Home

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ କରୋନାକୁ ନେଇ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ

ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର ଜଣେ ଆଗଧାଡିର ନେତା ଭାବେ ସେ ବେଶ୍‌ ପରିଚିତ ଥିଲେ। ସମାଜବାଦୀ ପାର୍ଟିରୁ ସେ…

ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ ପରିବାର ଲୋକେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କର ୨…

ବୋରିସଙ୍କୁ ଯୋଦ୍ଧା ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୨୭।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାରେ ପୀଡ଼ିତ ହେବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣେ ଯୋଦ୍ଧା ବୋଲି କହିଛନ୍ତି। ଟୁଇଟ୍‌ କରି ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ମୋଦି…

୧୦୪ନଂରୁ ନିର୍ଦ୍ଦେଶ ନ ଆସିବା ଯାଏ ଘରର ସୀମାରେଖା ଡିଅଁନ୍ତୁ ନାହିଁ, ହୁଅନ୍ତୁ ନାହିଁ ‘ସୁପର୍‌ ସ୍ପ୍ରେଡର ବା ରୋଗୀ ନଂ-୩୧’: ବାଗ୍‌ଚୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏକଦା ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଭାବେ ଚାଲୁଥିବା ବେଳେ ହଠାତ୍‌ ଜଣେ ୬୧ ବର୍ଷ ବୟସ୍କା ମହିଳା ଏହାକୁ…

ନେପାଳ ପ୍ରଧାନମନ୍ତ୍ରୀ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କାଠମାଣ୍ଡୁ,୨୭।୩: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଅଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ୬୯ ବର୍ଷୀୟ ଅଲୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ତ୍ରିଭୁବନ ୟୁନିଭର୍ସିଟି ଟିଚିଂ ହସ୍ପିଟାଲରେ…

ଲକ୍‌ଡାଉନ୍‌ ସମୟରେ ଆଗୁଆ ୪ ମାସର ଭତ୍ତା ପାଇ ହିତାଧିକାରୀ ଖୁସି

ଆରଡି,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଶୁକ୍ରବାର ପଞ୍ଚାୟତର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ଦାସ, ନୋଡାଲ ଅଫିସର ଇ. ପ୍ରଭାତ ବେହେରା ଘରଘର ବୁଲି ହିତାଧିକାରୀଙ୍କୁ ୪…

କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏବେ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ଗତ ୨୪…

କେରଳ କ୍ୱାରାଣ୍ଟାଇନ୍‌ରୁ ଫେରାର ଆଇଏଏସ୍‌ ଅଧିକାରୀ ଉତ୍ତରପ୍ରଦେଶରୁ ଠାବ

ତିରୁଭାନନ୍ତମପୁରମ,୨୭।୩: କରୋନା ଭାଇରସ୍‌ ବ୍ୟାପିବାକୁ ଥିବା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ ଡାଉନ୍‌ ଜାରି କରିଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ଜୁନିୟର ଆଇଏଏସ୍‌ ଅଧିକାରୀ ଏହି ନିୟମର ମଜାକ ଉଡାଇବା ସହ କ୍ୱାରାଣ୍ଟାଇନ୍‌ରୁ ଫେରାର…

କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍‌ଏଫ୍‌ଏ

ସିଡନୀ,୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍‌ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ କର୍ମଚାରୀଙ୍କୁ ଘରକୁ ଯିବାକୁ ପଡିଛି। କରୋନା ଭାଇରସ୍‌ କାରଣରୁ ସାରା ଦେଶରେ ଫୁଟବଲ ଇଭେଣ୍ଟ…

ଲକ୍‌ଡାଉନ୍‌ ସମୟରେ ବରଯାତ୍ରୀ ନେଇ ଯିବାରୁ ପୋଲିସ ଷ୍ଟେଶନରେ ରାତି କାଟିଲେ ବର

ଉଦ୍ଧମ ସିଂ ନଗର,୨୭।୩: କରୋନା ଭାଇରସ ସଂକ୍ରମଣକୁ ଦେଖି ଏବେ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ ଏହି ସମୟରେ ବିନା ଅନୁମତିରେ ଉତ୍ତରାଖଣ୍ଡ ଉଦ୍ଧମ ସିଂ ନଗରର ଜଣେ ବର ବରଯାତ୍ରୀ ସହ ବାହା ହେବାକୁ ଯାଉଥିବା ବେଳେ…

କରୋନା ସହ ଲଢିବାକୁ ଭାରତୀୟ ସେନାର ‘ଅପରେଶନ ନମସ୍ତେ’

ନୂଆଦିଲ୍ଲୀ,୨୭।୩: ଦେଶ ଏବେ ପ୍ରସ୍ତୁତ କରୋନା ଭାଇରସ ସହ ଲଢିବାକୁ। ସାରା ଦେଶରେ ଏବେ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସାଧାରଣ ଜନତା ମଧ୍ୟ ଏହାକୁ ନେଇ ବେଶ୍‌ ସଚେତନ ହୋଇ ଯାଇଥିବା ଦେଖାଯାଇଛି। ମାହାମାରୀ କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri