କରୋନା ଭାଇରସ୍: ଭଡାଟିଆଙ୍କୁ ଭଡା ମାଗିଲେ ଜେଲ୍ ଯିବେ ଘର ମାଲିକ
ନଏଡା,୨୮।୩: ସାରା ଦେଶରେ କରୋନା ଯୋଗୁ ଲକ୍ଡାଉନ୍ ରହିଛି। ଏଥିଯୋଗୁ ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ କେତେକ ନିଜର ଜୀବିକା ମଧ୍ୟ ହରାଇସାରିଲେଣି। ଇତିମଧ୍ୟରେ ତ୍ତରପ୍ରଦେଶର ନଏଡାରେ ରହୁଥିବା ଭଡାଟିଆଙ୍କ ପାଇଁ ଜିଲାପାଳ ଏକ ବଡ଼ ନିଷ୍ପତ୍ତି…
କରୋନା ମୁକାବିଲା: ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କୋଭିଡ-୧୯ ଡିପିଏଚ୍ଏଲ୍ ଓ ସ୍ବାବ୍ ନମୁନା ସଂଗ୍ରହ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ବିଜ୍ଞାପନ ଦିଆଯାଇଛି। ସ୍ବଳ୍ପମିଆଦ ଭିତ୍ତିରେ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋଙ୍କୁ…
କେରଳରେ ପ୍ରଥମ ମୁଣ୍ଡ ନେଲା କରୋନା
କୋଚି,୨୮।୩: କେରଳରେ କରୋନା ଭାଇରସ୍ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଶନିବାର କୋଚିର ଏକ ହସ୍ପିଟାଲରେ ଜଣେ ୬୯ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟସରକାର ସୂଚନା ଦେଇଛନ୍ତି। କେରଳରେ ଏହା ପ୍ରଥମ ମୃତ୍ୟୁ ଘଟଣା ହୋଇଥିବା…
ଲକ୍ଡାଉନ୍ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଓଡ଼ିଆ: ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏଥିରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ବାହାରେ ଫସି ରହିଛନ୍ତି। ସେମାନଙ୍କୁ ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନ ସହ ଅନ୍ୟ ପ୍ରତିପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ…
ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବୋଡେନ, ସିନାପାଲିର ୩୦ ଶ୍ରମିକ
ସିନାପାଲି, ୨୮।୩ (ଡି.ଏନ.ଏ.): କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ ଡାଉନ (ତାଲା ବନ୍ଦ) ରହିଛି। ହେଲେ ପେଟପାଟଣା ପାଇଁ ଯାଇଥିବା ନୂଆପଡ଼ା ଜିଲା ସିନାପାଲି ଓ ବୋଡେନ ଅଞ୍ଚଳର ୩୦ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ଏବେ ଫସି ରହିଛନ୍ତି…
ଡୋପ୍: ଶଟ୍ ପୁଟର ନବୀନ ଚିକାରା ୪ ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୨୮।୩(ପି.ଟି.): ଭାରତୀୟ ତାରକା ଶଟ୍ପୁଟର ନାବୀନ ଚିକାରା ୪ ବର୍ଷ ବାସନ୍ଦ ହୋଇଛନ୍ତି। ଓ୍ବଲର୍ଡ ଆଥଲେଟିକ୍ସର ଇଣ୍ଟିଗ୍ରେଟେଡ ୟୁନିଟ୍ ତାଙ୍କୁ କ୍ରୀଡ଼ାରୁ ବାସନ୍ଦ କରିଛି। ୨୦୧୮ରେ ଅନୁଷ୍ଠିତ ଆଉଟ୍ ଅଫ୍ କମ୍ପିଟିସନ ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଫଳରେ…
ଘରେ ପହଞ୍ଚାଇଦେବାକୁ ୧୩ ଯୁବକଙ୍କ ଅନୁରୋଧ
ଗୁଡଭେଲା,୨୮।୩(ଡି.ଏନ.ଏ.):କରୋନା ଭାଇରସ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ ଡାଉନ ଘୋଷଣା କରାଯାଇଛି। ଏଭଳି ସମୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ଅସୁବିଧାରେ ପଡିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର…
ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ
ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେହି…
ହାତ, ଗୋଡ଼ ନ ଧୋଇଲେ ଗାଁକୁ ପଶିବା ମନା
ଗୁଡଭେଲା,୨୮।୩(ଡି.ଏନ.ଏ.):କରୋନା ମହାମାରୀକୁ ନେଇ ବିଶ୍ୱ ଆତଙ୍ଗିତ ହୋଇ ପଡଛି। ଏହିକ୍ରମରେ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ସମରା ପଞ୍ଚାୟତର ଲୁର୍କୀ ଗ୍ରାମବାସୀ ଶୁକ୍ରବାର ରାତିରୁ ଗାଁର ପ୍ରବେଶ ପଥକୁ ସିଲ୍ କରି ଦେଇଛନ୍ତି। ଫଳରେ ଗାଁକୁ ଆସୁଥିବା ବାଇକ୍ ଓ ଚାରିଚକିଆ…
ବିରାଟଙ୍କ କେଶ କାଟି ବାହାବା ସାଉଁଟୁଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
କରୋନା(କୋଭିଡ-୧୯) ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ରୋକିବା ପାଇଁ ସମଗ୍ର ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ…
ଲକ୍ଡାଉନ୍ ପରେ ବି ଚାଲି ଚାଲି ଘରକୁ ଫେରିବାକୁ ଚାହୁଁଛନ୍ତି ଲୋକେ
ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣକୁ ରୋକିବାକୁ ସାରା ବିଶ୍ୱ ଏକ ପ୍ରକାର ଲକ୍ ଡାଉନ୍ ହୋଇଯାଇଛି। ଭାରତ ଏବେ ଏହି ଲକ୍ଡାଉନ୍ ମାଧ୍ୟମରେ କରୋନା ସହ ଲଢି ପାରିବ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ବାହାର ରାଜ୍ୟରେ ଥିବା ଦିନ ମଜୁରିଆ…
ଭାରତରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୩; ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଲା
ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଭାରତ ଦ୍ୱିତୀୟ ଷ୍ଟେଜ୍ରୁ ତୃତୀୟ ଷ୍ଟେଜ୍ ଆଡ଼କୁ ଯାଉଥିବା କୁହାଯାଉଛି। ଗତ ୧୮ ଦିନ ମଧ୍ୟରେ ଦେଶରେ ୨୩ ଜଣ…
Archives


