨ (କାର୍ତ୍ତିକ ସାହୁ) ଓଡ଼ିଶାର ଇଣ୍ଟିଗ୍ରେଟେଡ୍ ବିଏଡ୍ ସିବିସିଏସ୍ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ଏହି ଛାତ୍ରୀଛାତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇମେଲ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।…
ପରୀକ୍ଷାର ଦେଢ଼ ଘଣ୍ଟା ପୂର୍ବରୁ ହଲ୍କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ: ମାଧ୍ୟମିକ ଶିକ୍ଷା ପରିଷଦ
କଟକ,୩ା୨(କାର୍ତ୍ତିକ ସାହୁ): ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଉକ୍ତ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ଜାରି ରଖିଛି। କପି ରୋକିବା ଲାଗି ନୂଆ ଫର୍ମୂଲା ଆପଣାଇଛି ବୋର୍ଡ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ…
ମାତା ସୀତା ଟାଣୁଛନ୍ତି ସିଗାରେଟ, ଲାଇଟର ଦେଉଛନ୍ତି ପ୍ରଭୁ ଶ୍ରୀରାମ ! ପୁଣେ ବିଶ୍ୱବିଦ୍ୟାଳୟରେ ନାଟକ ନେଇ ବିବାଦ…
ପୁଣେ,୩।୨ : ପୁଣେ ବିଶ୍ୱବିଦ୍ୟାଳୟ ସହ ଜଡିତ ଏକ ଲଲିତ କଳାକେନ୍ଦ୍ର ସହ ଜଡିତ ଜଣେ ପ୍ରଫେସର ଏବଂ ପାଞ୍ଚ ଜଣ ଛାତ୍ରଙ୍କୁ ରାମଲୀଳା ଉପରେ ଆଧାରିତ ଏକ ନାଟକରେ ପ୍ରଭୁ ଶ୍ରୀରାମ ଏବଂ ଦେବୀ ସୀତାଙ୍କୁ ପରିହାସ କରି ଧାର୍ମିକ…
ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର
କୁଚିଣ୍ଡା,୩ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲ ପଞ୍ଚାୟତ ସୋଲବଗା (ଭଟାଗୁଡ଼ା)ଠାରେ ଶନିବାର ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବିଧବା ବୋହୂ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ଶ୍ବଶୁର ହେଉଛନ୍ତି ଆମତୁନି ବାର୍ଲା(୭୦) ଏବଂ ଆହତ ବୋହୂ…
ରେଳ ଲାଇନରେ ହଂସ: ଅଟକିଗଲା ଟ୍ରେନ, ଭିଡ଼ିଓ ଭାଇରାଲ…
ଲଣ୍ଡନ,୩।୨ : ଟ୍ରେନ ରେଳ ଲାଇନରେ ହଂସକୁ ଦେଖି ଅଟକି ଯାଇଥିଲା। ହଂସ ନ ଯିବା ପର୍ଯ୍ୟନ୍ତ ଟ୍ରେନ ସେଭଳି ଅଟକି ରହିଥିଲା। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଲଣ୍ଡନର ଏକ ରେଳ…
ଖଟିଆରେ ୩ କିଲୋମିଟର ବୁହାହେଲେ ଗର୍ଭବତୀ
କୋକସରା,୩ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। କୋକସରା ବ୍ଲକ ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁକୁ ଭଲ ରାସ୍ତା ଟିଏ ନ ଥିବାରୁ ଗାଁକୁ ଯାଇ ପାରି ନ…
ଫାଶୀ ଦେଲେ ମହିଳା ବିଚାରପତି, ଏବେ ଏସବୁ ନେଇ ଉଠୁଛି ପ୍ରଶ୍ନ…
ଲକ୍ଷ୍ନୌ,୩।୨ : ଉତ୍ତରପ୍ରଦେଶର ବାଦାଉ୍ଁ ଜିଲାରେ ସରକାରୀ ବାସଭବନରୁ ଜଣେ ମହିଳା ବିଚାରପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁହାଯାଉଛି ବିଚାରପତି ଆତ୍ମହତ୍ୟା କରିଛନ୍ତି। ଶନିବାର ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ ଥିଲେ, କାର୍ଯ୍ୟାଳୟର କିଛି ଲୋକ ଘରକୁ ଆସିଥିଲେ।…
ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !…
ଲଣ୍ଡନ,୩।୨ : ଇଣ୍ଟରନେଟ ହେଉଛି ଆଧୁନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ୱବ୍ୟାପୀ ବହୁ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଦିନରାତି ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା ହୋଇଛି…

