ଟ୍ରେନ୍ ଚେନ୍ ଟାଣି ୧୫୩୪ ପ୍ରବାସୀ ଓହ୍ଲାଇବା ଘଟଣା: ୨୭ଟି ବସ୍ ଯୋଗେ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ପଠାଇଲା ପ୍ରଶାସନ
ଛତ୍ରପୁର,୩୦ା୫(ଡି.ଏନ୍.ଏ.): ସୁରଟରୁ ବାଲେଶ୍ୱର ଯାଉଥିବା ଟ୍ରେନର ଚେନ୍ ଟାଣିି ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ନିକଟରେ ୧୫୩୪ ଜଣ ପ୍ରବାସୀ ଶୁକ୍ରବାର ସନ୍ଧ୍ୟାରେ ଓହ୍ଲାଇ ପଡ଼ିଥିଲେ। ଘଟଣାସ୍ଥଳରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍ପି ବ୍ରିଜେଶ କୁମାର ରୟ, ପୋଲିସ,…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ ଆକ୍ରାନ୍ତ, ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୦୫୦
ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଅଦ୍ୟାବଧି ରାଜ୍ୟରେ ୧୦୫୦ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡ଼ିଛି। ସୁସ୍ଥମାନଙ୍କ ମଧ୍ୟରେ ବୌଦ୍ଧରୁ ୨୮, ପୁରୀରୁ…
କ୍ଷମତାର ଏକବର୍ଷ: ରେଡ୍ଜୋନ୍ରେ ଶାସନ-ଅର୍ଥନୀତି, ଅରେଞ୍ଜ୍ରେ ରାଜନୀତି-ଗ୍ରୀନ୍ରେ ବିକାଶ
ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏନେଇ କିଛି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସରକାରଙ୍କ ଗୋଟିଏ ବର୍ଷର ୬ଟି ସ୍ତମ୍ଭ ବିଶିଷ୍ଟ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କ୍ଷମତାର ଗୋଟିଏ ବର୍ଷରେ…
ବର୍ଷାରେ ଭିଜିଲା ଧାନ, ବିକି ନ ପାରି ମୁଣ୍ଡରେ ହାତ ଦେଇଛି ଚାଷୀ
ଜୟପୁର,୩୦ା୫(ନି.ପ୍ର.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଞ୍ଚଳର ଚାଷୀ ଲଗାଣ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଣ୍ଡି ପାଇଁ ଅମଳ କରିଥିବା ରବିଧାନ ମୁକୁଳା ପଡ଼ିଥିବାରୁ ଲଗାଣ ବର୍ଷାରେ ଭିଜିଛି। କୁନ୍ଦୁରା ବ୍ଲକର ଡଙ୍ଗରପାଉଁସିରେ ଖୋଲା ପଡ଼ିଆରେ ଥିବା…
ରାଶନ ବିତରଣ କେନ୍ଦ୍ରରେ ଦର ତାଲିକା ନ ଲାଗିବା ନେଇ ଅସନ୍ତୋଷ
ଚୌଦ୍ୱାର,୩୦ା୫(ଡି.ଏନ୍.ଏ.): ଚୌଦ୍ୱାର ପୌରପାଳିକାର ୧୯ଟି ଓ୍ବାର୍ଡରେ ୧୭ଟି ବିତରଣ କେନ୍ଦ୍ର ଥିବାବେଳେ କୌଣସି କେନ୍ଦ୍ରରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଖାଉଟି ସାମଗ୍ରୀର ଦର ତାଲିକା ଲେଖାଯାଉନାହିଁ। ଯାହାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିବା ସହିତ ଅସନ୍ତୋଷ…
କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ
ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଡାଉନକୁ ଆମେ ସବୁଦିନ ପାଇଁ ରଖିପାରିବା ନାହିଁ।…
ଦିଲ୍ଲୀ-ମସ୍କୋ ଏୟାର ଇଣ୍ଡିଆ ବିମାନ ପାଇଲଟ୍ କରୋନା ପଜିଟିଭ୍: ଉଡ଼ାଣ ବାତିଲ
ନୂଆଦିଲ୍ଲୀ,୩୦।୫: ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶନିବାର ସକାଳେ ରିପୋର୍ଟ ସମ୍ପର୍କରେ ଜଣାପଡ଼ିବା…
ଯୌତୁକ ନିର୍ଯାତନା ଅଭିଯୋଗ: ୪ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ,୩୦।୫(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତରେ ଜଣେ ବଧୂଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀଙ୍କ ସମେତ ୪ ଜଣଙ୍କ ନାମରେ ଶୁକ୍ରବାର ମାମଲା ରୁଜୁ କରିଛି। ପ୍ରକାଶ ଯେ, ୨୦୧୯ରେ ଭଣ୍ଡାରିପୋଖରୀ ଥାନା ସରପଦା…
ଡବ୍ଲ୍ୟୁଏଚ୍ଓ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା
ଓ୍ବାଶିଂଟନ,୩୦।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍ଓ ଚାଇନା ଦ୍ୱାରା ନିୟନ୍ତ୍ରିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ଚାଇନା ବିରୋଧରେ…
ଆଜିପର୍ଯ୍ୟନ୍ତ ଖୋଲୁନାହିଁ ଏହି ମନ୍ଦିରର ୭ମ ଦ୍ୱାର
ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ସେଥିମଧ୍ୟରୁ ଅନେକ ମନ୍ଦିର ବେଶ୍ ରହସ୍ୟମୟ। ସେହିପରି ଏକ ମନ୍ଦିର ହେଉଛି କେରଳର ଥିରୁବନନ୍ତପୁରମ୍ରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ମଧ୍ୟ କୁହାଯାଏ। ଉକ୍ତ ମନ୍ଦିରରେ ଅନେକ…
ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ
ଭୁବନେଶ୍ୱର, ୩୦।୫(ବ୍ୟୁରୋ): ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ହେଲା। ଏ ନେଇ ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ରେଲଓ୍ବେ ବିଭାଗ ପକ୍ଷରୁ ଏପରି…
ଡ୍ରେନ ସଫା ବେଳେ ଭୁଶୁଡ଼ିଲା ଘର ବାରଣ୍ଡା
କଟକ ଅଫିସ,୩୦।୫: କଟକ ସହରରେ ଡ୍ରେନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଶନିବାର ସକାଳେ ଡ୍ରେନ ସଫା ବେଳେ ଏକ ଘରର ବାରଣ୍ଡା ଭୁଶୁଡି ପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବଜ୍ରକବାଟି ଠାରୁ ଛତ୍ରବଜାର ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ…
Archives


