Posted inଫୁରସତ

Video: ଢୋଲର ତାଳେ ତାଳେ ନାଚୁଛି ହାତୀ: ଭିଡିଓ ହେଉଛି ଭାଇରାଲ

ପ୍ରତିଦିନ ଇଣ୍ଟରନେଟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି। ନିକଟରେ ହାତୀର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ହାତୀ ଢୋଲର ତାଳେ ତାଳେ ନାଚୁଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ହାତୀର ଚାରିପାଖରେ ଲୋକ ଅଛନ୍ତି। ହାତୀଟି ଠିକ ରାଜା ପରି ସଜାଯାଇଛି। ଲୋକମାନେ ହାତୀ ଚାରିପାଖରେ ଠିଆ ହୋଇଛନ୍ତି। କିଛି ଲୋକ ଡ୍ରମ ବଜାଇ ନାଚୁଛନ୍ତି। ଏହା ସହିତ ହାତୀ ମଧ୍ୟ ଡ୍ରମର ତାଳେ ତାଳେ ନାଚୁଛି। ହାତୀ ଚାରିପାଖରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ହାତୀ ସହିତ ନାଚୁଛନ୍ତି। ସତେ ଯେପରି ଏକ ପର୍ବ ଚାଲିଛି। ଲୋକମାନେ ଏହି ହାତୀ ଡ୍ୟାନ୍ସ ଭିଡିଓକୁ ବହୁତ ପସନ୍ଦ କରନ୍ତି।
ହାତି ରାଜାଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ହ୍ୟାଣ୍ଡେଲ @WokePandemic ରେ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳସାଜିଲା କାଳବୈଶାଖୀ: ରାତିସାରା ତାଣ୍ଡବ ରଚିଲା, ଭାଙ୍ଗିଲା ବଡ଼ ବଡ଼ ଗଛ, ଯାତାୟାତ ଠପ୍‌

କୃଷ୍ଣପ୍ରସାଦ,୧।୫ (କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ। ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ…

ଅଧରାତିରେ ଷ୍ଟ୍ରଙ୍ଗ୍‌ ରୁମ୍‌ ଭିତରେ ପଶିଲେ ମମତା: ୩ ଘଣ୍ଟା ପରେ ସେଠାରୁ ବାହାରି କହିଲେ, ଜୀବନ-ମୃତ୍ୟୁ…

କୋଲକାତା,୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଷ୍ଟ୍ରଙ୍ଗରୁମରେ ତିନି ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (EVM) ସହିତ ଜଡିତ…

ଝଡ଼ ବର୍ଷାରେ ଉଡ଼ିଲା ଟିଣ: ଘରେ ପଶିଲା ପାଣି 

ଟିକିରି,୧।୫(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ଗୋକୁଳମୁଣ୍ଡା ଗ୍ରାମରେ ଶୁକ୍ରବାର ଝଡ ପବନ ଓ ବର୍ଷା ହୋଇଛି। ଏଥିରେ ସ୍ବର୍ଗତ…

ବିଶ୍ୱ ଶାନ୍ତି ମହାଯଜ୍ଞ ଦର୍ଶନ କଲେ ବିଧାୟକ: ଅଞ୍ଚଳବାସୀଙ୍କୁ କଲେ ପ୍ରଶଂସା, କହିଲେ…

ଗଞ୍ଜାମ,୧।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତ ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…

ଉପସ୍ଥିତ ବୁଦ୍ଧି ଖଟାଇ ନଦୀରେ ବୁଡ଼ିଯାଉଥିବା ୨ ବାଳିକାଙ୍କୁ ଉଦ୍ଧାରକଲେ ମହିଳା

କଲ୍ୟାଣସିଂହପୁର,୧।୫ (ଦୀପକ କୁମାର ପରିଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅଡ଼ାବାଡ଼ି ଗାଁରେ ନଦୀରେ ବୁଡ଼ିଯାଉଥିବା ୨ ଝିଅଙ୍କୁ ଜଣେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ…

ବାଥ୍‌ରୁମ୍‌ରେ ଗାଧୋଉଥିଲେ ମହିଳା, ଲୁଚିକି ଭିଡିଓ କରୁଥିଲେ ୨ କ୍ରିକେଟର୍‌: ବାନ୍ଧିଲା ପୋଲିସ

କଲମ୍ବୋ,୧।୫: ଚଳିତ IPL 2026 ସିଜିନ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଅଣ୍ଡର-୧୯ କ୍ରିକେଟ ଦଳର ଦୁଇ ଖେଳାଳିଙ୍କୁ ଏକ…

EPFO ପେନସନଧାରୀଙ୍କ ପାଇଁ ବଡ଼ଖବର : EPF ପେନସନ ୧୦୦୦୦ରୁ ବଢ଼ି ହେବ ଏତିକ! ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ,୧।୫: ଜାତୀୟ ଆନ୍ଦୋଳନ କମିଟି (NAC)ର ମୁଖ୍ୟ ଦାବି ହେଉଛି EPS-୯୫ ଅଧୀନରେ ଆବୃତ ପେନସନଭୋଗୀଙ୍କ ପାଇଁ ସର୍ବନିମ୍ନ ମାସିକ ପେନସନ ୧,୦୦୦ରୁ ୭୫୦୦ କୁ ବୃଦ୍ଧି…

ଏହି ଦିନ ପର୍ଯ୍ୟନ୍ତ ହେବ କାଳବୈଶାଖୀ ବର୍ଷା: ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର,୧ା୫ (ବନ୍ଦନା ସେଠୀ):ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା ପାଇଁ ଗୁରୁବାର ତାପମାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri