Home

ଦୀର୍ଘ ଦିନ ଧରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ଚାଇନା: ପୋମ୍ପିଓ

ଓ୍ବାଶିଂଟନ,୧।୬: ଚାଇନା ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି। ଚାଇନାର ସୈନ୍ୟବଳର ମୁକାବିଲା ଲାଗି ଅନ୍ୟ ଦେଶଙ୍କ ସହାୟତା ନିଆଯିବାର ଆବଶ୍ୟକତା ରହିିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଏଭଳି କହିଛନ୍ତି। ଚାଇନାର ସୈନ୍ୟ କ୍ଷମତା…

ଜୁନ୍‌ ୩୦ ଯାଏ ମଲ୍‌, ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍‌ ୩୦ ଯାଏ ସପିଂ ମଲ୍‌ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ରହିବା ନେଇ ଘୋଷଣା କରିଛନ୍ତି। ଏହି ସମୟରେ ସିନେମା ହଲ, ଜିମ୍‌ ଓ ସୁଇମିଂ ପୁଲ ମଧ୍ୟ ଖୋଲିବ…

୧୧ ଜିଲାରେ ଶନିବାର, ରବିବାର ଶଟ୍‌ଡାଉନ୍‌

ଭୁବନେଶ୍ୱର,୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇଦିନିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟର ୧୧ଟି ଜିଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ବଲାଙ୍ଗୀର ଜିଲାରେ ଜୁନ୍‌…

ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଅନ୍‌ଲକ୍‌-୧ ଗାଇଡ୍‌ଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଜୁନ୍‌…

ଏଣିକି ଓ୍ବେବ୍‌ ପୋର୍ଟାଲରେ କରାଯିବ ଅଭିଯୋଗ: ଖୋର୍ଦ୍ଧା ଜିଲାର ୨୦୯ଟି ସଂସ୍ଥା, ବିଭାଗ ସହ ହୋଇଛି ସଂଯୋଗ

ଖୋର୍ଦ୍ଧା ଅଫିସ,୧।୬: ଏଣିକି ଅଭିଯୋଗ ଲାଗି ଆଉ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ। କାରଣ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଏକ ୱେବ ପୋର୍ଟାଲ ଉଦ୍‌ଘାଟନ କରାଯାଇଛି। ଏଣିକି ଅଭିଯୋଗକାରୀ ଏହି ପୋର୍ଟାଲରେ ନିଜ ଅଭିଯୋଗ କରିପାରିବେ। ଏହି…

ଭଦ୍ରକରେ ୧୨୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧ା୬: ସୋମବାର ଜିଲାରୁ ୭ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜିଲାରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ ଛୁଇଁଛି। ଏମାନଙ୍କ ମଧ୍ୟରୁ କିଛି କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚି଼ହ୍ନଟ ହୋଇଥିବା ବେଳେ ଅନ୍ୟ କିଛି ଗାଁରୁ ଚି଼ହ୍ନଟ ହୋଇଥିବା ଜଣାପଡ଼ିଛି।

ରେଲ୍‌ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ବଅଁରପାଳ,୧ା୬(ଡି.ଏନ୍‌.ଏ.): ସୋମବାର ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ପ୍ଲାଣ୍ଟ୍‌୍‌କୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଶ୍ରମିକମାନେ ଦୀର୍ଘ ୨…

୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦ ପାରାମିଲିଟାରୀ କ୍ୟାଣ୍ଟିନ ତାଲିକାରୁ ହଟିଲା

ନୂଆଦିଲ୍ଲୀ,୧।୬: କରୋନା ସଂକ୍ରମଣ ଯୋଗୁ ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ସ୍ବଦେଶୀ ଉତ୍ପାଦ ବ୍ୟବହାରକୁ ଗୁରୁତ୍ୱ ଦେଇଥିଲେ। ଏହା ଅନ୍ତର୍ଗତ ଦେଶରେ ଥିବା ପାରାମିଲିଟାରୀ କ୍ୟାଣ୍ଟିନ ତାଲିକାରୁ ୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦକୁ ହଟାଇ ଦିଆଯାଇଛି। ଜୁନ୍‌ ୧ଠାରୁ…

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଭୂପେନ୍ଦ୍ର ସିଂହ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭୂପେନ୍ଦ୍ର ସିଂହ ପୁନିଆ। ୨୦୦୮ ବ୍ୟାଚ ଆଇଏଏସ୍‌ ଅଫିସର ପୁନିଆ ଅମରେନ୍ଦ୍ର ପଟ୍ଟନାୟକଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ମଧ୍ୟ…

ସଚିନଙ୍କୁ ‘କିଚେନ୍‌-୧୦୦’ ର ଚ୍ୟାଲେଞ୍ଜ୍‌ ଦେଲେ ଯୁବରାଜ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସଚିନଙ୍କୁ ଚ୍ୟାଲେଞ୍ଜ୍‌ ଦେବା ଅନ୍ୟ କ୍ରିକେଟରଙ୍କ ପାଇଁ କଷ୍ଟକର ବ୍ୟାପାର। କିନ୍ତୁ ପୂର୍ବତନ କ୍ରିକେଟର ଯୁବରାଜ ସିଂ ସଚିନଙ୍କୁ ଏକ ନୂଆ ଚ୍ୟାଲେଞ୍ଜ ଦେଇଛନ୍ତି। ଚ୍ୟାଲେଞ୍ଜ୍‌ଟି ହେଉଛି ‘କିଚେନ୍‌-୧୦୦’।…

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୧।୬: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍‌ ଜୁନ୍‌ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର କେରଳ ଛୁଇଁଛି। ଏହାର ପ୍ରଭାବରେ ପାଖାପାଖି ୯ ଜିଲାରେ ପ୍ରବଳ ବର୍ଷା ହୋଇଛି।…

କରୋନାରେ ସଂକ୍ରମିତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ

ନୂଆଦିଲ୍ଲୀ,୧।୬: ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେ ଗତ ୨ ସପ୍ତାହ ପୂର୍ବେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ। ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର୍‌ ରିସର୍ଚ୍ଚ ଇନ୍‌ ରିପ୍ରଡକଟିଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri