ବ୍ରାଡମ୍ୟାନ-କୋହଲିଙ୍କୁ ଟପିଲେ ୱିଲିୟମସନ
ମାଉଣ୍ଟ ମାନୁଗନାଇ,୪।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ଟେଷ୍ଟ ସିରିଜ ରବିବାର ଆରମ୍ଭ ହୋଇଛି। ମାଉଣ୍ଟ ମାନୁଗନାଇରେ ଚାଲିଥିବା ଟେଷ୍ଟର ପ୍ରଥମ ଦିନରେ ଆଫ୍ରିକୀୟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନୂତନ ଅଧିନାୟକ…
ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ହାତଗୋଡ଼ ବାନ୍ଧି ଟ୍ରେନ୍ ଲାଇନ୍ରେ ପକାଇଦେଲେ ପରିବାର ଲୋକେ
ଜୟପୁର,୪ା୨: ରାଜସ୍ଥାନର ଭରତପୁର ଜିଲାର ବୟାନା ଥାନା ପୋଲିସ ଅଞ୍ଚଳର ଶେରଗଡ଼ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ପରିବାର ସଦସ୍ୟ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ…
Grammy Awards ୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ନୋମିନେଟେଡ୍, ଜାଣନ୍ତୁ କେବେ, କେଉଁଠି ଦେଖିବେ…
ବମ୍ବେ: ଆଜି ଅନୁଷ୍ଠିତ ହେବାକୁ ଯାଉଛି ଗ୍ରାମି ଆଓ୍ବାର୍ଡସ୍ ୨୦୨୪। ଯେଉଁଭଳି ଅଭିନୟ ଏବଂ ଫିଲ୍ମଜଗତ ଲାଗି ଓସ୍କାରକୁ ସବୁଠୁ ବଡ଼ ପୁରସ୍କାର, ସେହିଭଳି ଗ୍ରାମିକୁ ସଙ୍ଗୀତଜଗତର ସବୁଠାରୁ ବଡ଼ ପୁରସ୍କାର ବୋଲି କୁହାଯାଏ। ଚଳିତ ବର୍ଷ ଏହାର ଆୟୋଜନ ଲସ୍…
କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ଧନୀ
ବିରାଟ କୋହଲି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସାମିଲ ହୋଇଛି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦୫୦ କୋଟି ଟଙ୍କା। ଏଥି ସହିତ ସେ ବିସିସିଆଇରୁ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି। ଏହା ବ୍ୟତୀତ ବିରାଟ ମଧ୍ୟ ଅନେକ…
ଅସ୍ତ୍ରଶସ୍ତ୍ର ସୌକିନ ଥିବା ୭୦ ବର୍ଷିୟ ଲଲ୍ଲନ ଗିରଫ, ଲକ୍ଷ୍ନୌରେ ସର୍ବ ସମ୍ମୁଖରେ ୩ ଜଣଙ୍କୁ କରିଛନ୍ତି ହତ୍ୟା
ଲକ୍ଷ୍ନୌ,୪।୨: ଲକ୍ଷ୍ନୌର ଟ୍ରିପଲ ମର୍ଡର ମାମଲାର ଅଭିଯୁକ୍ତ ଥିବା ଲଲ୍ଲନ ଖାଁ ଏବଂ ତାଙ୍କ ପୁଅ ଫରାଜ ଖାଁଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ମଲିହାବାଦ ପୋଲିସ ଷ୍ଟେଶନ ଅଞ୍ଚଳର ରହମତନଗର ଗ୍ରାମରେ ଜମି ବଣ୍ଟନ ନେଇ ବିବାଦ ଲାଗି ରହିଥିଲା। ଏଥିରେ…
ସ୍ବତନ୍ତ୍ର କ୍ଲବ୍ରେ ସାମିଲ ହେଲେ ଗିଲ୍
ବିଶାଖାପାଟନମ୍,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଶୁବମନ ଗିଲ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସମାଲୋଚକମାନଙ୍କୁ ଚୁପ କରିଦେଇଛନ୍ତି। ସେ ଭାରତର ଦ୍ୱିତୀୟ ଇନିଂସରେ ଏକ ଚମତ୍କାର ଶତକ ହାସଲ କରିଥିଲେ।…
ଜଣେ ନିର୍ଦ୍ଦେଶକଙ୍କ ସହ ରୋମାନ୍ସ ଉର୍ମିଳାଙ୍କ କ୍ୟାରିୟରରେ ଲଗାଇଥିଲା ଗ୍ରହଣ, ଧରିଛନ୍ତି ୯ ବର୍ଷ ସାନ ବ୍ୟକ୍ତିଙ୍କ ହାତ
ବମ୍ବେ: ନବେ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଅନ୍ୟତମ। ନିଜ ଅଭିନୟକୁ ନେଇ ଏବେ ବି ସେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରନ୍ତି। ୧୯୭୪ ଫେବୃୟାରୀ ୪ରେ ମୁମ୍ବାଇରେ ଅଭିନେତ୍ରୀଙ୍କ ଜନ୍ମ। ଆଜି ସେ ୫୦ ବର୍ଷର ହୋଇଛନ୍ତି।…
ଜୋ ବାଇଡେନ, ଏଲୋନ ମସ୍କଙ୍କୁ ହତ୍ୟା ଧମକ, ଟେଲସା କର୍ମଚାରୀ ଗିରଫ
ଟେକ୍ସାସ,୪।୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଟେକ ବିଲିୟନେୟାର ଏଲୋନ ମସ୍କଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣେ ଟେସଲା କର୍ମଚାରୀଙ୍କୁ ଟେକ୍ସାସରେ ଗିରଫ କରାଯାଇଛି। କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି…
ପୁଅ ପାଇଁ ମୁଁ ଗର୍ବିତ: ଅମିତାଭ
ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପୁଅ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ଖୁସିର ନୋଟ ଶେୟାର କରିଛନ୍ତି। ବିଗ ବି’ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିଷେକଙ୍କ ପାଇଁ ଏକ ଭାବପ୍ରବଣ ନୋଟ…
ଲୋକ ସଭା ନିର୍ବାଚନକୁ ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ସାମ୍ନାରେ ବଡ ଧର୍ମ ସଙ୍କଟ
ନୂଆଦିଲ୍ଲୀ,୪।୨: ସମାଜବାଦୀ ପାର୍ଟି ୧୬ଟି ଲୋକ ସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରି ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଙ୍ଗମିତ୍ରା ମୌର୍ଯ୍ୟଙ୍କ ରାଜନୈତିକ ଡଙ୍ଗାକୁ ଭଅଁର ଭିତରେ ପକାଇ ଦେଇଛନ୍ତି। ସ୍ବାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଝିଅର ରାଜନୈତିକ…
ଭାରତ ୨୫୫ ରନରେ ଅଲଆଉଟ୍: ଇଂଲଣ୍ଡକୁ ୩୯୯ ରନର୍ ଟାର୍ଗେଟ୍
ବିଶାଖାପାଟନମ୍,୪।୨: ଦ୍ୱିତୀୟ ଇନିଂସରେ ଭାରତ ୨୫୫ ରନରେ ଅଲଆଉଟ୍ ହୋଇଛି। ରେହାନ ଅହମ୍ମଦ ଅଶ୍ୱିନଙ୍କୁ ଆଉଟ୍ କରି ଭାରତର ଇନିଂସ ଶେଷ କରିଥିଲେ। ବର୍ତ୍ତମାନ ମ୍ୟାଚ ଜିତିବା ପାଇଁ ଇଂଲଣ୍ଡର ୩୯୯ ରନ ଲକ୍ଷ୍ୟ ରହିଛି। ଏହି ଇନିଂସରେ ଭାରତ ପାଇଁ…
ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଖୁସି ଖବର
ମାଉଣ୍ଟ ମାନୁଗନାଇ,୪।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ମାଉଣ୍ଟ ମାନୁଗନାଇରେ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ…

