Home

୬ ବର୍ଷ ଅପେକ୍ଷାର ହେଲା ଅନ୍ତ, ଯୁବରାଜ, ଶେହଓ୍ବାଗ,ରବି ଶାସ୍ତ୍ରୀ ସମସ୍ତଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଓ୍ବାଇଜାକ ଟେଷ୍ଟରେ ଶୁବମନ ଗିଲ ଫର୍ମକୁ ଫେରି ଏକ ଶତକ ହାସଲ କରିଥିଲେ। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ କ୍ୟାରିୟର ଏବଂ କ୍ୟାରିୟରର ଦଶମ ଆନ୍ତର୍ଜାତୀୟ ଶତକ। ଏହା ସହ ଶୁବମନ…

ଫ୍ଲୋର ଟେଷ୍ଟ ପୂର୍ବରୁ ଚମ୍ପାଇ ସୋରେନଙ୍କୁ ବଡ ଝଟ୍‌କା

ରାଞ୍ଚି,୪।୨: ସୋମବାର ରାଞ୍ଚି ବିଧାନସଭାରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସଂଖ୍ୟାଗରିଷ୍ଠତା ହାସଲ କରିବେ। ଗୋଟିଏ ପଟେ ବିଧାୟକମାନଙ୍କୁ ସେମାନଙ୍କ ପକ୍ଷକୁ ଆଣିବା ପାଇଁ ମନିପୁଲେସନ କରାଯାଉଥିବା ବେଳେ ଅନ୍ୟ ପଟେ ଜାମସେଦପୁର ପୂର୍ବର ସ୍ବାଧୀନ ବିଧାୟକ ସରୟୁ ରାୟ…

ରୋମାଞ୍ଚକ ସ୍ଥିତିରେ ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡ ବ୍ୟାଟର୍‌ ବନାମ ଭାରତୀୟ ସ୍ପିନର୍‌, କିଏ ଜିତିବ ବାଜି

ବିଶାଖାପାଟନମ୍‌,୪।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୩୯୯ ରନ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ତୃତୀୟ ଦିନର ଖେଳ ଶେଷ…

ଅମିରଙ୍କୁ ଫିଲ୍ମରୁ ରିଜେକ୍ଟ କଲେ ପୂର୍ବତନ ସ୍ତ୍ରୀ

କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲାପତା ଲେଡିଜ’କୁ ଦର୍ଶକମାନେ ଦୀର୍ଘ ଦିନ ହେବ ଅପେକ୍ଷା କରିଛନ୍ତି। ମାର୍ଚ୍ଚ ୧ରେ ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି। ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି…

ଦେଶର ସବୁଠୁ ବଡ଼ କପର୍‌ ପ୍ଲାଣ୍ଟ୍‌ ଖୋଲିବ ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ,୪।୨: ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ ଦେଶର ସର୍ବବୃହତ କପର୍‌ ପ୍ଲାଣ୍ଟ୍‌ ଖୋଲିବାକୁ ଯାଉଛି। ଏହି ପ୍ଲାଣ୍ଟ୍‌ ଗୁଜରାଟର ମୁଣ୍ଡ୍ରାଠାରେ ନିର୍ମାଣ ହେବ। ଏହି ପ୍ଲାଣ୍ଟ୍‌ ସହିତ ଦେଶର କପର୍‌ ଆମଦାନୀ ହ୍ରାସ ପାଇବ। କପର୍‌ ପ୍ଲାଣ୍ଟ୍‌ ପାଇଁ ଆଦାନୀ…

ପୁନମ ପାଣ୍ଡେଙ୍କ ‘ଫେକ୍‌ ଡେଥ୍‌ ପବ୍ଲିସିଟି ଷ୍ଟଣ୍ଟ’ ପରେ ମୁହଁ ଖୋଲିଲେ ସ୍ବାମୀ

ମୁମ୍ବାଇ,୪ା୨: କଣ୍ଟ୍ରୋଭର୍ସି କୁଇନ୍‌ ନାମରେ ପରିଚିତ ୩୨ ବର୍ଷୀୟା ପୁନମ୍‌ ପାଣ୍ଡେଙ୍କ ‘ଫେକ୍‌ ଡେଥ୍‌ ପବ୍ଲିସିଟି ଷ୍ଟଣ୍ଟ’ ପରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଭିନେତ୍ରୀଙ୍କୁ ଟାର୍ଗେଟ୍‌ କରୁଥିବାର ନଜର ଆସିଛନ୍ତି। ସର୍ଭିକାଲ କ୍ୟାନ୍‌ସର…

ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର-ଜେଏନ୍‌ୟୁ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର,୪ା୨(ଅସମାପିକା ସାହୁ): ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରବିବାର ଲୋକସେବା ଭବନଠାରେ ଆୟୋଜିତ ବୁଝାମଣାପତ୍ର…

ସିଟ ଶେୟାରିଂକୁ ନେଇ ଅଖିଳେଶଙ୍କ ବଡ ଦାବି

ଲକ୍ଷ୍ନୌ,୪।୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଉପରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଥାଶୀଘ୍ର ଇଣ୍ଡିଆ ମେଣ୍ଟରେ ସିଟ ବଣ୍ଟନ କରାଯିବା ଉଚିତ। ଆସନ ବଣ୍ଟନ…

ତୃତୀୟ ଦିନର ଖେଳ ଶେଷ: ଇଂଲଣ୍ଡକୁ ବିଜୟ ପାଇଁ ୩୩୨ ରନ, ଭାରତକୁ ୯ ଉଇକେଟ୍‌ ଆବଶ୍ୟକ

ବିଶାଖାପାଟନମ୍‌,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି। ତୃତୀୟ ଇନିଂସରେ ଗୋଟିଏ ଉଇକେଟ ହରାଇ ଇଂଲଣ୍ଡ ୬୭ ରନ ସଂଗ୍ରହ କରିଛି। ଜିତିବା ପାଇଁ ଇଂଲଣ୍ଡ ଦଳକୁ ଆହୁରି ୩୩୨ ରନ…

ମୋତେ ଭାଜପାରେ ସାମିଲ ହେବାକୁ ବାଧ୍ୟ କରାଯାଉଛି: କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀ(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ ନେଇ ବଡ଼ ଦାବି କରିଛନ୍ତି। ତାଙ୍କୁ ଭାଜପାରେ ସାମିଲ ହେବା ଲାଗି ବାଧ୍ୟ କରାଯାଉଛି। ହେଲେ ସେ ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ…

ସେନା ଶପିଂ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଯବାନ ଆହତ

ଶ୍ରୀନଗର,୪ା୨: ଜମ୍ମୁ-କଶ୍ମୀରର କୁପ୍‌ଓ୍ବାଡା ଜିଲାର ଏକ ସେନା ଶପିଂ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟି ୮ ଦୋକାନ ନଷ୍ଟ ହୋଇଯାଇଥିବା ବେଳେ ୬ ଯବାନ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି, ଫେବୃଆରୀ ୪ରେ ଜିଲାର ଜାଙ୍ଗଲି ଅଞ୍ଚଳରେ ଥିବା ଏକ ଶପିଂ କମ୍ପ୍ଲେକ୍ସରେ…

ବ୍ରାଡମ୍ୟାନ-କୋହଲିଙ୍କୁ ଟପିଲେ ୱିଲିୟମସନ

ମାଉଣ୍ଟ ମାନୁଗନାଇ,୪।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ଟେଷ୍ଟ ସିରିଜ ରବିବାର ଆରମ୍ଭ ହୋଇଛି। ମାଉଣ୍ଟ ମାନୁଗନାଇରେ ଚାଲିଥିବା ଟେଷ୍ଟର ପ୍ରଥମ ଦିନରେ ଆଫ୍ରିକୀୟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନୂତନ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?