Home

ପତଞ୍ଜଳି ଲଞ୍ଚ କଲା କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ କରୋନିଲ‌: ୭ଦିନରେ ସମ୍ପୂର୍ଣ୍ଣ ସୁସ୍ଥ

ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍‌ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ ରାମଦେବ ବାବାଙ୍କ କମ୍ପାନୀ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି…

କେବିସି ସିଜିନ୍‌ ୧୨: ପୁଣି ଆରମ୍ଭ ହେବ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା, ଭାଗ ନେବା ପାଇଁ ରହିଛି ସର୍ତ୍ତ

କୌନ୍‌ ବନେଗା କରୋଡ୍‌ପତି ସିଜିନ୍‌ ୧୨ ପାଇଁ ପୁଣି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆ ସର୍ତ୍ତ ରଖାଯାଇଛି। କେବଳ ସୋନୀ ଲାଇଭ୍‌ ୟୁଜର୍ସ ହିଁ ଏହି ରେଜିଷ୍ଟ୍ରେସନ୍‌ରେ ସାମିଲ୍‌ ହୋଇପାରିବେ। ଜୁନ୍‌ ୨୫ରୁ ଜୁଲାଇ ୩ ପର୍ଯ୍ୟନ୍ତ…

ସରକାରୀ କୋଭିଡ ହସ୍ପିଟାଲକୁ ମିଳିବ ୫୦ ହଜାର ସ୍ବଦେଶୀ ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୩।୬: ପିଏମ୍‌ କେୟାର୍ସ ଫଣ୍ଡ ଜରିଆରେ ଦେଶର ସରକାରୀ କୋଭିଡ ହସ୍ପିଟାଲକୁ ୫୦,୦୦୦ ‘ମେଡ ଇନ୍‌ ଇଣ୍ଡିଆ’ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ପିଏମ୍‌ କେୟାର୍ସ ଫଣ୍ଡରୁ ୨ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସେହିପରି ଏହି ଫଣ୍ଡରୁ ପ୍ରବାସୀ…

ପ୍ରତିଘରୁ ହଟିବ ଚାଇନା ମିଟର

ଲକ୍ଷ୍ନୌ, ୨୩।୬: ଚାଇନା ସହିତ ଲଢ଼େଇରେ ଏବେ କେନ୍ଦ୍ର ସରକାରଙ୍କ ସହିତ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ସାମିଲ ହେବାରେ ଲାଗିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚାଇନା ବିଦ୍ୟୁତ୍‌ ମିଟର ହଟାଇବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟ…

ଶ୍ରୀଗୁଣ୍ଡିଚା ଅଭିମୁଖେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ ଅଫିସ, ୨୩।୬: ବହୁ ପ୍ରତିକ୍ଷାର ଅବସାନ ଘଟାଇ ଶେଷରେ ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ବାହାରିଛନ୍ତି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ଏହା ପଛକୁ ଅର୍ଥାତ୍‌ ୧୨ଟା ୫୫ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡିଛି।…

ପରିଣତ ବୟସରେ ମା’ଙ୍କ ସହ ଝୁମିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସେ ମା’ ଦୁଲାରୀଙ୍କ ଅତି ନିକଟତର ହୋଇଥିବା ବେଳେ ଅନୁପମ ତାଙ୍କ ସହ ସ୍ପେଶାଲ ବଣ୍ଡ ମଧ୍ୟ ଶେୟାର କରନ୍ତି। ପ୍ରାୟ ସମୟରେ ସେ ତାଙ୍କ…

ଏହି ଅଭିନେତ୍ରୀଙ୍କ ସ୍ବପ୍ନରେ ଆସିଲେ ସୁଶାନ୍ତ ସିଂ ରାଜପୁତ! କହିଲେ ତୁମ ପୁଅ ହୋଇ ଜନ୍ମ ନେବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ତାଙ୍କ କୋ-ଷ୍ଟାରମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ସହ ଥିବା ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୁଶାନ୍ତଙ୍କୁ…

ସୁଶାନ୍ତ ସିଂ ଭାରତୀୟ ସେନା ଭଳି ଜୀବନ ବିତାଇବାକୁ କରୁଥିଲେ ପସନ୍ଦ

ମୁମ୍ବାଇ, ୨୩।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ଜୀବନର ବହୁ ଅକୁଆ କଥା ଏବେ ସାମ୍ନାକୁ ଆସିବାରେ ଲାଗିଛି। ସେ ଭାରତୀୟ ସେନା ଭଳି ଜୀବନ ବିତାଇବାକୁ ପସନ୍ଦ କରୁଥିଲେ। ତେଣୁ ପ୍ରତି ୬ ମାସରେ…

ଅନ୍ୟ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଜଣେ କରୋନା ସଂକ୍ରମିତଙ୍କ ଅନ୍ୟ ରୋଗରେ ପୀଡିତ ଥିବା ଯୋଗୁ ମୃତ୍ୟୁ ଘଟିଛି। ସେ ହେଲେ କଟକ ଜିଲାର ୮୦ ବର୍ଷୀୟ ବୃଦ୍ଧ। ସେ ଅନ୍ୟ ରୋଗରେ ପୀଡିତ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ: ଘୋଷଣା କରିବ ପତଞ୍ଜଳି

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏହାର ଚିକିତ୍ସା ବା ମୁକାବିଲା ଲାଗି ସମସ୍ତ ଦେଶ ନିଜ ଆଡ଼ୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଭାରତ ଏହାର ମେଡିସିନ୍‌ ବାହାର କରିଥିବା ବେଳେ…

ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ

ଓ୍ବାଶିଂଟନ, ୨୩।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆମେରିକାର ଏକ କମ୍ପାନୀ ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାର ପ୍ରୟୋଗ ମଣିଷଙ୍କ ଉପରେ ଆସନ୍ତା ମାସରୁ ଆରମ୍ଭ ହେବ…

ରଥଟଣା ଆରମ୍ଭ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ ଠାକୁର ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୨୩।୬: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା। ନିର୍ଦ୍ଧାରିତ ସମୟର ସମୟର ମାତ୍ର ୨ ମିନିଟ ପୂର୍ବରୁ ଅର୍ଥାତ୍‌ ୧୧ଟା ୫୮ରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଡ଼ଠାକୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?