Home

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ପରିବାର ସଦସ୍ୟ କରୋନା ସଂକ୍ରମିତ

ୟେରେଭାନ,୧।୬: ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ ଓ ତାଙ୍କ ପରିବାରଣ ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ଫେସ୍‌ବୁକ ଷ୍ଟେଟମେଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେ ଏହାର…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ; ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି। ରାଜ୍ୟରେ ସୋମବାର ୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ଭୋକିଲା ପିଲାଙ୍କୁ ଖାଦ୍ୟ ବାଣ୍ଟିଲେ କ୍ରିକେଟର୍‌

କରୋନା ମହାମାରୀ ଭିତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କ୍ରିକେଟର୍‌। ଭାରତୀୟ କ୍ରିକେଟର ହୁଅନ୍ତୁ କି ବିଦେଶୀ, ସମସ୍ତେ ଏହି କଠିନ ସମୟରେ ଆଗକୁ ଆସିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁ ପ୍ଲେସି ମଧ୍ୟ…

ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ନିସର୍ଗ: ଜୁନ୍‌ ୩ ସନ୍ଧ୍ୟାରୁ ମହାରାଷ୍ଟ୍ର-ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୧।୬: ଅମ୍ଫନ ପରେ ଏବେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସାମୁଦ୍ରିକ ଝଡ଼ ନିସର୍ଗ ଦାନା ବାନ୍ଧୁଛି। ଧୀରେଧୀରେ ଏହା ଘନିଭୂତ ହେବାରେ ଲାଗିଛି। ଜୁନ୍‌ ୩ ସନ୍ଧ୍ୟା ସୁଦ୍ଧା ଏହାର ପ୍ରଭାବରେ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳ ଅଞ୍ଚଳରେ…

ସଂଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଚିହ୍ନଟ

ଚୌଦ୍ୱାର,୧।୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଗାନ୍ଧିଛକ ଟାଉନହଲ ନିକଟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ମୁଣ୍ଡାମାଳ ଗ୍ରାମର ହୋଇଥିବା ବେଳେ ୧୦ ଦିନତଳେ ସେ ସୁରଟରୁ ଫେରି ସଂଗରୋଧ କେନ୍ଦ୍ରରେ ରହୁଥିଲେ। ଗତ ୨୯…

ଏଥର ହେବ ସ୍ବାଭାବିକଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୬: କେରଳରେ ମୌସୁମୀ ପହଞ୍ଚିବା ପରେ ଦେଶବାସୀଙ୍କ ଆଶ୍ୱସ୍ତି ମିଳିଛି। ଏଥର ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲା-ନିନା ପ୍ରଭାବରେ ଏଥର ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୨…

ଭାରତ ସୀମାର ୩୫ କିମି ଭିତରେ ଉଡ଼ିଲା ଚାଇନା ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧।୬: ଭାରତ ସୀମାର ୩୦ରୁ୩୫ କିଲୋମିଟର ଭିତରେ ଚାଇନା ଯୁଦ୍ଧ ବିମାନ ଉଡ଼ିଛି। ଭାରତୀୟ ସେନା ପକ୍ଷରୁ ଏହା ଉପରେ ତୀକ୍ଷଣ୍‌ ଦୃଷ୍ଟି ରଖାଯାଇଥିବା କୁହାଯାଉଛି। ପୂର୍ବ ଲଦାଖରେ ଭାରତୀୟ ଆକାଶ ମାର୍ଗ ସୀମା ଡେଇଁ ଚାଇନାର ୧୦ରୁ ୧୨ ଯୁଦ୍ଧ…

୨୦୨୫ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ: ପୃଥିବୀର ଧାର୍ଯ୍ୟ ଲକ୍ଷ୍ୟର ୫ ବର୍ଷ ପୂର୍ବରୁ ମିଳିବ ସଫଳତା

ନୂଆଦିଲ୍ଲୀ,୧।୬: ଭାରତରୁ ୨୦୨୫ ସୁଦ୍ଧା ଯକ୍ଷ୍ମା ଲୋପ ପାଇବ। ପୃଥିବୀରୁ ଏହା ୨୦୩୦ ସୁଦ୍ଧା ଲୋପ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହାର ୫ ବର୍ଷ ପୂର୍ବରୁ ଭାରତ ଯକ୍ଷ୍ମା ମୁକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କ୍ରିକେଟର ଦିନେଶ କାର୍ତ୍ତିକଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ବିବାହ କରିଥିଲେ ମୁରଲୀ ବିଜୟ

ଭାରତର ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଆଜି ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ପରି ଦୀନେଶ କାର୍ତ୍ତିକ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଖେଳିଥିଲେ। କାର୍ତ୍ତିକଙ୍କୁ ୩୫ତମ ଜନ୍ମଦିନରେ ଅଭିନନ୍ଦନ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ୨ ନାବାଳିକା, ୨ ନାବାଳକ

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବାରବାଙ୍କ ଶବର ସାହିରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଥିବା…

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୧।୬: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଅନୁପ୍ରବେଶ କରୁଥିବା ୩ ଆତଙ୍କବାଦୀ ଭାରତୀୟ ସେନାଙ୍କ ଗୁଳିରେ ନିହତ ହୋଇଛନ୍ତି। ନୌଶେରା ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିଲେ। ଏନେଇ ଭାରତୀୟ ସେନା ପକ୍ଷରୁ ସତର୍କ ସୂଚନା…

ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍‌ରେ ‘ହୁଡ୍‌ ହୁଡ୍‌ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍‌ନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri