କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୧।୬: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍ ଜୁନ୍ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର କେରଳ ଛୁଇଁଛି। ଏହାର ପ୍ରଭାବରେ ପାଖାପାଖି ୯ ଜିଲାରେ ପ୍ରବଳ ବର୍ଷା ହୋଇଛି।…
କରୋନାରେ ସଂକ୍ରମିତ ହେଲେ ଆଇସିଏମ୍ଆର୍ର ବରିଷ୍ଠ ବୈଜ୍ଞାନିକ
ନୂଆଦିଲ୍ଲୀ,୧।୬: ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେ ଗତ ୨ ସପ୍ତାହ ପୂର୍ବେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ। ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର୍ ରିସର୍ଚ୍ଚ ଇନ୍ ରିପ୍ରଡକଟିଭ…
କେନ୍ଦ୍ରାପଡ଼ାରେ ୫୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ୧୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦ୍ରାପଡ଼ା ଅଫିସ,୧ା୬: କେନ୍ଦ୍ରାପଡ଼ା ଜିଲାରେ ସୋମବାର ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ଛତାସ୍ଥିତ କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି ଯେ, ନୂତନ ଚିହ୍ନଟଙ୍କ ମଧ୍ୟରେ…
ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍
ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏନେଇ ଏକ…
କଟକଣା ଅଭାବ: ଭାରିଯାନ ଚଳାଚଳରୁ ଛିଣ୍ଡିଲା ବିଦ୍ୟୁତ୍ ତାର, ସାଧାରଣରେ ଅସନ୍ତୋଷ
କେନ୍ଦୁଝର,୧ା୬(ସ୍ବ.ପ୍ର.): କଟକଣା ଅଭାବରୁ କେନ୍ଦୁଝର ସହରର ବିଭିନ୍ନ ଗଳି ରାସ୍ତାରେ ଭାରିଯାନ ଚଳାଚଳ ଜାରିରହିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା, ଡ୍ରେନ୍ ଭାଙ୍ଗୁଛି। ସୋମବାର ଅଜନ୍ତା ଲଜ୍ ଗଳିରେ ଭାରୀଯାନ ଚଳାଚଳ ଯୋଗୁ ଅନେକ ଦୋକାନର ବିଦ୍ୟୁତ୍…
ଅଦୃଶ୍ୟ କରୋନା ଭୂତାଣୁ, ଅଜେୟ କରୋନା ଯୋଦ୍ଧା: ମୋଦି
ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ରାଜୀବ ଗାନ୍ଧୀ ଯୁନିଭର୍ସିଟି ଅଫ୍ ହେଲ୍ଥ ସାଇନସେସ୍ର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ କହିଛନ୍ତି, ଆଗଧାଡିର କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର, ନର୍ସ ଓ ପରିମଳ କର୍ମଚାରୀଙ୍କ…
ତାରବିହୀନ ବିଦ୍ୟୁତ୍
ସାଧାରଣତଃ ବିଦ୍ୟୁତ ସଞ୍ଚାରଣ ପାଇଁ ତାରର ଆବଶ୍ୟକତା ପଡ଼ିଥାଏ। ହେଲେ ଏଣିକି ଏଥିପାଇଁ ତାର ଆବଶ୍ୟକ ପଡିବ ନାହିଁ। ଏ କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ କରିଥିବାର ଜାପାନ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ବିଷୟରେ ଗବେଷଣା କରିବା ସମୟରେ…
ବ୍ୟାୟାମ କରିବା ପୂର୍ବରୁ…
ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପ୍ରଥମେ ଏ ନେଇ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଷଦଭାବରେ ଆଲୋଚନା କରନ୍ତୁ। ତା’ପୂର୍ବରୁ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ…
ଅପରେଶନ୍ ସମୁଦ୍ର ସେତୁ: ଆଇଏନ୍ଏସ୍ ଜଲାଶ୍ୱରେ କଲୋମ୍ବୋରୁ ୭୦୦ ଭାରତୀୟ ଫେରିବେ ସ୍ବଦେଶ
କଲୋମ୍ବୋ,୧।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ବିଦେଶୀମାନେ ଅଟକି ରହିଛନ୍ତି। ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା…
ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା ଦାବିକଲା ଘରୋଇ ବସ୍ କର୍ମଚାରୀ ସଂଘ
ଭଦ୍ରକ ଅଫିସ,୧ା୬: ଭଦ୍ରକ ଘରୋଇ ବସ୍ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ପାଇଁ ଦାବି କରାଯାଇଛି। ପ୍ରତିଟି ବର୍ଗର ଲୋକଙ୍କୁ ବିଭିନ୍ନ ଘୋଷଣା…
ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍ ରାଣା
‘ବାହୁବଳୀ’ ଫେମ୍ ରାଣା ଡାଗୁବତୀ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍ଡାଉନ୍ ମଧ୍ୟରେ ଗର୍ଲଫ୍ରେଣ୍ଡ୍ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏବେ ତାଙ୍କ ପିତା ତଥା ପ୍ରଯୋଜକ ସୁରେଶ ବାବୁ ବିବାହ ତାରିଖ ମଧ୍ୟ…
ଅନ୍ଲାଇନରେ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ: ୬୫ ଅଧ୍ୟାପିକା, ଅଧ୍ୟାପକ ନିଯୁକ୍ତ
କଟକ ଅଫିସ,୧।୬: ଯୁକ୍ତଦୁଇ ପରୀକ୍ଷାର ଉତ୍ତର ଖାତାଦେଖା ସୋମବାରଠାରୁ ଆରମ୍ଭ ହୋଇଛି। କେବଳ ଅନ୍ଲାଇନରେ ଭୁବନେଶ୍ୱର ଏବଂ କଟକରେ ଖାତା ଦେଖାଯାଉଛି। କଟକ ଲିଙ୍କ୍ରୋଡ଼ସ୍ଥିତ ଏକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଖାତାଦେଖା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ୬୪ଟି କମ୍ପ୍ୟୁଟର ଥିବାବେଳେ…
Archives


