ପୂର୍ବତନ ମନ୍ତ୍ରୀ ଲାଲ୍ବିହାରୀ ହିମିରିକା ଅସୁସ୍ଥ
ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଝାଡ଼ା, ପରିସ୍ରା ହେବାରେ ସମସ୍ୟା ରହଛି। ତେବେ…
ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା
ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ଚାପରେ ଥିଲେ କରନ। କରନ…
ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୭।୬(ବ୍ୟୁରୋ)- ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳ ବଳଦ କରିଛନ୍ତି। ୨୦୧୭ ବ୍ୟାଚର ୫ ଜଣ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଛି। ରବିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓମଫେଡ…
ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କଲେ ୯୦ କମ୍ପାନୀ, ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍ବୁକ୍
ନୂଆଦିଲ୍ଲୀ: ଆମେରିକାରେ ବ୍ଲାକ୍ ଆଣ୍ଡ ହ୍ବାଇଟ୍ (କଳା ଧଳା)ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଏହାର ପ୍ରଭାବ ସିଧାସଳଖ ସୋସିଆଲ ମିଡିଆ ଉପରେ ପଡ଼ିଛି। ପ୍ରାୟ ୯୦ କମ୍ପାନୀ ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ଏଥିରେ ସବୁଠୁ କ୍ଷତିଗ୍ରସ୍ତ…
ଇର୍ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍ ମୁକେଶ
ମୁମ୍ବାଇ: ବଲିଉଡ୍ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ ଷ୍ଟାରମାନେ ସବୁବେଳେ କିଛି ନା କିଛି ଭିନ୍ନ ଧରଣର ଫିଲ୍ମ କରିବାକୁ ପସନ୍ଦ କରିଥାନ୍ତି।…
୩୦ ରାତିରୁ ପୁରୀ ଜିଲାରେ କର୍ଫ୍ୟୁ
ପୁରୀ ଅଫିସ,୨୭।୬- ବିଶ୍ୱ ପ୍ରସିଦ୍ଧ ବାହୁଡା ରଥଯାତ୍ରା ପାଇଁ ପୁଣି ପୁରୀ ଜିଲାରେ ଜାରି ହେବ କର୍ଫ୍ୟୁ। ଜୁନ ୩୦ ରାତି ୧୦ଟାରୁ ଜୁଲାଇ୨ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ ବଲଓ୍ବନ୍ତ…
ଉଲିବୁରୁ ଖଣି ଦୁର୍ନୀତି ମାମଲା: ଜେଲରୁ ମୁକୁଳିଲେ ଦୀପକ ଗୁପ୍ତା
କେନ୍ଦୁଝର,୨୭।୬(ସ୍ବ.ପ୍ର)-ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଶନିବାର ସାରେ କେନ୍ଦୁଝର ଜେଲରୁ ଜାମିନ ପାଇ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟରେ ତାଙ୍କୁ ଏକ ମାସ ପାଇଁ ସର୍ତ୍ତମୂଳକ ଜାମିନ ଆଦେଶ ପରେ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ…
ମାଲକାନଗିରି ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ: ୪ ବିଏସ୍ଏଫ୍ ଯବାନ ସଂକ୍ରମିତ
ମାଲକାନଗିରି,୨୭ା୬(ଡି.ଏନ୍.ଏ)-ମାଲକାନଗିରି ଜିଲାରେ ଶନିବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ବିଏସ୍ଏଫ୍ ଯବାନ ରହିଛନ୍ତି। ଆକ୍ରାନ୍ତ ଯବାନମାନେ ସଦର ମହକୁମା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଫେରିଥିଲେ।…
୩୦ ବର୍ଷୀୟା ବିବାହିତା ମହିଳା ହଠାତ୍ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା
୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍ ଦିନେ ଜାଣିବାକୁ ପାଇଲେ ସେ ମହିଳା ନୁହଁ, ପୁରୁଷ ବୋଲି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଘଟଣା ଦେଖିବାକୁ…
ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଏବେ ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜର ଅଭିନୟ କ୍ୟାରିୟରର ଷ୍ଟ୍ରଗଲ ଲାଇଫ୍ ବିଷୟରେ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ
ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଶନିବାର ୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଥିବା ବେଳେ ଖୋର୍ଦ୍ଧାର ୪୫, ବାଲେଶ୍ୱରର ୩୧, ଗଜପତି ୧୨, ଭଦ୍ରକର ୧୦, ଜଗତସିଂହପୁର ୬, ଝାରସୁଗୁଡ଼ାର ୬, କେନ୍ଦ୍ରାପଡ଼ା-ପୁରୀର ୫ ଲେଖାଏ, ସୁନ୍ଦରଗଡ଼ର…
ରାୟଗଡ଼ାରେ ୧୬ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା
ରାୟଗଡ଼ା ଅଫିସ,୨୭ା୬: ରାୟଗଡ଼ା ଜିଲାରୁ ଶନିବାର ସର୍ବାଧିକ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରି ରାୟଗଡ଼ା ରାଣୀଗୁଡ଼ା ଫାର୍ମରେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ଅନ୍ୟ ଜଣେ ଯୁବକ ତାମିଲନାଡୁରୁ ଫେରି ବାରିଝୋଲାରେ ହୋମ୍…

