କେନ୍ଦୁଝରରେ ବିଗୁଡ଼ିଛି କରୋନା ସ୍ଥିତି: ଗୋଟିଏ ଦିନରେ୨୫ ଚିହ୍ନଟ, ୧୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦୁଝର,୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୨୫ କରୋନା ପଜିିଟିଭ୍ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଛି। ଆକ୍ରାନ୍ତମାନେ ଘଟଗାଁ, ଘଷିପୁରା, ହରିଚନ୍ଦନପୁର, ପାଟଣା, ହାଟଡିହି ଓ ସଦର ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ…
କୁକୁର ମୁହଁ ଭଳି ଦେଖାଯାଉଥିବା ବାଦୁଡ଼ି ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ, ୫।୭: ଏବେ ସୋସିଆଲ୍ ମିଡ଼ିଆରେ କୁକୁର ମୁହଁ ଥିବା ବାଦୁଡ଼ିର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କ୍ରିଷ୍ଟେନ ହୋଓ୍ବାର୍ଡଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ୟୁଜର ଏହାକୁ ଫ୍ରୁଟ୍ ବ୍ୟାଟ୍ କହି ନାନା ପ୍ରକାର ରୋଚକ…
ଚୌଦ୍ୱାର ମଣ୍ଡଳକାରାଗାରରେ କରୋନା ସ୍ଥିତି ପରଖିଲେ ଜିଲା ଦୌରାଜଜ୍
ଚୌଦ୍ୱାର,୫ା୭(ଡି.ଏନ୍.ଏ.): ରବିବାର କଟକ ଜିଲା ଚୌଦ୍ୱାର ମଣ୍ଡଳକାରାଗାର ପରିଦର୍ଶନ କରିଛନ୍ତି ଏକ ଉଚ୍ଚସ୍ତରୀୟ ଟିମ୍। କଟକ ଜିଲା ଦୌରାଜଜ୍ଙ୍କ ମୁଖ୍ୟ ବିଚାରପତି ରାଜକୁମାର ସାହୁଙ୍କ ସମେତ ହାଇକୋର୍ଟ ରେଜିଷ୍ଟ୍ରାର ଓ ଆଇନ ସେବା ପ୍ରାଧିକରଣର ସଦସ୍ୟମାନେ ଏହି ଟିମ୍ରେ ସାମିଲ ହୋଇଥିଲେ।…
କୋର୍ଟରେ କରୋନା ସଂକ୍ରମଣ
ପାନିପଥ, ୫।୭: ହରିୟାଣାର ଗୁଡ଼ଗାଓଁ କୋର୍ଟରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କୋର୍ଟର ଜଣେ ମହିଳା ବିଚାରପତିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସମ୍ପୃକ୍ତ ବିଚାରପତିଙ୍କୁ ୧୪ ଦିନ ଛୁଟି ମଞ୍ଜୁର କରାଯାଇ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି।…
ମାଲିକଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଚାରି ମହଲାରୁ ଡେଇଁ ଜୀବନ ହାରିଲା କୁକୁର
କଥାରେ ଅଛି କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ସାଥୀ। ହେଲେ ପାଳିଥିବା ମଣିଷର ମୃତ୍ୟୁରେ ମ୍ରିୟମାଣ ହୋଇ କୁକୁର ନିଜେ ଜୀବନ ହାରିବା ଭଳି ଘଟଣା ହୁଏତ ଶୁଣି ନ ଥିବେ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ। ୧୨…
ବେକାବୁ ହେଲାଣି କଟକ ସହର: ପୁଣି ୭୪ କରୋନା ପଜିଟିଭ୍ ଚିହ୍ନଟ
କଟକ ଅଫିସ,୫ା୭: କଟକ ସହରରେ କରୋନା ସ୍ଥିତି ଏବେ ବେକାବୁ ହେଲାଣି। ପ୍ରତିଦିନ ଏଠାରୁ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯାହାକି ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରବିବାର ପୁଣି ୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ…
ଦିଲ୍ଲୀରେ ସ୍ଥାପିତ ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର
ନୂଆଦିଲ୍ଲୀ, ୫।୭: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ସ୍ଥାପିତ କରାଯାଇଛି। ଏହି ସେଣ୍ଟରର ପରିଦର୍ଶନ ମୁଖ୍ୟମନ୍ତ୍ରୀ…
ଏହି କାରଣରୁ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ
ନୂଆଦିଲ୍ଲୀ,୫।୭: ଇଂଲଣ୍ଡ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ଏକ ମଜାଦାର କଥା କହିଛନ୍ତ। ଏହା ଏବେ ଚର୍ଚ୍ଚାକୁ ଆସିଛି। ଷ୍ଟାର ସ୍ପୋଟ୍ସର ଏକ ଶୋ’ରେ ହୁସେନ କହିଛନ୍ତି, ଉଭୟ…
ରାଜଧାନୀରେ ମାଡ଼ିଚାଲିଛି କରୋନା : ଆଜି ପୁଣି ୧୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଲା
ଭୁବନେଶ୍ୱର,୫ା୭(ବ୍ୟୁରୋ): ରବିବାର ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣ କୋଭିଡ୍ ଯୋଧ୍ୟା ମଧ୍ୟ କରୋନା ଆକ୍ରାନ୍ତ…
ସିଏସ୍ଏ ଭର୍ଚୁଆଲ ଆଓ୍ବାର୍ଡ: ଡିକକ୍ କ୍ରିକେଟର ଅଫ୍ ଦି ଇୟର
ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଶନିବାର ଅନୁଷ୍ଠିତ କ୍ରିକେଟ ସାଉଥ୍ ଆଫ୍ରିକା (ସିଏସ୍ଏ)ର ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ କ୍ରିକେଟର…
ଦୁର୍ଘଟଣା ଘଟାଇ ମେଣ୍ଡିସ୍ ଗିରଫ
କଲମ୍ବୋ,୫।୭(ପି.ଟି.): ରାସ୍ତା ଦୁର୍ଘଟଣା ଘଟାଇ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ୍ ରବିବାର ପୋଲିସ୍ ଦ୍ୱାରା ଗିରଫ ହୋଇଛନ୍ତି। ରାସ୍ତରେ ଚାଲୁଥିବା ଜଣେ ୭୪ ବର୍ଷୀୟ ବୃଦ୍ଧ ବ୍ୟକ୍ତି ତାଙ୍କ କାର ଦ୍ୱାରା ଧକ୍କା ଖାଇ ପ୍ରାଣ ହରାଇଛନ୍ତି। କଲମ୍ବୋ ସବର୍ବର ପାନାଡୁରାରେ…
ଦବଙ୍ଗଗିରି ଦେଖାଇ ଫସିଲେ ପୋଲିସ ଗାଡ଼ି ଡ୍ରାଇଭର
ଝାରସୁଗୁଡା ଅଫିସ,୫ା୭- କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲାରେ କରାଯାଇଥିବା ଶଟ୍ଡାଉନ୍ର ପ୍ରଥମ ଦିନ ଶନିବାରରେ ବ୍ରଜରାଜନଗର ଥାନାର ଏକ ପାଟ୍ରୋଲିଂ ଗାଡିର ଡ୍ରାଇଭରଙ୍କ କାର୍ଯ୍ୟକଳାପ ପାଇଁ ଜିଲା ପୋଲିସକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡିଛି। ତେବେ ପୋଲିସ ନିଜ…
Archives


