Home

କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଇ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିଲା। ତେବେ କିଛି ଦିନର…

ବିଭିନ୍ନ ସମସ୍ୟା ନେଇ ସିପିଆଇର ଗଣବିକ୍ଷୋଭ

ଏରସମା,୨୭ା୫(ସ୍ବ.ପ୍ର.): ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ସିପିଆଇ ରାଜ୍ୟ ପରିଷଦ ଓ କୃଷକ ସଭାର ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ବିଭିନ୍ନ ସମସ୍ୟାନେଇ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଛି। ଏରସମା ସିପିଆଇ କାର୍ଯ୍ୟାଳୟରୁ ସାମାଜିକ ଦୂରତା ରକ୍ଷାକରି ଜିଲା…

ମେ ୩୧ ପରେ ବଢ଼ିପାରେ ଲକ୍‌ଡାଉନ ଅବଧି: ୧୧ଟି ସହର ଉପରେ ରହିବ ଫୋକସ୍‌

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। କରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍‌ଡାଉନ ୪.୦ ଜାରି ରହିଛି। ହେଲେ ଏହାର ଅବଧି ମେ ୩୧କୁ ଶେଷ ହେବାକୁ ଯାଉଛି। କିନ୍ତୁ କରୋନା ସଙ୍କଟକୁ…

ବଢିବନି ବସ୍‌ ଭଡା: ଏସଟିଏ

ଭୁବନେଶ୍ୱର,୨୭।୫(ବ୍ୟୁରୋ)-ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ଘରୋଇ ବସ। ବସ୍‌। ଏ ନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତି ହୋଇଛି। ହେଲେ ବସ ଭଡା ବଢି ନାହିଁ ବୋଲି ବୁଧବାର ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ମାର୍ଚ୍ଚ…

ନକ୍ସା ବିବାଦ ମାମଲାରେ ପଛଘୁଞ୍ଚା ଦେଲା ନେପାଳ

କାଠମାଣ୍ଡୁ,୨୭।୫: ନେପାଳ ନିଜର ନୂଆ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନ ଦେଇଥିବାରୁ ନିକଟରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ହେଲେ ରାଜନୈତିକ ଓ କୂଟନୈତିକ ସମ୍ପର୍କ ମଧ୍ୟରେ ନେପାଳ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି।…

ଭାରତ-ଚାଇନା ସୀମା ବିବାଦ: ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲା ଆମେରିକା

ଓ୍ବାଶିଂଟନ୍‌,୨୭।୫: କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିବାଦକୁ ସମାଧାନ କରିବା ପାଇଁ ଏବେ ଆମେରିକା ଆଗକୁ ଆସିଛି। ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶର ସୀମା ବିବାଦ ପ୍ରସଙ୍ଗରେ…

ଆଇଓସିର ଅଲିମ୍ପିକ୍‌ ଘୁଞ୍ଚାଇବା ନିଷ୍ପତ୍ତି ଠିକ୍‌ ଥିଲା: ହିମା

ନୂଆଦିଲ୍ଲୀ,୨୭।୫: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତ୍‌ି ଏକଦମ୍‌ ଠିକ୍‌ ଥିଲା ବୋଲି ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ କହିଛନ୍ତି।…

ଜନ୍ମଦିନରେ ଶାସ୍ତ୍ରୀଙ୍କୁ କୋହଲିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ ବୁଧବାର ତାଙ୍କର ୫୮ତମ ଜନ୍ମ ଦିବସ ପାଳନ କରିଛନ୍ତି। ଏହି ଅବସରରେ ଅଧିନାୟକ କୋହଲି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବହୁତ ଲୋକ ଆତ୍ମବିଶ୍ୱାସୀ ହୋଇଥାନ୍ତି। ତେବେ ଖୁବ୍‌ କମ ଲୋକ…

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି କହିଛନ୍ତି। ସବୁ ଫର୍ମାଟ ପାଇଁ ଫିଟ୍‌ନେସ ହାସଲ କରିବାକୁ ହେଲେ ବୋଲରମାନଙ୍କୁ…

ଟ୍ରେନିଂକୁ ଫେରିଲେ ନାଡ଼ାଲ

ମାଡ୍ରିଡ, ୨୭।୫: ଦୀର୍ଘ ଦିନ ପରେ ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡ଼ାଲ ଟ୍ରେନିଂକୁ ଫେରିଛନ୍ତି। କୋଭିଡ-୧୯ ମହାମାରୀ କାରଣରୁ ସେ ଟ୍ରେନିଂରୁ ଦୂରେଇ ରହିଥିଲେ। ମାଲେରକା ସ୍ଥିତ ରାଫା ନାଡାଲ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି। ସୋମବାର…

ଆଇସିସି ବୋର୍ଡ ବୈଠକ: ଅକ୍ଟୋବରରେ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ,୨୭।୫(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ଗୁରୁବାର ବସିବ। ଟେଲି କନଫରେନ୍ସ ମାଧ୍ୟମରେ ବସିବାକୁ ଥିବା ଏହି ବୈଠକ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ…

କରୋନା ଯାଇନି, ସମସ୍ତେ ସତର୍କ ରହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର,୨୭।୫(ବ୍ୟୁରୋ)-କରୋନା ଯାଇନି। ସମସ୍ତେ ସତର୍କ ରହନ୍ତୁ। ଲକଡାଉନ ନିୟମକୁ ପାଳନ କରନ୍ତୁ। ଲକ୍‌ଡାଉନ କୋହଳର ଅର୍ଥ ନୁହେିଁ କରୋନା ପଳାଇଲା। ସାମାଜିକ ଦୂରତା ପ୍ରତ୍ୟେକ ଲୋକ ରକ୍ଷା କରନ୍ତୁ ବୋଲି ନିବେଦନ କରିଛନ୍ତି ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri